ଆପଣ କ’ଣ ଘରର ଏହି ସବୁ ସ୍ଥାନରେ ଚାବି ରଖୁଛନ୍ତି କି ! ତୁରନ୍ତ ସ୍ଥାନ ବଦଳାଇ ଦିଅନ୍ତୁ… ନଚେତ ଘୋର ବର୍ବାଦୀ !

ଏହି ସ୍ଥାନରେ ରଖନ୍ତୁ ନାହିଁ ଚାବିକାଠି ! ବନ୍ଧୁଗଣ ବନ୍ଧୁଗଣ ଘରର ମହିଳା ମାନଙ୍କ ହାତରେ ଘରର ପ୍ରତ୍ଯେକଟି ଜିନିଷର ଚାବିକାଠି ରହିଥାଏ । ଘରର ପୁରୁଷ ହେଉ ଅବା ମହିଳା ଜିଏବି ରୋଜଗାର କରିଥାନ୍ତୁ । ହେଲେ ଘରର ଅନେକ ଦାୟିତ୍ଵ ମହିଳା ମାନେ ହିଁ ନେଇଥାନ୍ତି । ତେଣୁ ଘରର ଧନସମ୍ପତ୍ତି ସଞ୍ଚୟ କରିବା ଠାରୁ ନେଇକି ଧନ ସମ୍ପତ୍ତିର ରକ୍ଷା ମହିଳା ମାନେ ଅଧିକ କରି କରିଥାନ୍ତି । ତେବେ ଘରର ପ୍ରତ୍ଯେକଟି ଚାବି ଘରର ଏକ ବିଶେଷ ସ୍ଥାନରେ ରଖାଯିବାର ବାସ୍ତୁ ସମ୍ମତ ନିୟମ ରହିଥାଏ ।

ଯଦି ଘରର ଚାବି ଗୁଡିକ ଯେଉଁଠି ଚାହିଁବେ ସସେହିଠାରେ ରଖିଦେବେ । ତେବେ ଘରର ଟଙ୍କାପଇସା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେଣୁ ଚାବି ରଖିବାର ବିଶେଷ ସ୍ଥାନ ବିଷୟରେ ଜାଣି ନିଅନ୍ତୁ । 1- ମହିଳା ମାନଙ୍କର ଅଣ୍ଟାରେ ଚାବି ରଖାଯିବାକୁ ବହୁତ ଶୁଭ ବୋଲି ମନାଯାଇଥାଏ । କାରଣ ପୁରାତନ କାଳରେ ମହିଳା ମାନେ ନିଜ ଅଣ୍ଟାରେ ହିଁ ଚାବି ରଖୁଥିଲେ । ଅଣ୍ଟାରେ ଚାବି ରଖୁଥିବା ମହିଳାଙ୍କ ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ।

2- ତକିଆ ତଳେ ଚାବିଗୁଡିକୁ ରଖନ୍ତୁ ନାହିଁ । କାରଣ ଅନେକ ଲୋକ ନିଜ ଘରର ଅନେକ ଚାବି ନିଜ ତକିଆ ତଳେ ହିଁ ରଖିଦେଇଥାନ୍ତି । ତକିଆ ତଳେ ଚାବି ରଖିକି ଶୋଇବା ଦ୍ଵାରା ଯେତେ ଧନ ରୋଜଗାର କରିଲେ ବି ଧନର ଅଭାବ ଦେଖାଦେଇଥାଏ ।

3- ଚାବିଗୁଡିକୁ ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ ମଧ୍ୟ ରଖନ୍ତୁ ନାହିଁ । କାରଣ ଅନେକ ଲୋକ ଚାବି ଗୁଡିକୁ ନିଜ ଡ୍ରଇଙ୍ଗ ରୁମ୍ ରେ ହିଁ ଟାଙ୍ଗିକି ରଖିଦେଇଥାନ୍ତି । ଏପରି କରିବା ଦ୍ଵାରା ଘରର ଟଙ୍କାପଇସା ଚୋରୀ ହେବାର ବହୁତ ଅଧିକ ସମ୍ଭାବନା ରହିଥାଏ ।

4- ବାଥରୁମ୍ ର କାନ୍ଥରେ ମଧ୍ୟ ଚାବିକୁ ଟାଙ୍ଗିକି ରଖନ୍ତୁ ନାହିଁ । କାରଣ ଏପରି କରୁଥିବା ବ୍ୟକ୍ତିଙ୍କ ଘର ଉପରେ ଚନ୍ଦ୍ରମାଙ୍କର ଖରାପ ଦ୍ରୁଷ୍ଟି ସେହି ଘର ଉପରେ ପଡିଥାଏ । ଯାହା ଦ୍ଵାରା ଟଙ୍କା ଗୁଡିକ ଅଯଥା ଖର୍ଚ ହୋଇଯାଇଥାଏ । ତେଣୁ ଏହି ସବୁ ସ୍ଥାନରେ ନିଜ ଘରର କୌଣସି ଚାବି ମଧ୍ୟ ରଖନ୍ତୁ ନାହିଁ ।

5- ଶୋଇବା ଘରର ଉତ୍ତର ଦିଗରେ ଚାବି ଟାଙ୍ଗିକି ରଖିବାକୁ ଶୁଭ କୁହାଯାଇଥାଏ । ତେଣୁ ଉତ୍ତର ଦିଗରେ ଚାବି ଟାଙ୍ଗୀ ରଖିବାକୁ ବହୁତ ଶୁଭ ବୋଲି ମନାଯାଇଥାଏ । ବନ୍ଧୁଗଣ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *