EXCLUSIVE: ମାର୍ଚ୍ଚ ୨୦୨୦ କୁ ନେଇ ମୁହଁ ଖୋଲିଲେ ଶ୍ରୁତି ମୋଦୀ, ରିୟା ବନେଇ ସାରିଥିଲେ ପୁରା ପ୍ଲାନ

ସୁଶାନ୍ତଙ୍କ କେସରେ ଧୀରେ ଧୀରେ ସମସ୍ତ ଖୁଲାସା ସାମ୍ନାକୁ ଆସିଛି । ସିବିଆଇ ତଦନ୍ତ ଅନୁଯାୟୀ ଏହି କେସ ସହ ଜଡିତ ସମସ୍ତ ବ୍ୟକ୍ତି ସହ ସିବିଆଇ ବହୁତ କଡା କଡି ପଚରା ଉଚରା କରିଛି । ବର୍ତ୍ତମାନ ସମସ୍ତଙ୍କ ନଜରରେ ରିୟା ଚକ୍ରବର୍ତ୍ତୀ ଟାର୍ଗେଟରେ ଅଛନ୍ତି । ବନ୍ଧୁଗଣ ଏହି କିଛି ସମୟ ହେବ ଅନ୍ୟ ଏକ ମହାଖୁଲାସା ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁଶାନ୍ତଙ୍କ ମ୍ୟାନେଜର ସୃତି ମୋଦିଙ୍କୁ ସିବିଆଇ ପଚରା ଉଚରା କରିଛି, ଯାହାଫଳରେ ସୃତି ସୁଶାନ୍ତଙ୍କ ବିଷୟରେ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆଣିଛନ୍ତି । ବହୁତ ଦିନରୁ ସୃତି ମୋଦିଙ୍କ ସହ ପଚରା ଉଚରା ଚାଲିଥିଲା ହେଲେ ସେ ସମସ୍ତ ରହସ୍ୟକୁ ଗୁପ୍ତ ରଖିଥିଲେ ।

ସିବିଆଇ ସୃତିଙ୍କ ସହ ବହୁତ କଠୋର ହୋଇ ପଚରା ଉଚରା କରିଥିଲା ହେଲେ ସୃତି ନିଜ ପାଟି ଖୋଲିନଥିଲେ । କିନ୍ତୁ ସିବିଆଇ ସୃତିଙ୍କ ଉପରେ ସହଯୋଗ ନ କରିବାର ଆରୋପ ଲଗାଇବା ପାଇଁ ଧମକ ଦେଇଥିଲା, ଯାହାଫଳରେ ସୃତିଙ୍କ ପାଟିରୁ ସମସ୍ତ କଥା ବାହାରିଥିଲା । ସିବିଆଇ ସୂତ୍ର ଅନୁସାରେ ସୃତି ମୋଦି କହିଥିଲେ ଯେ, ୨୦୨୦ ମାର୍ଚ ମାସରେ ରିୟାଙ୍କ ଖର୍ଚକୁ ନେଇ ସୃତି ମୋଦିଙ୍କୁ ନିଜ ବ୍ୟାଙ୍କର ଷ୍ଟେଟମେଣ୍ଟ ମାଗିଥିଲେ ସୁଶାନ୍ତ ।

ମାର୍ଚ ମାସ ୨୦୨୦ରେ ସୁଶାନ୍ତ ରିୟାଙ୍କ ଖର୍ଚର ଷ୍ଟେଟମେଣ୍ଟ ସୃତିଙ୍କୁ ମାଗିବାରୁ ସୃତି ଏହି କଥାର ଖବର ରିୟାଙ୍କୁ ଦେଇଥିଲେ ଓ ସୁଶାନ୍ତଙ୍କୁ ଧୋକା ଦେଇଥିଲେ । ସେହି ସମୟରେ ସୁଶାନ୍ତଙ୍କ ଘରେ ରିୟା ନଥିଲେ, ହେଲେ ସୃତିଙ୍କ କହିବା ଦ୍ଵାରା ତୁରନ୍ତ ରିୟା ସୁଶାନ୍ତଙ୍କ ଘରକୁ ଯାଇଥିଲେ । ଯେତେବେଳେ ସୃତି ରିୟାଙ୍କ ସହ ଏହା ବିଷୟରେ ଫୋନରେ କଥା ହେଉଥିଲେ ସେତେବେଳେ ରିୟା କହିଥିଲେ, ‘ସୁଶାନ୍ତଙ୍କର କିଛି କରିବାକୁ ହେବ, ବର୍ତ୍ତମାନ ସେ ବହୁତ ପ୍ରଶ୍ନ ପଚାରିବାକୁ ଲାଗିଛି । ବହୁତ ଶୀଘ୍ର ସୁଶାନ୍ତଙ୍କୁ ନେଇ ଏକ ବଡ ପ୍ଳାନ କରିବାକୁ ହେବ’ ।


ସେହି ସମୟରେ ସୃତି ଚୁପଚାପ ରିୟାଙ୍କର ସମସ୍ତ କଥା ଶୁଣି ସହମତି ଦେଖାଇଥିଲେ । ଏହି ବୟାନ ଅନୁଯାୟୀ ଜଣା ପଡିଗଲା ଯେ, ରିୟା ସୁଶାନ୍ତଙ୍କୁ ମାର୍ଚ୍ଚ ମାସରେ ହତ୍ୟା କରିବା ପାଇଁ ଚାହୁଁନଥିଲେ, କାରଣ ସୁଶାନ୍ତ ରିୟାଙ୍କ ଉପରେ ସନ୍ଦେହ କରି ବ୍ୟାଙ୍କ ଷ୍ଟେଟମେଣ୍ଟ ମାଗିଥିଲେ । ହେଲେ ସଠିକ ମଉକା ନ ମିଳିବାରୁ ରିୟା ବିଫଳ ହୋଇଥିଲେ ।

ସୃତିଙ୍କ ମତରେ ତାଙ୍କୁ ସ୍ୟାଲେରୀ ସୁଶାନ୍ତ ସିଂହ ରାଜପୁତ ଦେଉଥିଲେ ମଧ୍ୟ ତାଙ୍କୁ ରିୟା ସେଠାରେ କାମ ଦେଇଥିଲେ । ଏହା ସହିତ ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା ସୃତିଙ୍କୁ ସ୍ୟାଲେରୀ ଓ କମିଶନ ଦେଉଥିଲେ । ଏହା ସହିତ ରିୟା ସୃତିଙ୍କୁ ନିଜ ପାଇଁ ରଖିଥିଲେ ନା କି ସୁଶାନ୍ତଙ୍କ ପାଇଁ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *