ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମହା ଖୁଲାସା, ୫୦ ହଜାର ଭୋଲ୍ଟ ର ଝଟକାରେ ପାରାଲାଇଜ କରାଯାଇଥିଲା, ଡକ୍ଟର ଖୋଲିଲେ ଟେସର ଗନ ର ରାଜ

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ କେସକୁ ନେଇ ବହୁତ ବଡ ବଡ ଖୁଲାସା ସବୁ ସାମ୍ନାକୁ ଆସିଛି । ହେଲେ ବର୍ତ୍ତମାନ ଏମିତି ଏକ ବଡ ଖୁଲାସା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା କରିବା ପୂର୍ବରୁ ସୁଶାନ୍ତଙ୍କୁ ୫୦ ହଜାର ବୋଲ୍ଟର ଝଟକା ଦିଆ ଯାଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ସୁଶାନ୍ତଙ୍କୁ ପ୍ରଥମେ ଟେସର ଗନ ଦ୍ଵାରା ଆଘାତ କରା ଯାଇଥିଲା । ଆଘାତ କରିବା ପରେ ସୁଶାନ୍ତଙ୍କ ପାଦ ଗୋଇଠିକୁ ଭାଙ୍ଗି ଦିଆଗଲା । ଶେଷରେ ସୁଶାନ୍ତଙ୍କ ହତ୍ୟା କରା ଯାଇଥିଲା । ଏହି ଘଟଣା ବିଷୟରେ ସୁଶାନ୍ତଙ୍କ ଓକିଲ ଓ ସୁଶାନ୍ତଙ୍କ କେସରେ ଥିବା ଡାକ୍ତର କହିଛନ୍ତି । ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକ ମାନେ ତାଙ୍କ ଫିଲ୍ମକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ ।

ହେଲେ ଏହି ଅଭିନେତା ଜଣକ ୧୪ ଜୁନ ୨୦୨୦ରେ ଆତ୍ମହତ୍ୟା କରିଥିବାର ଖବର ଆସିଥିଲା । କିନ୍ତୁ ସୁଶାନ୍ତଙ୍କ ପରିବାର ଲୋକ ଓ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ବିଶ୍ଵାସ କରିଲେ ନାହିଁ ଯେ ସୁଶାନ୍ତ ଆତ୍ମହତ୍ୟା କରିଥିବେ । ଏହା ପରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆ ଜରିଆରେ ବହୁତ ଚେଷ୍ଟା କରିଥିଲେ । ପ୍ରଥମେ ସୁଶାନ୍ତଙ୍କ କେସକୁ ମୁମ୍ବାଇ ପୋଲିସ ତଦନ୍ତ କରୁଥିଲା ।

 

ହେଲେ ଏହି କେସକୁ ବନ୍ଦ କରିବା ପାଇଁ ପୋଲିସ ଚେଷ୍ଟା କରିଲା, ଯାହାଫଳରେ ସୁଶାନ୍ତଙ୍କ କେସକୁ CBI ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଏହି କେସରେ ମୁଖ୍ୟ ଭୂମିକାରେ ଅଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚୌଧରୀ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ସାମ୍ନାରେ ରଖିଲେ ରିୟାଙ୍କର ଭୂମିକା ଅଧିକ ଥିବାର ଜଣା ପଡିଛି ।

ଖବର ଅନୁସାରେ ଜଣ ପଡିଛି ଯେ, ସୁଶାନ୍ତଙ୍କ ହତ୍ୟା ପାଇଁ ଆମେରିକାରୁ ଟେସର ଗନ ଅଣା ଯାଇଥିଲା । ପ୍ରଥମେ ଏହି ଗନ ଦ୍ଵାରା ସୁଶାନ୍ତଙ୍କୁ ପାରାଲାଇଜ କରାଯାଇଥିଲା । ଏହା ପରେ ସୁଶାନ୍ତଙ୍କ ପାଦ ଗୋଇଠିକୁ ଭଙ୍ଗା ଯାଇଥିଲା ଶେଷରେ ତଣ୍ଟି ଚିପି ସୁଶାନ୍ତଙ୍କର ହତ୍ୟା କରା ଯାଇଥିଲା । ବନ୍ଧୁଗଣ ସୁଶାନ୍ତଙ୍କ ଓକିଲ ଏହି କଥାର ଖୁଲାସା କରିଛନ୍ତି । ଏହା ସହିତ ସୁଶାନ୍ତଙ୍କ କେସରେ ଥିବା ଡାକ୍ତର ମାନେ ମଧ୍ୟ ଏହାର ଖୁଲାସା କରିଛନ୍ତି ।

ବନ୍ଧୁଗଣ ସୁଶାନ୍ତଙ୍କୁ ପାରାଲାଇଜ କରିବା ପାଇଁ ଯେଉଁ ଟେସର ଗନ ବା ଷ୍ଟଣ୍ଟ ଗନର ବ୍ୟବହାର ହୋଇଥିଲା ସେହି ଗନରେ ୫୦ ହଜାର ଭୋଲ୍ଟର ବିଜୁଳି ଝଟକା ରହିଛି । ବନ୍ଧୁଗଣ ଏହି ଗନ ମାଧ୍ୟମରେ ସୁଶାନ୍ତଙ୍କୁ ପାରାଲାଇଜ କରା ଯାଇଥିଲା ଏହା ପରେ ସୁଶାନ୍ତଙ୍କର ହତ୍ୟା କରା ଯାଇଥିଲା । ସବୁ ସ୍ଥିତିକୁ ଅନୁଧ୍ୟାନ କରି CBI ମଧ୍ୟ କହିଛି କି ଏହା ଆତ୍ମହତ୍ୟା ନୁହେଁ ଏହା ସଂପୂର୍ଣ୍ଣ ରୂପେ ଏକ ହତ୍ୟା ଅଟେ ଓ ବହୁତ ଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ଦେବାର ପ୍ରତିଶୃତି ଦେଇଛି ।

ଆଶା ଅଛି ସୁଶାନ୍ତଙ୍କୁ ବହୁତ ଶୀଘ୍ର ନ୍ୟାୟ ମିଳିଯିବ । ଯଦି ଆପଣ ବି ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଞ୍ଚନ୍ତି ତେବେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *