Breaking News: ଅନଲକ ହେବ ଓଡିଶା, କିନ୍ତୁ ଖୋଲିବା ନାହିଁ ଏହି 3 ଜିଲ୍ଲା, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

ବନ୍ଧୁଗଣ ଆସନ୍ତା କାଲି ଅନଲକ ଗାଇଡଲାଇନ ଆସିବାକୁ ଯାଉଛି । ଗତ ଦୁଇ ମାସରୁ ଅଧିକ ଲକଡାଉନ ପ୍ରକ୍ରିୟା ଜାରି ରହିଛି । ରାଜ୍ୟରେ ଅନେକ ପ୍ରକାରର ଆର୍ଥିକ ସମସ୍ୟା ଦେଖା ଦେଉଛି । ବନ୍ଧୁଗଣ କରୋନା ମହାମାରୀ ପାଇଁ ଦେଶର ସ୍ଥିତି ବହୁତ ଜଟିଳ ରହିଛି ।

ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ମଧ୍ୟ ଦେଶର କେତେକ ରାଜ୍ୟରେ ଲକଡାଉନ ରହିଛି । ବନ୍ଧୁଗଣ ଆସନ୍ତା କାଲି ରାଜ୍ୟରେ ନୂଆ ଗାଇଡଲାଇନ ଆସିବାକୁ ଯାଉଛି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଆସିଛି ।

ଦ୍ଵିତୀୟ ଲହରଟି ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ହେଲେ ବର୍ତ୍ତମାନ କେତେକ ଲୋକ କରୋନାକୁ ବହୁତ ହାଲ୍କାରେ ନେଉଛନ୍ତି ବୋଲି ଜଣା ପଡୁଛି । ମିଡିଆ ରିପୋର୍ଟସ ମୁତାବକ ଓଡିଶାରେ ଲଗାତର ଦୁଇ ଦିନ ହେବ ୨୦୦୦ ତଳେ ରହୁଛି ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ହାରି କମିବାରେ ଲାଗିଛି ।

ଆସୁଥିବା ୧୬ ତାରିଖ ସଖାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସ୍ଥିତିକୁ ଆଖି ଆଗରେ ରଖିଲେ ଆଗାମୀ ସମୟରେ ଲକଡାଉନ କୋହଳ କରାଯାଇ ପାରେ ବୋଲି ଜଣା ପଡିଛି । ହେଲେ ବନ୍ଧୁଗଣ କଟକ, ପୁରୀ ଓ ଭୁବନେଶ୍ଵରର ସ୍ଥିତିରେ ସୁଧାର ଆସୁ ନାହିଁ ।

ଏହି ତିନୋଟି ଜିଲ୍ଲାରେ କଟକଣା ବଳବତ୍ତ ରହିବ ବୋଲି ଜଣା ପଡିଛି ହେଲେ ଏହି ତିନୋଟି ଜିଲ୍ଲାର ନାଇଟ କ-ର୍ଫ୍ଯୁ କ-ଟ-କ-ଣା କିଛି ମାତ୍ରାରେ କୋହଳ ହୋଇପାରେ । ସରକାର ଜିଲ୍ଲା ଗୁଡିକୁ କ୍ୟାଟାଗୋରୀ A ଓ Bରେ ପରିଣତ କରିଛନ୍ତି । A କ୍ୟାଟାଗୋରୀରେ ଥିବା ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମ ରହିଛି ।

ତେଣୁ ଆଉ ପାଞ୍ଚଟି ଜିଲ୍ଲା କ୍ୟାଟାଗୋରୀ Aକୁ ଯାଇପାରିବେ ବୋଲି ଜଣା ପଡିଛି । କ୍ୟାଟାଗୋରୀ Aରେ ଥିବା ଜିଲ୍ଲା ଗୁଡିକର କ-ଟ-କ-ଣା ଅଧିକ କୋହଳ ହୋଇପାରେ । ତା ହେଲେ ବନ୍ଧୁଗଣ ରାଜ୍ୟରେ ଲକଡାଉନ ହେବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *