Bollywood ର ଭାଇଜାନ Salman Khan ଙ୍କୁ ବହୁତ ଘୃଣା କରନ୍ତି ଏହି 4 ଅଭିନେତା, ନମ୍ବର 1 ଅଭିନେତା ଘରେ ଘରେ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ସଳମାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସଲମାନ ଏକ ଅଭିନେତା ହେବା ସହ ଏକ ସମାଜସେବକ ମଧ୍ୟ ଅଟନ୍ତି । ସଲମାନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ସଲମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତାଙ୍କ ଅଭିନୟ ଓ ଷ୍ଟାଇଲକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ । ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଦିଗଜ କଳାକାର ଅଛନ୍ତି ଯେଉଁ ମାନେ ସଳମାନ ଖାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଜିଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ସେହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ

ନାଗାର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଲୋକପ୍ରିୟ ଅଭିନେତା ନାଗାର୍ଜୁନ । ନାଗାର୍ଜୁନ ସାଉଥ ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ଗୋଟେ ସମୟରେ ନାଗାର୍ଜୁନ ବଲିଉଡ ଫିଲ୍ମରେ କମ କରୁଥିଲେ ହେଲେ ସେହି ସମୟରେ ସଲମାନ ଫିଲ୍ମ ମେକର୍ଷ ମାନଙ୍କୁ ନିଜ ଆଡକୁ ଆଣି ଫିଲ୍ମ କରିଥିଲେ ଯାହାଫଳରେ ନାଗାର୍ଜୁନଙ୍କ ହାତରୁ କଣ୍ଟ୍ରାକ୍ଟ ଚାଲି ଯାଇଥିଲା । ସେଥିପାଇଁ ନାଗାର୍ଜୁନ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ ।

ବିଜୟ ଦେବରକୋଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ବିଜୟ ଦେବରକୋଣ୍ଡା । ବିଜୟ ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ସଫଳତା ପାଇଛନ୍ତି । ବିଜୟ ମଧ୍ୟ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ ।

ବଲିଉଡ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ହୋଇଥାଏ ଓ ଏହି ନେପୋଟିଜିମ ପାଇଁ ସବୁଠାରୁ ବଡ ଭୂମିକା ସଲମାନ ଖାନଙ୍କର ରହିଥାଏ । ଏଥିପାଇଁ ବିଜୟ ତାଙ୍କୁ ପସନ୍ଦ କରନ୍ତି ନାହିଁ । କାରଣ ଯେଉଁ ମାନେ ସଂଘର୍ଷ କରି ବଲିଉଡରେ ସଫଳତା ପାଇବାକୁ ଚାହୁଁ ଛନ୍ତି ସେମାନେ ପଛରେ ରହିଯାଉଛନ୍ତି ଓ ଷ୍ଟାର କିଡ୍ସ ମାନେ ବିନା କଷ୍ଟରେ ଫିଲ୍ମରେ କାମ କରିବାର ମଉକା ପାଉଛନ୍ତି ।

ରାମ ଚରନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତା ରାମ ଚରନ । ବନ୍ଧୁଗଣ ରାମ ଚରନ ସାଉଥ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ରାମ ଚରନ ଏକ ବଲିଉଡ ଫିଲ୍ମ କରିଥିଲେ ସେହି ଫିଲ୍ମଟି ହେଉଛି ‘ଝଞ୍ଜିର’ । ଏହି ଫିଲ୍ମରେ ରାମଙ୍କର ଆବାଜକୁ ଡବିଙ୍ଗ କରଯାଇଥିଲା । ସେହି ସମୟରେ ସଲମାନ ଏକ ଇଣ୍ଟର୍ବ୍ୟୁରେ କହିଥିଲେ-‘କଣ ସାଉଥ କଳାକାର ମାନେ କେବେ ଭଲ ହିନ୍ଦୀ କହିପାରିବେ’ । ଏହି କଥା ପାଇଁ ରାମ ଚରନ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ ।

ୟଶ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ୟଶ । ୟଶ ‘କେଜିଏଫ’ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ୟଶ ମଧ୍ୟ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ । ସଲମାନ ବେଳେବେଳେ ସାଉଥ କଳାକାରଙ୍କ ବିଷୟରେ ନେ-ଗେ-ଟି-ଭ କଥା କୁହନ୍ତି । ଏହି କାରଣ ପାଇଁ ୟଶ ସଲମାନଙ୍କୁ ପସନ୍ଦ କରନ୍ତି ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *