CBI ର ବଡ ଖୁଲାସା, ରିୟା ଚକ୍ରବର୍ତୀ ର ସତ ସାମ୍ନା କୁ ଆଣିବା ପାଇଁ କଲେ ଏହି ପ୍ଲାନ

ସୁସାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଲୋକମାନେ ବହୁତ ଚେଷ୍ଟା କରିଥିଲେ । ପୂର୍ବରୁ ଏହି କେସର ତଦନ୍ତ ମୁମ୍ବାଇ ପୋଲିସ କରୁଥିଲା ହେଲେ ମୁମ୍ବାଇ ପୋଲିସ ଏହି କେସକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଲା । ହେଲେ ବର୍ତ୍ତମାନ ସୁପ୍ରିମ କୋର୍ଟର ଆଦେଶ ଅନୁଯାଇ ଏହି କେସର ତଦନ୍ତ ସିବିଆଇ କରୁଛି । ସିବିଆଇ ଆସିବା ପୂର୍ବରୁ ଏହି କେସରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ବନ୍ଧୁଗଣ ସିବିଆଇ ଏହି କେସ ସହ ଜଡିତ ସମସ୍ତ ସାକ୍ଷ ପ୍ରମାଣ ସହ ପଚରା ଉଚରା କରିଛି । ବର୍ତ୍ତମାନ ଏହା ପ୍ରମାଣ ହୋଇଯାଇଛି ଯେ, ସୁଶାନ୍ତଙ୍କର ହତ୍ୟା କରା ଯାଇଥିଲା ।

ଏହି କେସ ସହ ଜଡିତ ସବୁଠାରୁ ମୁଖ୍ୟ ବା ବଡ ଆରୋପି ରିୟା ଚକ୍ରବର୍ତ୍ତୀଙ୍କ ସହ ମଧ୍ୟ ବର୍ତ୍ତମାନ ସିବିଆଇ ପଚରା ଉଚରା କରୁଛି । ମୁଖ୍ୟ ଆରୋପିକୁ ଖୋଜିବା ପାଇଁ ସିବିଆଇ ଏକ ବଡ ପ୍ଳାନ ପ୍ରସ୍ତୁତ କରିଛି । ଆଜି ଆମେ ଆପଣଙ୍କୁ ଏହି ପ୍ଳାନ ବିସାୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପ୍ଳାନ ବିଷୟରେ ।

ପୂର୍ବରୁ ଏହି କେସ ସହ ଜଡିତ ସମସ୍ତ ଆରୋପି ସହ ସିବିଆଇ ଜଣେ ଜଣେ କରି ପଚରା ଉଚରା କରିଥିଲା । ଏହା ଦ୍ଵାରା ସମସ୍ତେ ଅନ୍ୟ ମାନଙ୍କ ଉପରେ ଆରୋପ ଲଗାଇ ଥିଲେ । ହେଲେ ବର୍ତ୍ତମାନ ସିବିଆଇ ଏକ ବଡ ପ୍ଳାନ କରିଛି । ତାହା ହେଉଛି ବର୍ତ୍ତମାନ ସିବିଆଇ ସମସ୍ତଙ୍କୁ ଗୋଟିଏ ଘରେ ଏକତ୍ର କରି ପଚରା ଉଚରା କରିଛି, ଯାହା ଦ୍ୱାରା ଏହି କେସ ସହ ଜଡିତ ସମସ୍ତ ଆରୋପି ବହୁତ ଖରାପ ଅବସ୍ଥାରେ ଫସିଯାଇଛନ୍ତି ।

ବର୍ତ୍ତମାନ ସିବିଆଇ ସମସ୍ତଙ୍କୁ ଏକତ୍ର କରି ପଚାରିବା ଦ୍ଵାରା ସମସ୍ତଙ୍କ ରହସ୍ୟ ବିଷୟରେ ଜଣା ପଡିଛି । ଏହା ସହିତ ଅନ୍ୟ ଏକ ବଡ ଖୁଲାସା ରିୟାଙ୍କ ଦ୍ଵାରା ଜଣା ପଡିଛି । ବନ୍ଧୁଗଣ ପୂର୍ବରୁ ଜଣା ପଡିଥିଲା ଯେ ରିୟା କେବଳ ଡ୍ରଗ୍ସର ବ୍ୟାପାର କରୁଥିଲେ ହେଲେ ବର୍ତ୍ତମାନ ଏହାର ପରଦାଫାସ ହୋଇଯାଇଛି ଯେ, ରିୟା ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିଲେ ।

ଏହା ସହିତ ଏହି କେସର ବଡ ଆରୋପି ସିଦ୍ଧାର୍ଥ ପିଠାନୀଙ୍କର ମଧ୍ୟ ଏକ ସତ ସାମ୍ନାକୁ ଆସିଛି, ତାହା ହେଉଛି ସିଦ୍ଧାର୍ଥ ପିଠନୀ ପ୍ରଥମେ ଗୋଟିଏ ବୟାନ ଦେଇଥିଲେ, ଦ୍ଵିତୀୟରେ ଅନ୍ୟ ଏକ ବୟାନ ଓ ତୃତୀୟ ଥର ସଂପୂର୍ଣ୍ଣ ଏକ ଅଲଗା ବୟାନ ଦେଇଛନ୍ତି । ଏହାର ଅର୍ଥ ହେଉଛି ସିଦ୍ଧାର୍ଥ ପିଠାନୀ ନିଜ ବୟାନକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି । ବର୍ତ୍ତମାନ ଏହି କେସର ଦୁଇଟି ବଡ ଆରୋପି ରିୟା ଚକ୍ରବର୍ତ୍ତୀ ଓ ସିଦ୍ଧାର୍ଥ ପିଠାନୀକୁ ସିବିଆଇ ଆମ୍ନାସାମ୍ନାକୁ ଆଣି ପଚରା ଉଚରା କରିବାକୁ ଯାଉଛି, ଯାହା ଦ୍ୱାରା ବହୁତ ରହସ୍ୟର ପରଦାଫାସ ହୋଇଯିବ । ରିୟାଙ୍କର ସତକୁ ଜାଣିବା ପାଇଁ ସିବିଆଇ ଏହି ବଡ ପ୍ଳାନ କରିଛି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *