ଓଡିଆ ଜୋକ୍ସ: ଚଉଠି ରାତି ରେ ସ୍ତ୍ରୀ ନିଜ କପଡା ଓଲ୍ହାଇ ନିଜ ସ୍ଵାମୀ ଆଡକୁ ତେରଛା ନଜରରେ ଚାହିଁ କହିଲା ଜଣା ଅଛି ନା, ଆଜି ତୁମକୁ କଣ କରିବାର ଅଛି ?

ବନ୍ଧୁଗଣ ବର୍ତ୍ତମାନର ଜୀବନରେ ପ୍ରାୟତଃ ସମସ୍ତ ମଣିଷ ଟେନସନରେ ରହୁଛନ୍ତି । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନଙ୍କ ମାଇଣ୍ଡ ଫ୍ରେଶ ହେଇଯିବ । ଏହି ଓଡିଆ ଜୋକ୍ସକୁ ପଢି ଆପଣମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସହରର ଲୋକମାନେ ୭ ଲକ୍ଷର କାର ସହିତ

ସେଲଫି ନେଇ ବହୁତ ଷ୍ଟାଇଲ ମାରନ୍ତି ।

ଆଉ ୧୨ ଲକ୍ଷ ଟଙ୍କାର ଟ୍ରାକ୍ଟର ତ ମଇଁଷିଙ୍କ

ଚାରା ଆଣିବା ପାଇଁ ରଖିଛନ୍ତି ଗାଁ ଲୋକମାନେ………

୨. ସିରିୟଲରେ ସବୁ ସ୍ଵାମୀମାନେ ବଡ ବଡ ବିଜନେସମ୍ୟାନ ହୋଇଥାନ୍ତି ।

ତଥାପି ଦିନ ସାରା ନିଜ ସ୍ତ୍ରୀଙ୍କ ଆଗ ପଛରେ ବୁଲୁଥାନ୍ତି ।

ତ ବିଜନେସ କିଏ ସମ୍ଭାଳନ୍ତି ।

୩. ସେ କହିଲା ମୋର ବାହାଘରରେ ଆସିବ ତ

ମୁଁ କହିଲି ଆରେ ପାଗେଳି

ମୁ ତ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ବି ଯାଇ ମାଗଣା ଖାଇ ଆସୁଛି

ତୁ ତ ପୁଣି କେବେ ନିଜର ଥିଲୁ ।

୪. ସେ କହିଲା ମୋର ବାହାଘରରେ ଆସିବ ତ

ମୁଁ କହିଲି ଆରେ ପାଗେଳି

ମୁ ତ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ବି ଯାଇ ମାଗଣା ଖାଇ ଆସୁଛି

ତୁ ତ ପୁଣି କେବେ ନିଜର ଥିଲୁ ।

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

୫. ବାପା ପୁଅକୁ ପଚାରିଲା

ଆଜି ସ୍କୁଲରୁ ଏତେ ଶୀଘ୍ର ଆସିଲୁ ?

ପୁଅ କହିଲା – ମୁଁ ହିଁ ଏମିତି ଏକ ଛାତ୍ର ଥିଲି

ଯିଏକି ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲି

ବାପା ପଚାରିଲେ ପ୍ରଶ୍ନ କଣ ଥିଲା ?

ପୁଅ କହିଲା ସ୍କୁଲରେ ନିଆଁ କିଏ ଲଗାଇଲା ? ?

୬. ୬୦ ବର୍ଷ ପରେ ପ୍ରେମ

ସ୍ତ୍ରୀ : ଆଜି ରାତିରେ ଘରେ କେହି ନାହାନ୍ତି

କେବଳ ଆମେ ଦୁଇ ଜଣ

ସ୍ୱାମୀ : ହଁ ଠିକ ଅଛି

ତେବେ ଆଜି ଖିଚିଡି ବନେଇ ଦିଅ….

ଝିଅ : ମୁଁ ତମ ପ୍ରେମରେ ଲୁଟି ଗଲି ବର୍ବାଦ ହୋଇଗଲି, ବଦନାମ ହୋଇଗଲି ।

ପପୁ : ପାଗେଳି ତାହାଲେ ମୁଁ କଣ ତୋ ପ୍ରେମରେ କଲେକ୍ଟର ହେଇଗଲି ମୁଁ ବି ତ ପକୋଡି ବିକୁଚି ।

୭. ଝିଅଟି ପୁଅକୁ କୁଣ୍ଢେଇ ନେଇ କାନରେ କହିଲା…

ଝିଅ- କିଛି ଏମିତି କୁହ କି ମୋ ଛାତି ଧକ ଧକ ହେବାକୁ ଲାଗିବ

ପୁଅ- ପଛରେ ତୋ ବାପା ଠିଆ ହେଇଛି, ଏମିତି ହିଁ ଚିପକି ରହ, ନହେଲେ ଧରା ପଡିବୁ !

୮. ଚଉଠି ରାତି ରେ ସ୍ତ୍ରୀ ନିଜ କପଡା ଓଲ୍ହାଇ

ନିଜ ସ୍ଵାମୀ ଆଡକୁ ତେରଛା ନଜରରେ ଚାହିଁ କହିଲା

ଜଣା ଅଛି ନା, ଆଜି ତୁମକୁ କଣ କରିବାର ଅଛି ?

ସ୍ଵାମୀ – ତୋର ପଛେ ଯାହା ହେଇଯାଉ ମୁଁ ଏତେ ରାତିରେ କପଡା ଧୋଇବିନି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *