ବ୍ରେନ ପାୱାର ବଢାଇବା ପାଇଁ ବହୁତ ସହଜ ଉପାୟ ! କମ୍ପୁଟର ମଧ୍ୟ ଆପଣଙ୍କ ସାମ୍ନାରେ ଫେଲ୍ ମାରିବ ! Home remedy

ବନ୍ଧୁଗଣ ଯେଉଁ ପିଲାର ସ୍ମରଣ ଶକ୍ତି କମ୍ ରହିଥାଏ । ସେହି ପିଲା ଯେତେ ପାଠ ପଢିଲେ ମଧ୍ୟ ତା’ ର ମନେ ରହିନଥାଏ । କୌଣସି କଥାକୁ ମଧ୍ୟ ଏତେ ସହଜରେ ବୁଝି ପାରିନଥାଏ । ଯାହା ଦ୍ଵାରା ସେହି ପିଲା ସବୁ କ୍ଷେତ୍ରରେ ପଛୁଆ ହୋଇଯାଇଥାନ୍ତି । ତେଣୁ ଯଦି ଆପଣ ବି ନିଜ ପିଲାର ମେମୋରୀ ପାୱାର ବଢାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏହି ଉପାୟକୁ ଟ୍ରାଏ ନିହାତି ଭାବେ କରିବାକୁ ପଡିବ । ଯାହା ଦ୍ଵାରା ପିଲାର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।

ତେବେ ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଗୋଟେ ନଡିଆର ଆବଶ୍ୟକତା ପଡିବ । କାରଣ ନଡିଆ ସ୍ମରଣ ଶକ୍ତି ବଢାଇବା ପାଇଁ ବହୁତ ପ୍ରଭାବଶାଳୀ ଅଟେ । ଆପଣ ପ୍ରସ୍ତୁତ କରିବାକୁ ଯାଉଥିବା ଉପଚାର ପାଇଁ 20 ଗ୍ରାମ ପାଖାପାଖି ନଡିଆର ଆବଶ୍ୟକ ପଡିବ । ତାପରେ ସେହି ନଡିଆକୁ ଆପଣ ଛୋଟ ଛୋଟ ପିସ୍ ରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ ।

ତେବେ ଏହି ରେମିଡି ପାଇଁ 4 ରୁ 5 ଟି ପିସ୍ତା ବାଦାମର ମଧ୍ୟ ଦରକାର ପଡିଥାଏ । ପିସ୍ତା ବାଦାମ ମେମୋରୀ ପାୱାରକୁ ଶକ୍ତିଶାଳୀ କରିବା ପାଇଁ ବହୁ ଅଧିକ ସାହାଜ୍ଯ କରିଥାଏ । ତେବେ ପିସ୍ତା ବାଦାମକୁ ମଧ୍ୟ ଟିକି ଟିକି ଖଣ୍ଡରେ କାଟି ଦିଅନ୍ତୁ । ତାପରେ ଆପଣ 1 ଟି ଅଖରୋଟ ଆଣି ତାହାକୁ ଛୋଟ ଛୋଟ ଖଣ୍ଡ କରନ୍ତୁ । ତାପରେ ସେଥିରେ ସ୍ଵାଦ ଅନୁସାରେ ମିଶ୍ରୀର ଆଡ୍ କରନ୍ତୁ । ତାପରେ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ ।

ତେବେ ଯେଉଁ ବ୍ୟକ୍ତି ନିଜର ସ୍ମରଣ ଶକ୍ତି ବଢାଇବାକୁ ଚାହୁଁଥିବ । କିମ୍ବା ଯେଉଁ ମାନେ ନିଜ ପିଲାର ସ୍ମରଣ ଶକ୍ତି ବଢାଇବା ପାଇଁ ଚାହୁଁଥାନ୍ତି । ଆପଣ ଏହିପରି ଭାବେ ରେମିଡିକୁ ପ୍ରସ୍ତୁତ କରି ତାହାକୁ ଚୋବାଇ ସେବନ କରନ୍ତୁ । ଏହାପରେ 1 ଗ୍ଳାସ କ୍ଷୀରର ମଧ୍ୟ ସେବନ କରନ୍ତୁ ।

ଏହି ଉପାୟକୁ ଆପଣ କୌଣସି ସମୟରେ ମଧ୍ୟ କରିକି ସେବନ କରିପାରିବେ । ଏହିପରି ଭାବେ ଏହି ଉପଚାରକୁ ପ୍ରସ୍ତୁତ କରି କିଛି ଦିନ ଖାଇବା ନିହାତି ଭାବେ ବ୍ରେନର ପାୱାର ବଢିଥାଏ । ସେହି ବ୍ୟକ୍ତିର ମେମୋରୀ ପାୱାର ଆଗ ଅପେକ୍ଷା ବହୁତ ଶକ୍ତିଶାଳୀ ହୋଇଥାଏ । ଯାହା ଦ୍ଵାରା ପିଲା ହେଉ ଅବା ବ୍ୟକ୍ତି କୌଣସି କଥାକୁ ବହୁତ ସହଜରେ ବୁଝିବା ସହ ତାକୁ ବହୁ ସମୟ ଧରି ମନେ ମଧ୍ୟ ରଖିପାରିବ ।

ତେବେ ବନ୍ଧୁଗଣ ଏହି ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ? ଆପଣଙ୍କର ମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହିତ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *