Bollywood ରେ ପୁଣି ଶୋକର ଛାୟା, ମାତ୍ର 29 ବର୍ଷ ବୟସରେ ଏହି ଫେମସ ହୀରୋଇନଙ୍କର ହେଲା ନିଧନ

ବଲିଉଡ ଆକ୍ଟ୍ରେସ ମିଷ୍ଟ୍ରି ମୁଖାର୍ଜୀ ଙ୍କର ନିଧନ ହୋଇ ଯାଇଛି । ଆକ୍ଟ୍ରେସ କିଛି ଫିଲ୍ମରେ କାମ କରିଥିଲେ । ଏହା ସହିତ ସେ କିଛି ଆଇଟମ ନମ୍ବର ବି କରିଛନ୍ତି । ମିଷ୍ଟ୍ରି ଙ୍କର ଅଚାନକ ନିଧନ ହୋଇଯିବାରୁ ତାଙ୍କର ଫ୍ୟାନ୍ସ ଓ ନିକଟ ସମ୍ବନ୍ଧୀୟ ବହୁତ ଚକିତ ଅଛନ୍ତି । ସେ କିଡନୀ ସମ୍ବନ୍ଧିତ ସମସ୍ୟା ଦେଇ ଗତି କରୁଥିଲେ ଓ ଚିକିତ୍ସିତ ମଧ୍ୟ ହେଉଥିଲେ ।

ସେ ଶୁକ୍ରବାର ଦିନ ରାତିରେ ବାଙ୍ଗାଲୁର ରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସୂଚନା ଅନୁସାରେ କିଡନୀ ଫେଲ ହେବାରୁ ତାଙ୍କର ନିଧନ ହୋଇଛି । ସେ ବହୁତ କଷ୍ଟରେ ଥିଲେ । ସେ ଇଣ୍ଡଷ୍ଟ୍ରି ରେ ହାରାହାରି ଏକ ଦଶକରୁ ସକ୍ରିୟ ଥିଲେ ।

ସେ ନିଜ ଫିଲ୍ମ କ୍ଯାରିୟର ର ଆରମ୍ଭ 2012 ରୁ ଫିଲ୍ମ ଲାଇଫ କି ତୋ ଲଗ ଗେୟୀ ରୁ ଆରମ୍ଭ କରିଥିଲେ । ଏହା ବ୍ଯତୀତ ସେ କିଛି ଫିଲ୍ମ ରେ ଓ ଆଇଟମ ନମ୍ବର ରେ ନଜର ଆସିଥିଲେ । କିନ୍ତୁ ତାଙ୍କୁ କୌଣସି ବଡ ପ୍ରୋଜେକ୍ଟ ରେ କାମ କରିବାକୁ ମିଳି ନଥିଲା ।

ଖବର ଅନୁସାରେ ସେ ଫିଲ୍ମ ରୁ ଅଧିକ କଣ୍ଟ୍ରୋଭର୍ସି କାରଣରୁ ଚର୍ଚ୍ଚାରେ ଥିଲେ । ମିଷ୍ଟି ମୁଖାର୍ଜୀ ଙ୍କ ଉପରେ ଅନେକ ଗମ୍ଭୀର ଆରୋପ ମଧ୍ୟ ଲାଗିଥିଲା । ଯେତେବେଳେ ତାଙ୍କ ଘରକୁ ସର୍ଚ କରାଗଲା ତ ସେଠାରୁ ଅନେକ ସାରା ସିଡି ଓ ଟେପ ମିଳିଥିଲା । ପୋଲିସ ତାଙ୍କୁ ହାଇ ପ୍ରୋଫାଇଲ ସେକ୍ସ ରାକେଟ ରେ ଧରିଥିଲେ ।

ଏମିତିକି ମିଷ୍ଟି ମୁଖାର୍ଜୀ ଙ୍କ ପରିବାର ବି ଏଥିରେ ଫସିଥିଲେ । ସେ ହିନ୍ଦୀ ଫିଲ୍ମ ବ୍ଯତୀତ ବଙ୍ଗାଳୀ ଫିଲ୍ମ ରେ ବି କାମ କରିଥିଲେ । ତାଙ୍କର ପରିବାରରେ ଏବେ ତାଙ୍କ ପ୍ୟାରେଣ୍ଟ୍ସ ଓ ତାଙ୍କ ଭାଇ ଅଛନ୍ତି । ମଲା ବେଳକୁ ତାଙ୍କୁ ମାତ୍ର 29 ବର୍ଷ ହୋଇଥିଲା ।

ଅନେକ ଷ୍ଟାର 2020 ରେ ଦୁନିଆ ଛାଡିଦେଲେ

କହି ଦେଉଛୁ କି ବର୍ଷ 2020 କାହା ପାଇଁ ମଧ୍ୟ ଭଲ ରହି ନାହିଁ । ଏହି 2020 ରେ ଲକଡାଉନ ସମୟରେ ଅନେକ ଷ୍ଟାର ଓ ସେଲିବ୍ରିଟି ଆମକୁ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି । ଏଥିରେ ଆଉ ଏକ ନୂଆ ନାମ ମିଷ୍ଟି ମୁଖାର୍ଜୀ ଙ୍କର ସାମିଲ ହୋଇ ଯାଇଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *