ଡ୍ରଗ୍ସ ମାମଲାରେ Bollywood ମହାନାୟକ ଅମିତାଭ ବଚ୍ଚନଙ୍କର ହେଲା ସବୁଠୁ ବଡ ପର୍ଦାଫାସ, ସାମ୍ନାକୁ ଆସିଲା ବଚ୍ଚନ ପରିବାରର ଅସଲ ଚେହେରା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସି ସାରିଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବଡ ଖୁଲାସା ବିଷୟରେ କହିବୁ ଯାହା ଫଳରେ ବଲିଉଡର ଲୋକପ୍ରିୟ ଅଭିନେତା ଅମିତାଭ ବଚନଙ୍କ ପାଇଁ ବହୁତ ବଡ ସମସ୍ୟା ଆସିବାକୁ ଯାଉଛି । ବନ୍ଧୁଗଣ ଅମିତାଭ ବଚନଙ୍କ ସ୍ତ୍ରୀ ଜୟା ବଚନ ମୁମ୍ବାଇରେ ଥିବା ଡ୍ରଗ୍ସ ମାଫିଆ ମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ସୁଶାନ୍ତ ସିଂହଙ୍କ ପରିବାର ଲୋକ ସୁଶାନ୍ତ ସିଂହଙ୍କ ପାଇଁ ୧ ବର୍ଷ ପୂର୍ବରୁ ସିକ୍ୟୁରୀଟି ରଖିବାର ଆବେଦନ କରିଥିଲେ । ଏହା ବ୍ୟତୀତ ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ନିଜେ ମଧ୍ୟ ସିକ୍ୟୋରୀଟି ରଖିବାର ନିର୍ଣ୍ଣୟ ନେଇଥିଲେ, ହେଲେ ସେତେବେଳେ ମଧ୍ୟ ସୁଶାନ୍ତଙ୍କୁ କୌଣସି ସିକ୍ୟୋରୀଟି ଦିଆଯାଇନଥିଲା । ଏହା ବ୍ଯତୀତ ଏହି କିଛି ଦିନ ହେବ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାବତଙ୍କ ଅଫିସକୁ ଭାଙ୍ଗିଥିଲା ବିଏମସି । ହେଲେ ସେହି ସମୟରେ କଙ୍ଗନାଙ୍କ ଅଫିସକୁ ବଞ୍ଚାଇବା ପାଇଁ କୌଣସି ସିକ୍ୟୋରୀଟି ଦିଆଯାଇନଥିଲା ।

ବନ୍ଧୁଗଣ ୮ ଜୁନରେ ଦିଶାଙ୍କ ମୃତ୍ୟୁ ପୂର୍ବରୁ ଦିଶା ପୋଲିସଙ୍କ ସହାୟତା ମାଗିଥିଲେ, ହେଲେ ତାଙ୍କୁ କୌଣସି ପ୍ରକାରର ସହାୟତା ଦିଆ ଯାଇନଥିଲା । ବନ୍ଧୁଗଣ ସମୟ ଥିବା ସମୟରେ ଯଦି ସୁଶାନ୍ତ ଓ ଦିଶାଙ୍କୁ ସିକ୍ୟୋରୀଟି କିମ୍ବା ପୋଲିସର ସହାୟତା ମିଳିଥାନ୍ତା ତାହେଲେ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇ ନଥାନ୍ତା । ହେଲେ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, ଅମିତାଭ ବଚନଙ୍କ ସ୍ତ୍ରୀ ଜୟା ବଚନଙ୍କ ପାଖରେ ସିକ୍ୟୋରୀଟି ଥାଇ ମଧ୍ୟ ତାଙ୍କୁ ମୁମ୍ବାଇ ପୋଲିସର ଆହୁରି ଅଧିକ ସିକ୍ୟୋରୀଟି ଦିଆଯାଇଛି ।

ଯେଉଁମାନଙ୍କୁ ସିକ୍ୟୋରୀଟିର ଆବଶ୍ୟକତା ଥିଲା ସେମାନଙ୍କୁ ଏହାର ସହାୟତା ମିଳିଲା ନାହିଁ, କିନ୍ତୁ ଯେଉଁମାନଙ୍କୁ ଏହାର ଆବଶ୍ୟକତା ନାହିଁ ସେମାନଙ୍କୁ କାହିଁକି ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ମୁମ୍ବାଇ ପୋଲିସ ମହାରାଷ୍ଟ୍ର ସରକାର ଓ ଡ୍ରଗ୍ସ ମାଫିଆ ମାନଙ୍କୁ ବଞ୍ଚାଇବା ପାଇଁ ଚାହୁଁଛି । ବର୍ତ୍ତମାନ ବହୁତ ବଡ ସମସ୍ୟାରେ ପଡିବାକୁ ଯାଉଛନ୍ତି ଭାରତୀୟ ଅଭିନେତା ଅମିତାଭ ବଚନ । କାରଣ ଅମିତାଭ ନିଜ ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ ଏପରି ସବୁ ଟ୍ଵିଟ କରିଛନ୍ତି, ଯାହାକୁ ଦେଖି ସମସ୍ତେ ବହୁତ ରାଗି ଯାଇଛନ୍ତି ।

ଅମିତାଭ ବଚନଙ୍କର ଏହି ଟ୍ଵିଟ ଦେଖି ସ୍ପଷ୍ଟ ଜଣା ପଡିଯାଉଛି ଯେ, ଅମିତାଭ ବଚନ ସୁଶାନ୍ତଙ୍କ ନ୍ୟାୟକୁ ବହୁତ ହାଲ୍କାରେ ନେଇଛନ୍ତି । ଅମିତାବ ବଚନଙ୍କ ଏକ ନେଗେଟିଭ ଟ୍ଵିଟ ର ଉତ୍ତର ଦେଇଛନ୍ତି ଶେଖର ସୁମନ । ସୁଶାନ୍ତଙ୍କର ଏହି ମାମଲାରେ ଲୋକସଭା ମଧ୍ୟ ପ୍ରଶ୍ନ କରିଛି । ଭାରତୀୟ ଜନତା ପାର୍ଟିର ସାଂସଦ ବା ଅଭିନେତା ରବି କିଶନ ଡ୍ରଗ୍ସର ମାମଲାକୁ ଲୋକସଭାରେ ଉଠାଇଥିଲେ ।

ଏହାର ପରଦିନରେ ଅଭିନେତା ଜୟା ବଚନ ବହୁତ ବଡ ଷ୍ଟେଟମେଣ୍ଟ ଦେଇଥିଲେ । ଜୟା ବଚନ କୌଣସି ଲୋକର ନାମ ନନେଇ ବଲିଉଡକୁ ବଦନାମ କରିବାର ଆରୋପ ଲଗାଇଥିଲେ । ଏହା ସହିତ ସେ କହିଥିଲେ ଜଣେ ଜଣେ ଲୋକ ଅଛନ୍ତି ଯେଉଁମାନେ ଯେଉଁ ଥାଳିରେ ଖାଇବେ ସେହି ଥାଳିକୁ ବଦନାମ କରିବେ । ଅର୍ଥାତ ବଲିଉଡ ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଟାର୍ଗେଟ କରି କହିଛନ୍ତି ଜୟା । ଜୟାଙ୍କର ଏହି ବୟାନ ରବି କିଶନ ଓ କଙ୍ଗନାଙ୍କ ପାଇଁ ଏକ ଶିକ୍ଷା ଥିଲା ।

ବନ୍ଧୁଗଣ ଏହି ଷ୍ଟାର ମାନେ ନିଜ କଷ୍ଟରେ ସଫଳତା ହାସଲ କରିଛନ୍ତି । ଜୟାଙ୍କର ଏହି ବୟାନ ପାଇଁ ତାଙ୍କ ପ୍ରତି ବହୁତ ସମସ୍ୟା ଆସିପାରେ ଜଣା ପଡିଛି । ଏହି ବୟାନ ଦେଇ ଜୟା ବହୁତ ବଡ ଭୁଲ କରିଛନ୍ତି, ଜୟାଙ୍କ ସହ ଅମିତାବ ବଚନ ମଧ୍ୟ ନିଜ ଟ୍ଵିଟ ମାଧ୍ୟମରେ ଯେଉଁସବୁ କଥା କହିଛନ୍ତି ତାଙ୍କୁ ମଧ୍ୟ ବହୁତ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ବର୍ତ୍ତମାନ ଅମିତାଭ ଙ୍କୁ ମଧ୍ୟ ଟ୍ରୋଲ କରା ଯାଉଛି ।  ଏହା ମଧ୍ୟରେ ଖବର ଆସୁଛି କି ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ କନେକ୍ସନ ସାମନାକୁ ଆସିବା ପରେ ରିୟା ଓ ସୋବିକ ଙ୍କ ସହିତ ବଲିଉଡ ର ଅନେକ ନାମୀ ଦାମୀ ଚେହେରାର ମୁଖା ଖୋଲି ଯାଇଛି ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *