ଯେତେବେଳେ ନିଜର ଅଜବ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ବେଜିତ ହେବାକୁ ପଡିଥିଲା Bollywood ର ଏହି 5 ଜଣ Actress ଙ୍କୁ….

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନଙ୍କ ଷ୍ଟାଇଲ ଓ ଡ୍ରେସିଙ୍ଗ ସେନ୍ସ ହେଉଛି ସବୁଠାରୁ ନିଆରା, ଯାହାକୁ ଅନ୍ୟ ଝିଅ ମାନେ କପି କରିବାକୁ ପଛେଇ ନଥାନ୍ତି । ହେଲେ ଏମିତି ବହୁତ ଥର ଏହି ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଜ ଡ୍ରେସ ପାଇଁ ଲୋକମାନଙ୍କ ଆଗରେ ଅପମାନର ଶିକାର ହେବାକୁ ପଡିଥାଏ । ଏମାନଙ୍କୁ ଡ୍ରେସ ଷ୍ଟାଇଲ ପାଇଁ ଏମାନେ ସବୁବେଳେ ଟ୍ରୋଲ ହୋଇଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଡ୍ରେସ ପାଇଁ ବହୁତ ଲୋକଙ୍କ ସାମ୍ନାରେ ଅପମାନର ଶିକାର ହୋଇଛନ୍ତି ଓ ଏହା ଦ୍ଵାରା ସେମାନଙ୍କୁ ବହୁତ ମାତ୍ରାରେ ଟ୍ରୋଲ ମଧ୍ୟ କରା ଯାଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ମଲାଇକା ଅରୋରା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ମଡେଲ ମଲାଇକା ଅରୋରାଙ୍କୁ ନିଶ୍ଚୟ ଜାଣିଥିବେ । ଏହି କିଛି ଦିନ ହେବ ମଲାଇକାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ମଲାଇକା ପୋଜ ଦେଉଥିବା ସମୟରେ ନିଜ ଡ୍ରେସ ପାଇଁ ଲୋକମାନଙ୍କର ଉପ୍ସ ମୁମେଣ୍ଟ ର ଶିକାର ହୋଇଥିଲେ, ଯାହା ଫଳରେ ମଲାଇକାଙ୍କୁ ସେହି ସମୟରେ ସେହି ଇଭେଣ୍ଟ ଛାଡି ଯିବାକୁ ପଡିଥିଲା ।

ନୋରା ଫତେହୀ

ନୋରା ଫତେହୀ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି । ଏହି କିଛି ମାସ ପୂର୍ବରୁ ନୋରାଙ୍କର ଏକ ଗୀତ ଆସିଥିଲା ‘ବଡା ପଛତାଓଗେ’ । ଲୋକମାନେ ଏହି ଗୀତକୁ ବହୁତ ପସନ୍ଦ କରିଥିଲେ । ଏହି ଗୀତର ଏକ ସଫଳତା ପାର୍ଟି ରଖା ଯାଇଥିଲା ଯେଉଁଠି ନୋରା ଓ ବିକି ଡ୍ୟାନ୍ସ କରୁଥିବା ସମୟରେ ନୋରା ଫ୍ରକ ଟାଇପ ଡ୍ରେସ ପିନ୍ଧିଥିଲେ, ଯାହାଫଳରେ ନୋରାଙ୍କୁ ଅନକନ୍ଫଟେବୁଲ ଫିଲ କରିଥିଲେ ଓ ସେ ତାଙ୍କୁ ଡ୍ରେସ ଧରି ନେଇ ଠିଆ ହୋଇଯାଇଥିଲେ । ଯାହା ପରେ ତାଙ୍କୁ ବହୁତ ମାତ୍ରାରେ ଟ୍ରୋଲ ହୋଇଥିଲେ ।

ଶିଲ୍ପା ସେଟ୍ଟୀ


ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନିଶ୍ଚୟ ଜାଣିଥିବେ । ଏହି କିଛି ଦିନ ହେବ ଶିଳ୍ପାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଶିଲ୍ପା ନିଜ ପରିବାର ସହ ୟୁରୋପ ଯାଇଥିଲେ ବୁଲିବା ପାଇଁ । ସେହି ଭିଡିଓରେ ଶିଲ୍ପା କୃସରେ ଠିଆ ହୋଇ ପବନର ମଜା ନେଉଥିଲେ, ଯାହାଫଳରେ ଶିଲ୍ପାଙ୍କ ଡ୍ରେସ ଉଡିଯାଇଥିଲା ଓ ସେ ଉପ୍ସ ମୁମେଣ୍ଟ ର ଶିକାର ହୋଇଥିଲେ । ସେହି ସମୟରେ ଶିଲ୍ପା ନିଜ ଡ୍ରେସକୁ ଧରି ନେଇଥିଲେ ।

ନେହା କକଡ

ନେହା କକଡ ହେଉଛନ୍ତି ଜଣେ ଭାରତୀୟ ସିଙ୍ଗର । ଏକ ସୋରେ ନେହା ଆଦିତ୍ୟ ନାରାୟଣଙ୍କୁ ଡ୍ୟାନ୍ସ ଚ୍ୟାଲେଞ୍ଜ ଦେଇ ଡ୍ୟାନ୍ସ କରିବାକୁ ଲାଗିଥିଲେ । ସେହି ସମୟରେ ନେହା ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ ଓ ପଡି ଯାଇଥିଲେ । ସେହି ସମୟରେ ଆଦିତ୍ୟ ନେହାଙ୍କୁ ଉଠାଇ ଥିଲେ ହେଲେ ସେହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହୋଇଥିଲା ।

ପ୍ରିୟଙ୍କା ଚୋପଡା

ବଲିଉଡ ଫିଲ୍ମ ଛଡା ପ୍ରିୟଙ୍କା ହଲିଉଡରେ ମଧ୍ୟ ସଫଳତା ପାଇସାରିଛନ୍ତି । ଏହି କିଛି ଦିନ ହେବ ଗ୍ରାମୀ ଆୱାର୍ଡରେ ପ୍ରିୟଙ୍କା ନିଜ ସ୍ଵାମୀ ନିକ ଜୋନସଙ୍କ ସହ ଆସିଥିଲେ । ସେହି ଫଙ୍କସନରେ ପ୍ରିୟଙ୍କା ଏକ ହ୍ଵାଇଟ ଗାଉନ ଟାଇପ ଡ୍ରେସ ପିନ୍ଧିଥିଲେ ଯାହାର ନେକ ନାଭି ପର୍ଯ୍ୟନ୍ତ ଥିଲା, ଏହି ଡ୍ରେସ ପାଇଁ ବିଦେଶରେ ପ୍ରିୟଙ୍କା ଚର୍ଚ୍ଚାରେ ଥିଲାବେଳେ ଭାରତରେ ବହୁତ ମାତ୍ରାରେ ପ୍ରିୟଙ୍କାଙ୍କୁ ଟ୍ରୋଲ କରଯାଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *