‘ବିଶ୍ଵାସ ନ ହେଲେ ବି ସତ, ଡାଇନିଂ ଟେବୁଲରୁ ଆମ୍ବ ନେଇ ଖାଇଲେ ଶ୍ରୀକୃଷ୍ଣ, ଡାକିଲେ ମା’… ମା’…’ ମହିଳା ଜଣକ କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହଠାତ ଠାକୁର ଘରୁ ଆବିର୍ଭାବ ହେଲେ ପ୍ରଭୁ ଶ୍ରୀକୃଷ୍ଣ, ପାଚିଆରୁ ଆମ୍ଭ ନେଲେ ଏବଂ ଠାକୁର ଘରେ ବସି ଆମ୍ବ ଖାଉଛନ୍ତି । ଏବଂ ଆମ୍ବ ଖାଇବାର ଦେଖାଇବା ପାଇଁ ଘରେ ମା’ ମା’ ବୋଲି ଡାକିଲେ । ଯେତେବେଳେ ମା’ ଆସି କବାଟ ଖୋଲିଲେ ସେତେବେଳେ ପ୍ରଭୁ ଆମ୍ବ ଖାଉଛନ୍ତି । ତେବେ ଘରର ମାଲିକାଣୀ କହିଛନ୍ତି ଯେ ସେ ସକାଳୁ ଉଠି ନିଜର ନିତ୍ୟକର୍ମ କରୁଥିଲେ ।

ସେହି ସମୟରେ ମା’ ମା ବୋଲି ପାଟି ଶୁଭିଥିଲା ଏବଂ ସେ ସେହିସମୟରେ ଠାକୁର ଘର ଖୋଲି ଦେଖିଥିଲେ ସେଠାରେ ପ୍ରଭୁ ଶ୍ରୀକୃଷ୍ଣ ତଳେ ବସିଛନ୍ତି ଏବଂ ଆମ୍ବ ଖାଉଛନ୍ତି । ମହିଳା ଜଣକ ଭାବୁକ ହୋଇ କହିଛନ୍ତି ଯେ ମୁଁ ସକାଳ ୫ ଟାରେ ଉଠିଥିଲି ଏବଂ ୫ ରୁ କାମ ମଧ୍ୟ ଆରମ୍ଭ କରିଥିଲି । ଏହାପରେ ମୁଁ ଶୁଣିଲି ମତେ ମା’ ମା’ କିଏ ଡାକୁଛି । ତେବେ ମହିଳା ଜଣଙ୍କ ଭାବିଲେ ଯେ ମୋ ପୁଅଝିଅ ମତେ ଡାକୁଛନ୍ତି । ମାତ୍ର ସେ ତାଙ୍କ ପାଖକୁ ଗଲା ସମୟରେ ଉଭୟ ଶୋଇଛନ୍ତି ।

ଏହାପରେ ଠାକୁର ଘର ସାଇଡରେ ଯେତେବେଳେ ପାରିବ କାଟିବାକୁ ବସିଲେ ସେତେବେଳେ ସେଠାରେ ମା’ ବୋଲି ଡାକିବାର ଶବ୍ଦ ଶୁଣାଗଲା । ଏହାପରେ ଠାକୁର ଘରର କବାଟ ଖୋଲିଲା ପରେ ଠାକୁର ସେଠାରେ ଆମ୍ବ ଖାଉଛନ୍ତି । ଏବଂ ମହିଳା ଜଣକ ସେଠାରେ ଭାବୁକ ହୋଇଗଲେ, ସେ ମନେ ମନେ ଭାବିଲେ ଯେ ମୋ ଠାକୁର ମତେ ଆଜି ମା’ ବୋଲି ଡାକିଛନ୍ତି । ସେତେବେଳକୁ ସେ ଖାଉଛନ୍ତି, ଏବଂ ପ୍ରଭୁ କହିବାକୁ ଚାହୁଁଥିଲେ ଯେ ମା’ ମୁଁ ଆମ୍ବ ଖାଉଛି ତୁ ଦେଖେ ।

ଏବଂ ସେହି ଆମ୍ବ ଡାଇନିଂରେ ଥୁଆ ହୋଇଥିଲା ଏବଂ ସେଠାରୁ ସେ ଆଣିକରି ଖାଇଛନ୍ତି । ଆଗରୁ କେବେ କିଛି ସ୍ଵପ୍ନାଦେଶ ଦେଇନାହାଁନ୍ତି କି କେବେ କିଛି କହିନାହାଁନ୍ତି । ମାତ୍ର ସକାଳେ ଯେତେବେଳେ ଠାକୁର ଘରେ ମା’ ମା’ ଆବାଜ ହେଲା ମହିଳା କହିଲେ ଯେ ଠାକୁର ଘରେ କେଉଁ ପିଲା ଡାକୁଛି ?

ଏହାପରେ କବାଟ ଖୋଲିଲା ବେଳକୁ ଏହି ନିଆରା ତଥା ଚମତ୍କାରୀ ଦୃଶ୍ୟ ଦେଖିବାକୁ ପାଇଲେ । ମାତ୍ର କଳିଯୁଗରେ ବହୁତ ଲୋକେ ଏହାକୁ ବିଶ୍ଵାସ କରୁନାହାଁନ୍ତି କିନ୍ତୁ ମହିଳା ଜଣକ କହିଛନ୍ତି ଯେ ମୁଁ ବିଶ୍ଵାସ କରୁଛି କାରଣ ମୁଁ ନିଜ ସ୍ଵଚକ୍ଷୁରେ ଦେଖିବାକୁ ପାଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *