ବିଶ୍ଵର ସବୁଠାରୁ ଦାମି ଭିକାରୀ, ମାସିକ ରୋଜଗାର ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଏବେ ବି ଭିକ ମାଗୁଛନ୍ତି !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆପଣମାନେ ରାସ୍ତା କଢରେ ଭିକାରି ବସିଥିବା ଦେଖନ୍ତି ମାତ୍ର କେବେ ଦାମୀ ଭିକାରିଙ୍କ କଥା ଶୁଣିଛ । ହଁ ଦର୍ଶକବନ୍ଧୁ ବିଶ୍ଵର ଏହି ହେଉଛନ୍ତି ସବୁଠାରୁ ଧନୀ ଭିକାରୀ ଯିଏ କି ମାସକୁ 70 ହଜାର ଟଙ୍କା ରୋଜଗାର କରନ୍ତି । ଶୁଣିବାକୁ ଅବିଶ୍ଵାସନୀୟ ଲାଗୁଥିଲେ ବି ଏହା ଏକଦାମ ସତ୍ୟ ଅଟେ । ସୂଚନା ଅନୁସାରେ ମୁମ୍ଭାଇରେ ରହୁଥିବା ଭରତିୟ ଜୋନଙ୍କ ସମତ୍ତି ହେଉଛି 7.7 କୋଟି ଟଙ୍କା ।

ଭରତଙ୍କର ପିଲାବେଳେ ମାବାପାଙ୍କ ବିୟୋଗ ଘଟିଲା ପରେ ସେ ତାଙ୍କ ପାଠପଢା ବନ୍ଦ କରି ଭିକ ମାଗିବା ଆରମ୍ଭ କରିଥିଲେ । ଦିନସାରା ଭିକମାଗି ସେ ନିଜ ପେଟ ପୋଷୁଥିଲେ । ଆମ ଭାବୁ ଯେ ଭିକାରୀ କେମିତି ବଞ୍ଚିବ ବା ତାଙ୍କୁ ମୁଠାଏ ଖାଇବାକୁ ମିଳିନଥିବା କିନ୍ତୁ ମୁମ୍ଭାଇରେ ଏଭଳି ଏକ ଭିକାରୀ ରୁହନ୍ତି ଯାହାଙ୍କ ମାସିକ ଦରମା 70 ହଜାର । ଭରତଙ୍କର ନିଜ ପ୍ଲାଟ ରହିଛି ଯେଉଁଠି ସେ ତାଙ୍କ ଦୁଇଟି ପୁଅ ସନ୍ତାନ ଓ ସ୍ତ୍ରୀଙ୍କୁ ନେଇକି ରୁହନ୍ତି ।

ଏହି ପ୍ଲାଟର ଦାମ୍ 2 କୋଟି ତେଣୁ ଭରତଙ୍କୁ ବିଶ୍ଵର ଦାମୀ ଭିକାରୀ କୁହନ୍ତି । ସାନ ବେଳେ ଯେଉଁ ପରିସ୍ଥିତି ପାଇଁ ସେ ପାଠପଢା ବନ୍ଦ କରି ଭିକମାଗିବା ଆରମ୍ଭ କରିଥିଲେ । ତାଙ୍କ ପୁଅଙ୍କ ପରିସ୍ଥିତି ସେହିଭଳି ନ ହୁଏ ତେଣୁ ସେ ଭିକ ମାଗି ଏତେ ଟଙ୍କା ରୋଜଗାର କରିଛନ୍ତି ଯଥା ଭରତଙ୍କ ପୁଅମାନେ ଇଂରାଜୀ ବିଦ୍ୟାଳୟରେ ପାଠପଢନ୍ତି ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି ।

ସେ ନିଜକୁ ଧନ୍ୟ ମନେ କରନ୍ତି ଯେ ତାଙ୍କ ପୁଅମାନେ ପାଠପଢୁଛନ୍ତି । ଭରତ ଏତେ ଧନୀ ହେବା ପରେ ମଧ୍ୟ ଭିକ ମାଗିବା ଛାଡିନାହାଁନ୍ତି । ଆଜିକା ଯୁଗରେ  ଭିକାରୀମାନେ ଅତ୍ୟାଧୁନିକ ଯନ୍ତ୍ର ଯଥା ଲାପଟାପ୍ ଓ ଫୋନ ବ୍ୟବହାର କରି ମଧ୍ୟ ରୋଜଗାର କରୁଥିବା ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆରେ ଭିକାରୀ ମାନେ ଫୋନରେ ଟଙ୍କାକୁ ଗ୍ରହଣ କରିଥାନ୍ତି ।

ତେବେ ଆଜିକାଲିରେ ସରକାରୀ ଓ ବେସରକାରୀ କର୍ମଚାରିମାନଙ୍କ ଅପେକ୍ଷା ଭିକାରୀମାନେ ଅଧିକ ରୋଜଗାର କରୁଛନ୍ତି । ତହି ମଧ୍ୟରୁ ଭରତ ଦାମୀ ଭିକାରୀ ଅଟନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *