ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପ୍ରଭୁ ଜଗନ୍ନାଥ ଦେଲେ ସଂକେତ ,ଧରାପଡିଲେ ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ । ହଁ ଦର୍ଶକବନ୍ଧୁ ମହାପ୍ରଭୁ ଅଚେତନନ୍ଦ ମାଳିକାରେ ବର୍ଣ୍ଣନା କରିଥିଲେ କି ସୃଷ୍ଟି ଧ୍ଵଂସ ହେବା ପୂର୍ବରୁ ସମସ୍ତକୁ ସୂଚନା ମିଳିଯିବ । ବାଇଶି ପାହାଡରେ ପାଣି ଆସିବ ଓ ଶ୍ରୀ ମନ୍ଦିର ବୁଢିଯିବ । ତେବେ ଏହା ଅକ୍ଷର ଅକ୍ଷର ପୂରଣ ହେବାକୁ ଯାଉଛି ଏବଂ ବାଇଶି ପାହାଡରେ ପାଣି ଓ ମୀନର ଦର୍ଶନ ଦେଖିବାକୁ ମିଳୁଛି ।
ଆପଣମାନେ ଦେଖିପାରୁଥିବେ କି କିଭଳି ପୁରୀବେଳା ଭୂମିରେ ଶିବଳିଙ୍ଗ ଭାସୁଛି । ପୁରୀର ଲାଇଷ୍ଟ ହାଉସ୍ ନିକଟରେ ଶିବଲୀଙ୍ଗ ଭାସୁଥିବା ଦେଖିବାକୁ ମିଳିଥିବା ଏବଂ କେତେକ ଲୋକେ ତାହାକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ ଲୋକମାନଙ୍କର କହିବା ଅନୁସାରେ ବାହାନଗା ଟ୍ରେନ୍ ଦୁର୍ଘଟଣା ପଛରେ ଥିବା ଦୁର୍ବୁତ୍ତ ମାନଙ୍କୁ ଧରାଇବା ପାଇଁ ମହାପ୍ରଭୁ ସ୍ଵୟଂ ଧରାପୁଷ୍ଟ କୁ ଅବତରଣ କରିଛନ୍ତି ।
ତେଣୁ ସେହି ପାପୀମାନେ ଧରାପଡିଲେ କାରଣ ବାହାନଗା ଟ୍ରେନ୍ ଦୁର୍ଘଟଣା ସାମାନ୍ୟ ଘଟଣା ନ ଥିଲା । ଏହାକୁ ଲୋକେ ଏବେ ବି ଭୁଲିପାରୁ ନାହାଁନ୍ତି କେତେକ ଲୋକମାନଙ୍କ ଠାରୁ ସେ ବାପା,ମା ,ପୁଅ ଓ ପିତାଙ୍କୁ ଛଡାଇ ନେଇଛି । ତେବେ କଣ ତିନି ଟ୍ରେନ ଏଭଳି ଧକା ହେଇଯିବ । ଜନସାଧାରଣ ଦାବି କରିଥିଲେ ଯେ କାହା ଭୁଲ ପାଇଁ ଏତେ ବଡ ଦୁର୍ଘଟଣା ଘଟିଛି । ଅବି ବି କେତେକ ଲୋକେ ନିଜ ଅଭିଭାବକମାନଙ୍କ ସୂଚନା ପାଇଁ ପାରୁନାହାଁନ୍ତି ।
ସେହି ଘଟଣା 300 ଶହ ଲୋକମାନଙ୍କ ଜୀବନକୁ ଅକାଳରେ ନେଇଯାଇଥିଲା ଓ 900 ଶହ ଲୋକଙ୍କୁ ଗୁରୁତର ଆଘାତ କରିଥିଲା । ତେବେ ଲୋକେ କହୁଛନ୍ତି କି ମହାପ୍ରଭୁ ଶିବଲୀଙ୍ଗ ପୁରୀ ସମୁଦ୍ରରେ ଭାସି ଆସିଛି ତେଣୁ କରି ଗତକାଲି CBI ବାହାନଗା ଟ୍ରେନ ଦୁର୍ଘଟଣାର ଅଭିଯୁକ୍ତମାନଙ୍କୁ ଧରିପାଇଲେ ।
ସୂଚନା ମୁତାବକ ସିନିୟର ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଓ ସିଗନାଲ ଇଞ୍ଜିନିୟର ଆମିର ଖାଁ ଓ ଟେକନିସିୟନ ପପୁ ନାୟକ ସେମାନଙ୍କ ଠାରେ ଲାଗିଛି 304 ଓ 205 ଧାରା । କର୍ତ୍ତବ୍ୟର ଅବହେଳା ଯୋଗୁଁ ତାଙ୍କୁ ମିଳିପାରେ ଆଜୀବନ କାରାଦଣ୍ଡ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।