କାବୁଲ ଉପରେ ତାଲିବାନର କବ୍ଜା ପରେ ବିମାନ ଚକ ରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି, କିନ୍ତୁ ଖସି ପଡିଲେ ତଳକୁ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ସବୁଆଡେ କେବଳ ଆଫଗାନିସ୍ତାନ ର ଚର୍ଚ୍ଚା ଚାଲିଛି । ଦିନ କୁ ଦିନ ଦୟନୀୟ ହେବାରେ ଲାଗିଛି ତାଙ୍କ ଅବସ୍ଥା । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କ-ବ-ଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଙ୍କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି ।

ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ରୁ ଅଧିକ ପ୍ରାଦେଶିକ ରାଜଧାନୀ ଦଖଲ କରି ସରିଛି ତାଲିବାନ । ଆଫଗାନିସ୍ତାନ ର ଅନେକ ସହର କୁ କ-ବ-ଜା କରି ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ହ-ତ୍ୟା ମଧ୍ୟ କରୁଛନ୍ତି । ତେବେ ଭାରତ ଏବଂ ଆମେରିକା ର ସୌନ୍ୟ ମାନେ ମଧ୍ୟ ନିଜ ଦେଶ କୁ ଫେରି ଆସିଛନ୍ତି । ତେବେ ବର୍ତ୍ତମାନ ଆଫଗାନିସ୍ତାନ ଏକଦମ ହତାଶ ଏବଂ ବିବସ ହୋଇ ପଡିଛି ।

ତେବେ ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ ତାଲିବାନ ମାନେ ଆଜି ଚାରି ପଟୁ ଘେରାଉ କରି ସରକାର କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ କହିଥିଲେ । ତେବେ ସେଠାକାର ସରକାର କାବୁଲ ତାଲିବାନ ର ଶି-କା-ର ହେବ ନାହିଁ ତେଣୁ ସେମାନେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ । ତେବେ ତାଲିବାନ ର କାବୁଲ କୁ କ-ବ-ଜା କରିବା ପରେ ସେଠାକାର ଲୋକମାନେ ଭ-ୟ-ବି-ତ ଏବଂ ଆ-ତ-ଙ୍କି-ତ ହୋଇ ପଡିଛନ୍ତି । ସେଠାରେ ବାସ କରୁଥିବା ଲୋକମାନେ ନିଜ ସହର ଛାଡି ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପଡିଛନ୍ତି ।

ତେବେ ସହର ଛାଡ଼ି ଯିବା ପାଇଁ ସେମାନେ କାବୁଲ ଏୟାରପୋର୍ଟ ରେ ଲୋକମାନେ ଫ୍ଲାଇଟ ଧରିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଏୟାରପୋର୍ଟ ରେ ଏତେ ଅଧିକ ମାତ୍ର ରେ ଭିଡ଼ ଏବଂ ଫ୍ଲାଇଟ ରେ ଚଢ଼ିବା ପାଇଁ ଧ-ସ୍ତା-ଧ-ସ୍ତି ମଧ୍ୟ ହେଉଛି । ତେବେ କିଛି ଲୋକ ଫ୍ଲାଇଟ ରେ ଚଢ଼ିବା ପାଇଁ ପ୍ରୟାସ କରୁଥିବା ବେଳେ ଆ-ହ-ତ ମଧ୍ୟ ହୋଇଥିଲେ । ତେବେ କିଛି ଲୋକ ଆଉ ଏକ ଫ୍ଲାଇଟ ର ଅପେଖା କରୁଛନ୍ତି ।

ତେବେ ଏହି ଭିତରେ ଦୁଇଜଣ ଆଫଗାନିସ୍ତାନ ର ଲୋକ ତାଲିବାନ ଙ୍କ ଠାରୁ ବଞ୍ଚିବା ଚକର ରେ ବିମାନ ରେ ସ୍ଥାନ ନ ପାଇ ବିମାନ ଉପରେ ଝୁଲି ଅନ୍ୟ ସହର କୁ ଯିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଦୁ-ର୍ଭା-ଗ୍ୟ ବଶତଃ ଦୁଇଜଣ ବିମାନ ର ତୀବ୍ର ଗତି ଯୋଗୁଁ ନିଜର ଭାରସାମ୍ୟ ହରାଇ ଉଡ଼ନ୍ତା ବିମାନ ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ତେବେ ଏହି ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା । ତେବେ ତାଲିବାନ ର ଭୟ ଯୋଗୁଁ ଆଫଗାନିସ୍ତାନ ର ଲୋକ ମାନେ ବହୁତ ଭୟବିତ ଏବଂ ହଇରାଣ ମଧ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *