ନିଜ ପତ୍ନୀଙ୍କ ସହ ରୋମାଣ୍ଟିକ ଡ୍ୟାନ୍ସ କଲେ ଓଡିଆ କମେଡିଆନ Gudu, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଗୁଡୁ । ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଅନେକ ଓଡିଆ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୁଡୁ ହେଉଛନ୍ତି ଏକ ହାସ୍ୟ ଅଭିନେତା ଓ ସେ ବହୁତ ଭଲ ଅଭିନୟ କରନ୍ତି । ତାଙ୍କ କମେଡିକୁ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ଦିନ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଓଡିଆ କମେଡିଆନ ଗୁଡୁ ପ୍ରିୟାଙ୍କା ନାମକ ଏକ ଯୁବତୀଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣ ପ୍ରଥମେ ସୋ-ସି-ଆ-ଲ ମି-ଡି-ଆ-ରେ ପରସ୍ପର ସହ କଥା ବାର୍ତ୍ତା ହୋଇଥିଲେ ଓ ପରସ୍ପରକୁ ମନ ଦେଇ ବସିଥିଲେ । କିଛି ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଏହି ଦୁଇଜଣ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଗୁଡୁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଆକ୍ଟିଭ ରୁହନ୍ତି ଓ ଆସିବା ଦିନରୁ ନୂଆ ନୂଆ ଫଟୋ ଏବଂ ଭି-ଡି-ଓ ସେ-ୟା-ର କରନ୍ତି । ଗତ କିଛି ସମୟ ହେବ ଗୁଡୁ ଓ ତାଙ୍କ ପତ୍ନୀ ପ୍ରିୟାଙ୍କାଙ୍କ କିଛି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ଉଭୟ ଗୁଡୁ ଓ ପ୍ରିୟାଙ୍କା ‘ହେଲା କି ପ୍ରେମ’ ଗୀତରେ ନାଚୁ ଥିବାର ନଜର ଆସୁଛନ୍ତି ।

ଦୁଇଜଣ ବହୁତ ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଗୁଡୁ ଏହି ଭି-ଡି-ଓରେ ଏକ ନାଲି ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଓ ପ୍ରିୟାଙ୍କା ମଧ୍ୟ ଏକ ନାଲି ରଙ୍ଗର ଶାଢୀ ପିନ୍ଧି ଛନ୍ତି । ଏହି ଦୁଇଜଣଙ୍କର ଯୋଡିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *