ଆଶ୍ଚର୍ଯ୍ୟ !ବାଇକରେ ବସି ବୁଲୁଛି ବଳଦ…ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ, ଆଜିକାଲି ଜମାନାରେ କୁକୁର ଧରି ଗାଡିରେ ବୁଲିବା ବହୁତ ବଡ ସଉକ ହୋଇସାରିଥିବା ବେଳେ ସାମ୍ନାକୁ ଆସିଛି ଏକ ଭିନ୍ନ ଦୃଶ୍ୟ । କୌଣସି ଛୋଟମୋଟ ପଶୁ ନୁହେଁ ବରଂ ବଳଦ ଭଳି ବଡ ପଶୁଟିକୁ ନିଜ ବାଇକ ପଛରେ ବସାଇ ଯୁବକ ଜଣଙ୍କ ବୁଲୁଛନ୍ତି । ସତରେ ଏହା ବହୁତ ଚକିତ ଖବରଟିଏ ଅଟେ । କିନ୍ତୁ ଏହା ସମ୍ବନ୍ଧୀୟ କଣ ରହିଛି ସମ୍ପୂର୍ଣ ଖବର ତାହାକୁ ଜାଣିବା ପାଇଁ ଜିଜ୍ଞାସା ନିହାତି ଭାବରେ ବଢୁଥିବ ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ସୋସିଆଲ ମିଡିଆରେ ଜଣେ ଯୁବକ ବଳଦକୁ ନିଜ ବାଇକ ପଛରେ ନେଉଥିବାର ଏକ ଭିଡିଓ ଖୁବ ଭାଇରାଲ ହେଉଛି । ତେବେ ଏହା ଏକ ପୁରୁଣା ଭିଡିଓ ଅଟେ ଅର୍ଥାତ ଆଗରୁ ମଧ୍ୟ ଏହା ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଭିଡିଓଟି ପୁଣି ଥରେ ଲୋକମାନେ ପସନ୍ଦ କରିବା ସହ ପୁଣି ଥରେ ଭାଇରାଲ ହେବାରେ ଲାଗିଛି ।

ସେହି ଭିଡିଓରେ ଦେଖିବା ପାଇଁ ମିଳିଛି କି ବ୍ୟକ୍ତି ଜଣଙ୍କ ବେସ ଆରମରେ ବଳଦକୁ ପଛରେ ବସାଇ ଗାଡି ଚଳାଉଛନ୍ତି । ଏବଂ ବଳଦ ମଧ୍ୟ ବେସ ଆରମରେ ଏତେ ବଡ ପଶୁଟିଏ ହୋଇ ମଧ୍ୟ ଶାନ୍ତ ଭାବରେ ବାଇକ ରାଇଡର ମଜା ଉଠାଇ ଥିବାର ନଜର ଆସିଛି । ବ୍ୟକ୍ତି ଜଣଙ୍କ ବଳଦଟିକୁ ଦଉଡିରେ ଭଲ ଭାବରେ ନିଜ ବାଇକରେ ବାନ୍ଧି ଦେଇଛନ୍ତି ଜେଭଳି ସେ ବାଇକରୁ ପଡିବ ନାହିଁ ।

ଆଉ ଏହା ସହିତ ଖୁବ ଆନନ୍ଦର ସହ ଉଭୟ ବାଇକରେ ମଜାରେ ଯାଉଥିବାର ଦୃଶ୍ୟ ଭାଇରାଲ ହେଉଛି । ଏହି ଦୃଶ୍ୟକୁ ଜଣେ କାର ଚାଳକ କଏଦ କରିଛନ୍ତି ବ୍ୟକ୍ତି ଜଣଙ୍କୁ ଏହା ଜଣା ମଧ୍ୟ ନଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପାଖରେ ପହଞ୍ଚିଥିବା ନିଶ୍ଚିନ୍ତ । ଏହି ଦୃଶ୍ୟକୁ ଦେଖିବା ପରେ ଆପଣ ଉଭୟ ବଳଦ ଏବଂ ବ୍ୟକ୍ତିଙ୍କ ମୁହଁରେ ଜାଣିପାରିବେ ନାହିଁ କି କେହି ଅସନ୍ତୁଷ୍ଟ ଅଛନ୍ତି ।

ଉଭୟ ବେସ ମଜା ଉଠାଇଛନ୍ତି ଗାଡିରେ ବସି । ସତେ ଯେମିତି ଲାଗୁଛି ସହର ବଜାର ନେବା ପାଇଁ ବାଇକ ଚାଳକ ଜଣଙ୍କ ବଳଦକୁ କହିଛନ୍ତି । ସତରେ ଏହି ଦୃଶ୍ୟ ବହୁତ ନିଆରା ଅଟେ । ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ କଣ ରହିବ ତାହା କାମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *