Babushan ଙ୍କୁ ନେଇ କଣ କହିଲେ ତେଲଗୁ ହିରୋଇନ୍…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାବୁଶାନଙ୍କ ସହ କାମ ଏକାଠି କରିବି ବୋଲି ବହୁତ ଖୁସି ଲାଗୁଛି କହିଲେ ତେଲୁଗୁ ହିରୋଇନ ! ତେବେ ଓଡିଶାର ସୁପରଷ୍ଟାର ଅଭିନେତା ବାବୁଶାନଙ୍କର ଆଗାମୀ ସମୟରେ ଓଡିଆ ଚଳଚିତ୍ର ଅନ୍ତର୍ଯାମୀ  ବହୁ ଶୀଘ୍ର ଆସିବା ପାଇଁ ଯାଉଛି । ଯେଉଁ ଫିଲ୍ମରେ ହିରୋ ବାବୁଶାନଙ୍କ ସହ ହିରୋଇନ ଭୂମିକାରେ ତେଲୁଗୁ ର ଜଣେ ଅଭିନେତ୍ରୀ ହିରୋଇନ ଭୂମିକାରେ ଆସିବା ପାଇଁ ଯାଉଛନ୍ତି ।

ତେବେ ଫିଲ୍ମ ଅନ୍ତର୍ଯାମୀର ଇନାଗୋରେସନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜୋନ କରଯାଇଥିଲା । ଯେଉଁ କାର୍ଯ୍ୟକ୍ରମରେ ଅଭିନେତା ବାବୁଶାନଙ୍କ ସହ ଏହି ଅନ୍ତର୍ଯାମୀ  ଫିଲ୍ମରେ ନାୟିକା ଭୂମିକାରେ ଆସିବାକୁ ଥିବା ତେଲୁଗୁ ଅଭିନେତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ଅନ୍ୟାନ୍ୟ ଓଡିଆ କଳାକାର ସମେତ କର୍ମକର୍ତ୍ତା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଫିଲ୍ମ ଅନ୍ତର୍ଯାମୀର ଇନାଗୋରେସନ ସମୟରେ ତେଲୁଗୁ ନାୟିକା ବାବୁଶାନଙ୍କ ସମ୍ପର୍କରେ ଏପରି କିଛି ପ୍ରତିକ୍ରିୟା ରଖିଥିଲେ ।

ଯେଉଁଠାରେ କି ତେଲୁଗୁ ନାୟିକା କହିଥିଲେ, ଯେ ବାବୁଶାନଙ୍କ ସହ ମୋତେ ଏହି ଅନ୍ତର୍ଯାମୀ ଫିଲ୍ମ କରିବାର ସୁଯୋଗ ମିଳିଛି । ତେଣୁ ଏଥିପାଇଁ ମୁଁ ବହୁତ ବହୁତ ହିଁ ଅଧିକ ଖୁସି ଅଛି । କାରଣ ଯେବେ ଠାରୁ ଏହି ଅନ୍ତର୍ଯାମୀ ଫିଲ୍ମ ପାଇଁ ମୁଁ ସାଇନ କରିଛି । ତା ପର ଠାରୁ ସୋସିଆଲ ମିଡିଆ ସାଇଡରୁ ମୋତେ ଏତେ ମାତ୍ରାରେ ଭଲ ପାଇବା ମିଳୁଛି । ଯେ ମୋତେ ବହୁତ ହିଁ ଅଧିକ ଖୁସି ଲାଗୁଛି । ଏହା ମଧ୍ୟରେ ମୋର ଜନ୍ମଦିନ ମଧ୍ୟ ଆସିବା ପାଇଁ ଯାଉଛି ।

ତେବେ ତେଲୁଗୁ ନାୟିକାଙ୍କ କହିବା ଅନୁଯାଇ ମୋ ଜନ୍ମଦିନର ସବୁଠାରୁ ଭଲ ଗିଫ୍ଟ ମୋତେ ଏହି ଫିଲ୍ମରେ ବାବୁଶାନଙ୍କ ସହ କାମ କରିବାର ସୁଯୋଗ ମିଳିପାରିଛି । ସେଥିପାଇଁ ଏହି ଫିଲ୍ମରେ କାମ କରିବା ପାଇଁ ମୁଁ ବହୁ ଅଧିକ ମାତ୍ରାରେ ହିଁ ଏକ୍ସସାଇଟେଡ ଅଛି । ତେବେ ଏହାରି ମଧ୍ୟରେ ସୁପରଷ୍ଟାର ବାବୁଶାନଙ୍କର ଦମନ ଚଳଚିତ୍ରକୁ ମଧ୍ୟ ବହୁ ମାତ୍ରରେ ଦର୍ଶକଙ୍କର ଭଲ ପାଇବା ମିଲିଆସିଛି ।

ଆମେ ଆଶା କରୁଛୁ କି । ଏହି ଅପକମିଙ୍ଗ ଅନ୍ତର୍ଯାମୀ  ଫିଲ୍ମକୁ ମଧ୍ୟ ସେହିଭଳି ଆହୁରି ମଧ୍ୟ ଭଲ ପାଇବା ଓ ଲୋକପ୍ରିୟତା ମିଳିପାରୁ । ଏହା ସହିତ ଓଡିଆ ସିନେ ଜଗତକୁ ଅଭିନେତା ବାବୁଶାନ ଗୋଟା ପରେ ଗୋଟେ ଭଲ ଭଲ ଫିଲ୍ମ ଭେଟି ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅଧିକ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *