‘ବିଜୁ ପଟ୍ଟନାୟକଙ୍କୁ ବାଡେଇବାକୁ ସେମାନେ ଛକିଥିଲେ.. ହେଲେ ମୁଁ ଲୁଚି ଲୁଚି ସେମାନଙ୍କୁ …’ Biju Babu ଙ୍କ କିଛି ଅଭୂଲା ସ୍ମୃତି କହିଲେ ମୀରା ନାୟକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯୁନିଅନ ବାଲା ବିଜୁ ପଟ୍ଟନାୟକଙ୍କୁ ବା-ଡେ-ଇଥାନ୍ତେ । ମୁଁ ଲୁଚି ଲୁଚି ସେମାନଙ୍କୁ ମାଙ୍କଡା ପଥର ମା-ରି–ଲି । ତେବେ ହଁ ବନ୍ଧୁଗଣ ଏପରି କିଛି କଥା ମାନ୍ୟବର ବିଜୁ ପଟ୍ଟନାୟକଙ୍କ ସମ୍ପର୍କୀୟ ମୀରା ନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଗତ କାଲି ମହାନ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଡାକୋଟା ବିମାନର ଉଦ୍ଘାଟନ କରାଯାଇଛି । ଯାହାକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ ଦେଖିବାକୁ ମିଳିଛି ।

ତେବେ ସେଠାକୁ ମୀରା ନାୟକ ଆସିଥିଲେ । ସେ ବିଜୁ ପଟ୍ଟନାୟକଙ୍କ ବିଷୟରେ ନିଜର କିଛି ଅଭୂଲା ସ୍ମୃତି ଗଣ ମାଧ୍ୟମ ନିକଟରେ ବର୍ଣ୍ଣନା କରିଥିଲେ । ତେବେ ବହୁତ ଦିନ ତଳେ ଥରେ ବିଜୁ ପଟ୍ଟନାୟକଙ୍କୁ ମାରିବା ପାଇଁ ଯୁନିଅନ ବାଲା  ଜଗିଥିଲେ । ତେବେ ଏହି କଥା ବିଜୁ ପଟ୍ଟନାୟକ ଆଗରୁ ଜାଣିଥିଲେ । ସେଥିପାଇଁ ସେ ନିଜର ସୁରକ୍ଷା ପାଇଁ ଆଗରୁ ସଚେତନ ହୋଇ ଯାଇଥିଲେ । ତେଣୁ ବିଜୁ ପଟ୍ଟନାୟକ ମୋତେ ଆଗରୁ ହିଁ କହିଦେଇଥିଲେ ।

ମୀରା ତୁ ଛାତ ଉପରେ ଲୁଚିକି ବସିଥିବୁ । ଯେତେବେଳେ ଯୁନିଅନବାଲା ମାନେ ଏଠାକୁ ମୋତେ ମା-ରି-ବା-କୁ ଆସିବେ । ସେତେବେଳେ ତୁ ହାତରେ ଗୋଡିଏ ବଡ ଢେଲା ପଥର ଧରିଥିବୁ । ତାଙ୍କ ଉପରେ ଢେଲାକୁ ପକାଇଦେବୁ । ମୁଁ ବି ମଧ୍ୟ ସେଠାରେ ଜଗି ବସିଥିଲି । ଯେତେବେଳେ ଦେଖିଲେ ସେହି ଲୋକମାନେ ବିଜୁ ପଟ୍ଟନାୟକଙ୍କୁ ମା-ରି-ବା ପାଇଁ ଆସିଛନ୍ତି । ମୁଁ ହାତରେ ଧରିଥିବା ଢେଲା ପଥର ତାଙ୍କ ଉପରେ ପକାଇ ଦେଲି ।

ତାପରେ ହୋହାଲା ହେବାରୁ ଘର ଲୋକ ମଧ୍ୟ ଉଠି ସେହି ଯୁନିଅନ ବାଲାଙ୍କ ଉପରେ ଚଢାଉ କରିଲେ । ତେବେ ମୀରା ନାୟକଙ୍କ କହିବା ଅନୁଯାଇ କେବଳ ଏତିକି ନୁହେଁ ବହୁତ କିଛି ସ୍ମୃତି ମଧ୍ୟ ବିଜୁ ବାବୁଙ୍କ ସହିତ ମୋର ଅଛି । ସେ ଜଣେ ବହୁତ ହିଁ ଭଲ ବ୍ୟକ୍ତିତ୍ବଟି ପ୍ରକୃତରେ ଥିଲେ । ତେଣୁ ମୋର ବହୁତ ଇଚ୍ଛା । ମୋତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମତି ଦିଅନ୍ତୁ ।

ବିଜୁ ବାବୁଙ୍କ ପ୍ରତ୍ଯେକ ବର୍ଷ ଜନ୍ମ ଜୟନ୍ତୀରେ ତାଙ୍କ ଷ୍ଟାଚ୍ୟୁ ଉପରେ ଗୋଟିଏ ଫୁଲ ମାଳ ଯେପରି ଚଢାଇ ପାରିବି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *