ସୁଶାନ୍ତଙ୍କ କେସରେ ହେଲା ବହୁତ ବଡ ଖୁଲାସା, ସୁଶାନ୍ତଙ୍କୁ ପାଗଳ କରିବା ପାଇଁ ଓଠରେ ଦିଆ ଯାଉଥିଲା ଇଞ୍ଜେକ୍ସନ, ବହୁତ ଖରାପ ଥିଲା ଅବସ୍ଥା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆ ଜରିଆରେ ବହୁତ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ ସୁଶାନ୍ତଙ୍କ କେସକୁ ନେଇ ବର୍ତ୍ତମାନ ଏକ ବହୁତ ବଡ ଖୁଲାସା ହୋଇଛି, ଯାହା ବିଷୟରେ ଆପଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖୁଲାସା ବିଷୟରେ ।


ସୁଶାନ୍ତ କେସରେ ବର୍ତ୍ତମାନ ରିୟା ଚକ୍ରବର୍ତୀ ସମସ୍ତ ଙ୍କ ନଜରରେ ଅଛନ୍ତି । ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତୀ ସୁଶାନ୍ତଙ୍କର ଗାର୍ଲଫ୍ରେଣ୍ଡ ଥିଲେ । ହେଲେ ସେହି ରିୟା ସୁଶାନ୍ତଙ୍କୁ ପାଗଳ ଘୋଷଣା କରିଥିଲେ । ଏହି କଥା ନିଜେ ସୁଶାନ୍ତ ତାଙ୍କ ଭଉଣୀଙ୍କୁ ମଧ୍ୟ କହିଥିଲେ । ହେଲେ ବର୍ତ୍ତମାନ ଏମିତି ଏକ ବଡ ଖୁଲାସା ହୋଇଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ବନ୍ଧୁଗଣ ତାହା ହେଉଛି ସୁଶାନ୍ତଙ୍କ ଓଠରେ ଇଞ୍ଜେକ୍ସନ ଲଗା ଯାଉଥିଲା । ସୁଶାନ୍ତଙ୍କ ପର୍ଶନାଲ ଆସିଷ୍ଟାନ୍ଟ ସବିର ଅହମ୍ମଦ ମଧ୍ୟ କହିଥିଲେ, ଯେବେ ରିୟା ସୁଶାନ୍ତଙ୍କ ଜୀବନରେ ଆସିଲେ ସେତେବଳେ ସୁଶାନ୍ତଙ୍କ ଜୀବନ ବଦଳି ଯାଇଥିଲା ।

ରିୟା ଚକ୍ରବର୍ତୀ ସୁଶାନ୍ତଙ୍କ ସମସ୍ତ ଷ୍ଟାଫକୁ ବଦଳାଇ ଥିଲେ । କୌଣସି ଷ୍ଟାଫ ସିଧା ସଳଖ ରୂପେ ସୁଶାନ୍ତଙ୍କ ସହ ମିଶି ପାରୁ ନଥିଲେ । ସୁଶାନ୍ତଙ୍କ ସହ ଦେଖା କରିବା ପାଇଁ ରିୟାଙ୍କ ପର୍ମିସନ ନେବାକୁ ପଡୁଥିଲା । ଏହି କଥାର ଖୁଲାସା ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ସବିର କହିଛନ୍ତି । କେବଳ ଏତିକି ନୁହେଁ ରିୟାଙ୍କ ରହିବା ପରେ ସୁଶାନ୍ତଙ୍କ ଚେହେରାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥିଲା । ସବିରଙ୍କ ମତରେ ସୁଶାନ୍ତଙ୍କ ଓଠ କଳା ପଡିଯାଇଥିଲା ଏବଂ ସୁଶାନ୍ତଙ୍କ ଆଖି ତଳ ମଧ୍ୟ କଳା ପଡି ଯାଇଥିଲା ।

ସବିରଙ୍କ ମତରେ ସୁଶାନ୍ତଙ୍କ ଓଠରେ କିଛି ଚିହ୍ନ ଥିବାର ସବିର ଦେଖିଥିଲେ । ସେହି ଚିହ୍ନ ଥିଲା ସିରିଞ୍ଜ ବା ଇଞ୍ଜେକ୍ସନ ନେବାର । ବନ୍ଧୁଗଣ ସୁଶାନ୍ତଙ୍କୁ ଇଞ୍ଜେକ୍ସନ ଦିଆ ଯାଉଥିଲା । ଖବର ଅନୁସାରେ ଜଣା ପଡିଛି ଯେତେବେଳେ ସୁଶାନ୍ତ ବେହୋସ ହୋଇ ଯାଉଥିବେ ସେତେବେଳେ ତାଙ୍କ ଓଠରେ ଇଞ୍ଜେକ୍ସନ ଦିଆ ଯାଉଥିବ । ରିୟା ସୁଶାନ୍ତଙ୍କୁ ସେହି ଇଞ୍ଜେକ୍ସନ ଦେଉଥିଲେ, ଇଞ୍ଜେକ୍ସନ ଦେଇ ସୁଶାନ୍ତଙ୍କୁ ପାଗଳ କରିବା ପାଇଁ ଚାହୁଁଥିଲେ, ଏହା ଦ୍ଵାରା ସେ ସୁଶାନ୍ତଙ୍କ ସମସ୍ତ ସମ୍ପତ୍ତିର ମାଲିକ ହେବା ପାଇଁ ଚାହୁଁଥିଲେ ।


ଏହି କେସରେ ସିଦ୍ଧାର୍ଥ ପିଠାନି ରିୟାଙ୍କର ପୁରା ସହଯୋଗ କରିଥିଲେ । ସୁଶାନ୍ତଙ୍କ ଓଠକୁ ନେଇ ସୁଶାନ୍ତଙ୍କ ପିଏ ଅଙ୍କିତା ଆଚାର୍ଯ୍ୟ ମଧ୍ୟ ବହୁତ ବଡ ଖୁଲାସା କରିଥିଲେ । ଅଙ୍କିତାଙ୍କ ମତରେ ସୁଶାନ୍ତଙ୍କ ଓଠ କଳା ପଡି ଯାଉଥିଲା, ସୁଶାନ୍ତ ଙ୍କ ଚେହେରା ଶୁଖି ଯାଉଥିଲା, ଏଥିରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ରିୟା ସୁଶାନ୍ତଙ୍କୁ ସେହି ଇଞ୍ଜେକ୍ସନ ଦେଉଥିଲେ । ବନ୍ଧୁଗଣ ରିୟା ବର୍ତ୍ତମାନ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି । ବହୁତ ଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ଓ ଆରୋପିକୁ ଦଣ୍ଡ ମିଳିବାର ଆଶା କରା ଯାଉଛି ।

ଏ ବିଷୟରେ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *