ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କର ବଡ ବୟାନ, ମୋର ଦ୍ଵିତୀୟ ବିବାହ…

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ହେଲେ ଏହି ଅଭିନେତା ଜଣକ ୧୪ ଜୁନ ୨୦୨୦ରେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ଏବଂ ତାଙ୍କ ଫ୍ୟାନ୍ସ ମାନେ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ କିଛି ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ବଡ ଖୁଲାସା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖୁଲାସା ବିଷୟରେ ।

ଏହି କିଛି ଦିନ ତଳେ ଏକ କଥା ସାମ୍ନାକୁ ଆସିଥିଲା ଯେ ସୁଶାନ୍ତଙ୍କ ପିତା ଦୁଇଟି ବିବାହ କରିଛନ୍ତି । ଯାହା ଫଳରେ ସୁଶାନ୍ତଙ୍କ ସହ ତାଙ୍କ ବାପାଙ୍କର ଭଲ ସମ୍ପର୍କ ରହି ନଥିଲା । କାରଣ ତାଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ । ହେଲେ ସଞ୍ଜୟ ରାବତ ଏହି ଘଟଣା ଅନୁସନ୍ଧାନ କରିବା ପାଇଁ ସୁଶାନ୍ତଙ୍କ ବାପାଙ୍କୁ ପଚରା ଉଚରା କରିଥିଲେ ।

ପଚରା ଉଚରା କରିବା ଦ୍ଵାରା ସୁଶାନ୍ତଙ୍କ ବାପା କହିଥିଲେ ଯେ, ମୁଁ କୌଣସି ଦିତୀୟ ବିବାହ କରିନାହିଁ, ଏହା ହେଉଛି ସଂପୂର୍ଣ୍ଣ ମିଛ କଥା । ମୋର କେବଳ ଗୋଟିଏ ପତ୍ନୀ ଯିଏ ଏହି ଦୁନିଆରେ ନାହିଁ ଏବଂ ସୁଶାନ୍ତଙ୍କ ସହ ଏହି କଥା ପାଇଁ କୌଣସି ବାଦବିବାଦ ହୋଇ ନାହିଁ । ସୁଶାନ୍ତଙ୍କ ପିତା ଏହି କଥାକୁ ନେଇ ସ୍ପର୍ଷ୍ଟ ଉତ୍ତର ଦେଇ ସାରିଛନ୍ତି ।

ଏହି ସବୁ ଭୁଲ ରିପୋର୍ଟ ପାଇଁ ମଣିଷ ଜୀବନ ବଦଳି ଯାଇଥାଏ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ବହୁତ ଦୁଃଖ କଷ୍ଟରେ ଅଛନ୍ତି । ଏହି ସବୁ ଖବର ପାଇଁ ତାଙ୍କ ପରିବାର ଲୋକଙ୍କୁ ଆହୁରି ଅଧିକ କଷ୍ଟ ସହିବାକୁ ପଡୁଛି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ । ହେଲେ ଏବେ ଏହି କେସରେ ଅନୁସନ୍ଧାନ ସିବିଆଇ କରୁଛି । ସୁଶାନ୍ତଙ୍କ କେସକୁ ନେଇ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀକୁ ଟାର୍ଗେଟ କରା ଯାଇଛି ।

ସମସ୍ତ ସାକ୍ଷ ପ୍ରମାଣକୁ ଦେଖି ଏହି କେସରେ ରିୟାଙ୍କର ଭୂମିକା ଗୁରୁତର ଅଛି ବୋଲି କୁହା ଯାଇଛି । ଆଶା କରା ଯାଉଛି ଯେ, ସୁଶାନ୍ତଙ୍କୁ ବହୁତ ଶୀଘ୍ର ନ୍ୟାୟ ଓ ଆରୋପିକୁ ଦଣ୍ଡ ମିଳିବ । ମଣିଷ କେତେ ତଳକୁ ଖସି ଯାଉଛି । ନିଜ ଦୋଷକୁ ଲୁଚାଇବା ପାଇଁ ଗୋଟିଏ ସାଧାରଣ ମଣିଷ ଉପରେ ଏମିତି ଆରୋପ ଲଗା ଯାଉଛି, ତାକୁ ବଦନାମ କରା ଯାଉଛି । ଏଭଳି ଦୁଃଖ ବେଳେ ଏମିତି ମିଥ୍ୟା ଅଭିଯୋଗ ଆଣିବା ସେହି ବ୍ୟକ୍ତି ପାଇଁ କେତେ ବଡ ଦୁଃଖ ଆପଣ ମାନେ ଚିନ୍ତା କରନ୍ତୁ ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ । ଯଦି ଆପଣ ବି ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବାକୁ ଚାହୁଞ୍ଚନ୍ତି ତେବେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *