ସୁଶାନ୍ତଙ୍କ କେସର ମହା ଖୁଲାସା- ୧୪ ଜୁନରେ ରେଡି ଥିଲା ସୁଶାନ୍ତଙ୍କ ପାଇଁ ଦୁବାଇ ବାଲା ଫର୍ମୁଲା, QUTIPIN ଦ୍ଵାରା କରାଯାଇଥିଲା କାମ ତମାମ

 

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ରୂପେ ପରିଚିତ । ଏହି ଅଭିନେତା ଜଣକ ନିଜ ଜୀବନର ସଂଘର୍ଷରେ ବାଜିମାରି ବଲିଉଡରେ ସଫଳତା ହାସଲ କରିଥିଲେ । ହେଲେ ସୁଶାନ୍ତ ନିଜ ଜୀବନର ବାଜିରେ ହାରିଯାଇଥିଲେ । ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁର ସଠିକ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ହୋଇଛି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ମହା ଖୁଲାସା ବିଷୟରେ କହିବୁ ଯାହା ବିଷୟରେ ଆପଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।


ଏହି କିଛି ଦିନ ତଳେ ଏକ ଆମେରିକାର ଡାକ୍ତର ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଷ୍ଟଣ୍ଟ ଗନର ବ୍ୟବହାର ହୋଇଥିବାର ଖୁଲାସା କରିଥିଲା । ବର୍ତ୍ତମାନର ଖବର ଅନୁସାରେ ଜଣା ପଡିଛି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଷ୍ଟଣ୍ଟ ଗନ ପୂର୍ବରୁ କ୍ୟୁଟିପୀନର ବ୍ୟବହାର କରାଯାଇଥିଲା । ଏହା ସେହି ଦୁବାଇ ବାଲା ଫର୍ମୁଲା ଅଟେ ଯାହା ସୁଶାନ୍ତଙ୍କ ବିରୋଧରେ ବ୍ୟବହାର ହୋଇଥିଲା ।

 

ବନ୍ଧୁଗଣ ବର୍ତ୍ତମାନ ଏହି ସମସ୍ତ କଥା ପାଇଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କୁ ଟାର୍ଗେଟ କରାଯାଇଛି । କାରଣ ସୁଶାନ୍ତଙ୍କ ସହିତ ସବୁଠାରୁ ଅଧିକ କ୍ଳୋଜ ରିୟା ଥିଲେ ଏବଂ ରିୟା ଏମିତି ବହୁତ ସାରା କଥା ଲୁଚାଇଥିଲେ । ହେଲେ ବର୍ତ୍ତମାନ ସମସ୍ତ କଥାର ଖୁଲାସା ଧୀରେ ଧୀରେ ହେଉଛି । ହେଲେ ବର୍ତ୍ତମାନ ସୁଶାନ୍ତଙ୍କ ଔଷଧକୁ ନେଇ ଏକ ବଡ ଖୁଲାସ ହୋଇଛି । ଏହି ଔଷଧର ସେବନ କରି ସୁଶାନ୍ତ ସବୁଦିନ ପାଇଁ ଶୋଇ ପଡିଛନ୍ତି । କୁହାଯାଉଛି ଏହା ଥିଲା ଦୁବାଇ ବାଲା ଫର୍ମୁଲା ।

ଖବର ଅନୁସାରେ ଜଣା ପଡିଛି ଏହି ସମସ୍ତ ପ୍ଳାନ ପଛରେ ଥିଲେ ରିୟା ଚକ୍ରବର୍ତ୍ତୀ ଓ ସିଦ୍ଧାର୍ଥ ପିଠାନୀ । ଆପଣମାନନଙ୍କ ମଧ୍ୟରୁ କିଛି ଲୋକ କ୍ୟୁଟିପୀନ ନାମକ ମେଡ଼ିସିନ ବିଷୟରେ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଏହି ମେଡ଼ିସିନଟି ମଣିଷର ଶରୀର ମଧ୍ୟରେ ମଣିଷର ମାନସିକତାକୁ ମାରିଦେଇଥାଏ । ସିଦ୍ଧାର୍ଥ ପିଠାନୀ ନିଜେ କହିଛନ୍ତି ଯେ, ସୁଶାନ୍ତଙ୍କୁ କ୍ୟୁଟିପୀନ ସେ ନିଜେ ଦେଉଥିଲେ । ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ସୁଶାନ୍ତଙ୍କୁ ଏହି ମେଡ଼ିସିନ ଦିଆଯାଉଥିଲା ।

 

 

ସୁଶାନ୍ତଙ୍କୁ ଦିଆ ଯାଉଥିବା ମେଡ଼ିସିନ ତଥା QUTIPIN ଥିଲା 100Mg । ବନ୍ଧୁଗଣ ଭାରତରେ ଏହି ମେଡ଼ିସିନ ଖୋଲାରେ ଦିଆ ଯାଏ ନାହିଁ । ସୁଶାନ୍ତ ମଧ୍ୟ ବିନା ଡାକ୍ତରଙ୍କ ପରାମର୍ଶରେ ସେହି ମେଡ଼ିସିନକୁ ସେବନ କରିଥିଲେ । ଖବର ଅନୁସାରେ ଜଣାପଡିଛି ଦୁବାଇରୁ ଏହି ମେଡ଼ିସିନ ସୁଶାନ୍ତଙ୍କ ପାଇଁ ମଗା ଯାଇଥିଲା । ରିୟା ଚକ୍ରବର୍ତୀ ଓ ସିଦ୍ଧାର୍ଥ ପିଠାନୀ ନଭେମ୍ବର ୨୦୧୯ରୁ ସୁଶାନ୍ତଙ୍କ ପାଇଁ ଏହି ମେଡ଼ିସିନ ଦୁବାଇରୁ ଆଣିଥିଲେ । ଏହି ମେଡ଼ିସିନ ଦେଇ ସୁଶାନ୍ତଙ୍କୁ ଲୁଟିଥିଲେ ରିୟା ଓ ୧୪ଜୁନର ପ୍ଲାନ  ରେଡି କରାଯାଇଥିଲା ।

ଏହି ଔଷଧ ହେଇଛି ବହୁତ ମାରାତ୍ମକ । ଏହି ଔଷଧକୁ ନେବା ଦ୍ଵାରା ମଣିଷ ବେହୋସ ହୋଇଯାଇଥାଏ । ଏହାର ସେବନ ଦ୍ଵାରା ମଣିଷକୁ କେବଳ ନିଦ ଲାଗିଥାଏ । ମୁଣ୍ଡରେ ଭୟଙ୍କର ବିନ୍ଧା ହୋଇଥାଏ । ଏହା ସହିତ ଏହି ଔଷଧର ସେବନରେ ମଣିଷ ବହୁତ କଥାକୁ ଭୁଲିଯାଇଥାଏ । ଏହା ଥିଲା ଏହି ଔଷଧର ସାଇଡ ଇଫେକ୍ଟ । ବନ୍ଧୁଗଣ ଏହି ଔଷଧ ଦ୍ଵାରା ସୁଶାନ୍ତଙ୍କର ହତ୍ୟା କରାଯାଇଥିଲା । ବର୍ତ୍ତମାନ ପୋଲିସ ଏହାର ଛାନବିନ କରୁଛି, ବହୁତ ଶୀଘ୍ର ଆରୋପି ମାନଙ୍କୁ ଦଣ୍ଡ ଦିଆଯିବ ।

ଯଦି ଆପଣ ବି ଚାହୁଞ୍ଚନ୍ତି ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟାୟ ମିଳୁ ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *