ସୁଶାନ୍ତ ନିଜ ଡାଏରୀରେ ସାରା ଅଲି ଖାନଙ୍କ ପାଇଁ ଯାହା ଲେଖିଥିଲେ, କାନ୍ଦି ପକାଇଲେ ଦେଖି ସାରା

 

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ଏହି ଅଭିନେତା ଜଣକ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଥିଲା । ହେଲେ ଜୀବନ ବାଜିରେ ସୁଶାନ୍ତ ହାରି ଯାଇଥିଲେ । ୧୪ ଜୁନ ୨୦୨୦ରେ ସୁଶାନ୍ତ ମୃତ୍ୟୁ ବରଣ କରିଥିଲେ । ଏହି ଖବର ଶୁଣି ସାରା ଭାରତବାସୀ ଦୁଃଖ ଅନୁଭବ କରିଥିଲେ । ଖବର ଅନୁସାରେ ଜଣା ପଡିଛି ଯେ ସୁଶାନ୍ତ ନିଜକୁ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି ।

ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ କିଛି ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ଖବର ଅନୁସାରେ ଜଣା ପଡିଥିଲା ଯେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଥିଲା ବଲିଉଡରେ ହେଉଥିବା ନେପୋଟିଜିମ । ବନ୍ଧୁଗଣ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ନ୍ୟାୟ ପାଇଁ ବହୁତ ଚେଷ୍ଟା କରିଛନ୍ତି, ଏହା ସହିତ ସୁଶାନ୍ତଙ୍କ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ।

ଏହି କେସରେ ବହୁତ ବଡ ବଡ ଖୁଲାସା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସମସ୍ତେ ଟାର୍ଗେଟ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ମୃତ୍ୟୁ ରିୟାଙ୍କ ପାଇଁ ହୋଇଥିବାର ଜଣା ପଡିଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର କୌଣସି ନିଷ୍ପତ୍ତି ସାମ୍ନାକୁ ଆସିନାହିଁ ।


ବନ୍ଧୁଗଣ ସୁଶାନ୍ତ ଏକ ଆତ୍ମନିର୍ଭର ଶୀଳ ମଣିଷ ଥିଲେ । ସୁଶାନ୍ତଙ୍କର ବହୁତ କିଛି ସଉକ ଥିଲା । ଏହିପରି ସୁଶାନ୍ତଙ୍କୁ ଡାଏରୀ ଲେଖିବାରେ ମଧ୍ୟ ବହୁତ ରୁଚି ଥିଲା । ସୁଶାନ୍ତ ନିଜ ଜୀବନ ବିଷୟରେ ଏକ ଡାଏରୀରେ ଲେଖିଥିଲେ । ସେହି ଡାଏରୀକୁ ପୋଲିସ ଜବତ କରିଛି । ଏହି ଡାଏରୀରେ ସୁଶାନ୍ତ ସାରା ଅଲି ଖାନଙ୍କ ବିଷୟରେ ମଧ୍ୟ ଲେଖିଥିଲେ, ଯାହା ବିଷୟରେ ଆପଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବନ୍ଧୁଗଣ ସୁଶାନ୍ତ ନିଜ ଡାଏରୀରେ ଗୋଟିଏ ପେଜ ରେ ଲେଖିଥିଲେ ‘ମୁଁ ଚାହୁଁଛି ତାକୁ ଭଲ ପାଇବାକୁ, କେୟାର କରିବାକୁ ଓ ରେସ୍ପେକ୍ଟ କରିବାକୁ ଓ ମୁକୁ ମଧ୍ୟ ମୋର ବହୁତ କେୟାର କରେ ଓ ସେ ମୋ ପାଇଁ ପର୍ଫେକ୍ଟ ଅଟେ । କିନ୍ତୁ ପବ୍ଲିକାଲି ମୋର ସମ୍ପର୍କ ତା ସହିତ କାଫି ସେଲଫିଶ ଅଟେ ।’ ଏ ଅକଥା ସେ ସେତେବେଳେ ଲେଖିଥିଲେ ଯେତେବେଳେ ରିୟା ତାଙ୍କ ଜୀବନରେ ନଥିଲେ । । ବନ୍ଧୁଗଣ ସୁଶାନ୍ତଙ୍କ ଡାଏରୀରେ କୌଣସି ପେଜରେ କିଛି ଡେଟ ନାହିଁ, ହେଲେ ଆନୁମାନିକ ଦୃଷ୍ଠିରୁ ଦେଖିବାକୁ ହେଲେ ଯେତେବେଳେ ତାଙ୍କ ଜୀବନରେ ରିୟା ଆସିନଥିବେ ସେତେବେଳେ ସେ ଏହି କଥା ଲେଖିଥିବେ ।


ସୁଶାନ୍ତଙ୍କ ଡାଏରୀରୁ ଜଣା ପଡିଛି ଯେ, କେଦାରନାଥ ଫିଲ୍ମରେ ସୁଶାନ୍ତଙ୍କ କୋଆକ୍ଟ୍ରେସ ସାରା ଅଲି ଖାନ ମୁକୁର ଭୂମିକା କରିଥିଲେ । ସୁଶାନ୍ତ ସେହି ମୁକୁର ଭୂମିକା ବିଷୟରେ କହିଛନ୍ତି ନା ସାରା ଅଲି ଖାନଙ୍କ ବିଷୟରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ହେଲେ ଆନୁମାନିକ ଦୃଷ୍ଠିରୁ ଦେଖିବାକୁ ହେଲେ ସୁଶାନ୍ତ ସାରା ଅଲି ଖାନଙ୍କ ବିଷୟରେ କହିଛନ୍ତି । ବନ୍ଧୁଗଣ ଏହା ଥିଲା ସୁଶାନ୍ତଙ୍କ ଜୀବନର କିଛି ଅକୁହା କଥା ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *