ସ୍ଵାମୀ-ସ୍ତ୍ରୀ ଶୋଇବାକୁ ଯାଉଥିଲେ କି ହଠାତ ବିଛଣାରୁ ବାହାରିଲା ଏକ ଭୟଙ୍କର ଚନ୍ଦ୍ର ନାଗ, ଆଉ ତା’ପରେ….ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଏହି ସଂସାର ସୃଷ୍ଟି କରିବା ସମୟରେ କେବଳ ମନୁଷ୍ୟ ଜାତି ଗଠନ କରି ନଥିଲେ ବରଂ ପଶୁ, ପକ୍ଷୀ ଓ କୀଟପଟଙ୍ଗ ଆଦି ଙ୍କୁ ମଧ୍ୟ ଗଢ଼ିଥିଲେ । ମନୁଷ୍ୟ କୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପରେ ବିବେଚନା କରାଯାଏ ।

କିନ୍ତୁ ଭଗବାନ କିଛି ଏଭଳି ପ୍ରାଣୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁ ମାନଙ୍କୁ ଦେଖିଲେ ମନୁଷ୍ୟ ଭୟ କରିଥାଏ । ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହା ଅତ୍ୟନ୍ତ ଭୟଙ୍କର ଓ ବି-ଷ-ଧ-ର । ଏମାନେ ଯାହାକୁ ଦଂ-ଶ-ନ କରନ୍ତି ତାର ମୃତ୍ୟୁ ସୁନିଶ୍ଚିତ । ଏହି ସାପ ଜାତି କୁ ମନୁଷ୍ୟ ବହୁତ ଭୟ କରନ୍ତି ।


ତେବେ ଆପଣ ମାନେ ଭାବନ୍ତୁ ଯେ, ଯଦି ଆପଣ ଶୋଇବା ସମୟ ରେ ହଠାତ ଆପଣଙ୍କ ବିଛଣା ରୁ ଗୋଟିଏ ସାପ ବାହାରିବ ତେବେ ଆପଣ କଣ କରିବେ ?  ଆପଣ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ । ତେବେ ଏହିଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରେ ବାସ କରୁଥିବା ଏକ ପରିବାର ସହିତ ।

ସେମାନେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ସାହସ କରି ନିଜକୁ ବିପଦ ମୁଖ ରୁ ରକ୍ଷା କରିଥିଲେ । ସେମାନେ ଜଙ୍ଗଲ ବିଭାଗ କୁ ସୂଚନା ଦେଇଥିଲେ ଏବଂ ଜଣେ ସାପ ଧରାଳି ଆସି ସେହି ସାପ ଟି କୁ ଉଦ୍ଧାର କରିଥିଲା ।


ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ର ଜଣେ ବ୍ୟକ୍ତି ଶୋଇବା ପାଇଁ ନିଜ ରୁମ କୁ ଯାଇ ଲାଇଟ୍ ବନ୍ଦ କରିଥିଲେ । ପରେ ତାଙ୍କୁ ରୁମ ଭିତରୁ ଏକ ଶବ୍ଦ ଶୁଣାଗଲା । ତେଣୁ ସେ ଦେଖିବାକୁ ଗଲା ବେଳକୁ ଜଣା ପଡ଼ିଲା ଯେ, ତାହା ଏକ ବିଷଧର ନାଗସାପ ।

ସେହି ବ୍ୟକ୍ତି ଡର ରେ ରୁମ ବାହାରକୁ ମଧ୍ୟ ଆସିପାରୁ ନଥିଲେ । ବହୁତ କଷ୍ଟ ରେ ବାହାରକୁ ଆସି ସେ ଜଙ୍ଗଲ ବିଭାଗ କୁ ଏହି ସମ୍ବନ୍ଧରେ ସୂଚନା ଦେଇଥିଲେ । ପରେ ଜଙ୍ଗଲ ବିଭାଗ ରୁ ଜଣେ ସାପ ଧରାଳି ଆସିଥିଲେ ଏବଂ ସେ କୌଶଳ ର ସହିତ ସେହି ସାପ ଟି କୁ ଧରିଲେ ।


ସାପ ଧରାଳି ଜଣକ କହିଲେ ଯେ, ସେହି ସାପ ଟି ବହୁତ ରାଗୀ ଥିଲା । ସେମାନେ ରାଗିବା ସମୟ ରେ ବହୁତ ଶୀଘ୍ର କାମୁଡ଼ି ଦେଇଥାନ୍ତି । ଯାହାଦ୍ୱାରା ଶରୀର ରେ ବି-ଷ ଖେଳିଯାଏ ଏବଂ ବ୍ୟକ୍ତି ର ମୃତ୍ୟୁ ହୋଇଥାଏ । ତେଣୁ କୌଣସି ସାପ କୁ ଦେଖିଲେ ମଧ୍ୟ ତାକୁ ମା-ରନ୍ତୁ ନାହିଁ ଏବଂ ବରଂ ଜଙ୍ଗଲ ବିଭାଗ କୁ ଜଣାନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *