Vastu Shastra- ବିଛଣା ଉପରେ ବସି ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । କଷ୍ଟ କରିବା ପରେ ମଣିଷ ରାତିରେ ନିଜ ଶରୀରକୁ ଆରମ ଦେବା ପାଇଁ ବିଛଣାରେ ସୋଇଥାଏ । ବନ୍ଧୁଗଣ ମଣିଷ ଶୋଇବା ଦ୍ଵାରା ତାର ଶରୀର ଓ ମସ୍ତିସ୍କକୁ ଆରମ ମିଳିଥାଏ । ବିଛଣା ଆମ ଶରୀରକୁ ଆରମ ଦେବାରେ ବହୁତ ଲାଭଦାୟକ ହୋଇଥାଏ । ହେଲେ ବନ୍ଧୁଗଣ କେତେକ ମଣିଷ ବିଛଣା ଉପରେ ବସି କିଛି ଏପରି ଭୁଲ କରିଥାନ୍ତି ଯେଉଁଥି ପାଇଁ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଏହି ସବୁ ଭୁଲ କରିବା ଦ୍ଵାରା ଆପଣ ମାନଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି ଓ ରାହୁକେତୁଙ୍କ ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବିଛଣା ସହ ଜଡିତ ଏହି ସବୁ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ନିଜ ବିଛଣା ତଳେ ଅଇଁଠା ବାସନ ରଖୁଛନ୍ତି ତା ହେଲେ ଆପଣ ନିଜର ଏହି ଅଭ୍ୟାସକୁ ତୁରନ୍ତ ଛାଡନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ରାହୁ କେତୁ ଓ ଶନିଙ୍କ ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ବିଛଣା ତଳେ ଅଇଁଠା ବାସନ ରଖିବା ଦ୍ଵାରା ବ୍ୟକ୍ତିର ଦୁର୍ଭାଗ୍ୟ ଆରମ୍ଭ ହୋଇଯାଏ ଓ ତାକୁ ନିଜ ଜୀବନରେ ଦରିଦ୍ରତାର ସାମ୍ନା କରିବାକୁ ପଡେ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ କୌଣସି ବ୍ୟକ୍ତିକୁ ନିଜ ବିଛଣାରେ କୌଣସି ଗୃହପାଳିତ ପଶୁକୁ ନେଇ ଶୋଇବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ ଓ ଆପଣଙ୍କର ଏହି ଭୁଲ ପାଇଁ ଆପଣଙ୍କୁ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ଗୃହପାଳିତ ପଶୁ ମାନଙ୍କର ବିଛଣା ଘରେ ଅଲଗା ରଖନ୍ତୁ ଓ ଏହି ପରିକା ଭୁଲ କରନ୍ତୁ ନାହିଁ ।


୩. ବନ୍ଧୁଗଣ ଯେଉଁ ଲୋକମାନେ ନିଜ କାମରୁ ଆସିବା ପରେ ବିଛଣା ତଳେ ଜୋତାଚପଲ ଆଦି ରଖିଦିଅନ୍ତି ସେମାନଙ୍କର ଶତ୍ରୁ ବଢିଥାନ୍ତି । ଏହି ଲୋକମାନେ ନିଜ ଜୀବନରେ କେବେହେଲେ ସଫଳତା ହାସଲ କରିପାରନ୍ତି ନାହିଁ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କୁ ଶନିଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭୁଲ କେବେବି କରନ୍ତୁ ନାହିଁ ।

୪. ବନ୍ଧୁଗଣ ବହୁତ ଲୋକ ବିଛଣା ଉପରେ ବସି ଭୋଜନ କରିଥାନ୍ତି । ଏହି ଭୁଲ କରିବା ଦ୍ଵାରା ମଣିଷର କୁଣ୍ଡଳୀ ଖରାପ ହୋଇଥାଏ । ଏହା ସହିତ ରାହୁ କେତୁ ଓ ଶନିଙ୍କ ଖରାପ ଦ୍ରୁଷ୍ଟି ବ୍ୟକ୍ତିର ଜୀବନରେ ପଡିଥାଏ । ଯାହାଫଳରେ ବ୍ୟକ୍ତିକୁ ନିଜ ଜୀବନରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ପରିକା ଭୁଲ କେବେବି କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *