Garuda Puran- ହିନ୍ଦୁ ଧର୍ମରେ ମହିଳା ମାନଙ୍କ ପାଇଁ ସ୍ମଶାନ ଘାଟ ଯିବା କାହିଁକି ବର୍ଜିତ ଅଟେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ର ମୃ-ତ୍ୟୁ ପରେ ତା’ର ଅ-ନ୍ତି-ମ ସଂ-ସ୍କା-ର କୁ ନେଇ ନିୟମ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ମୃ-ତ୍ୟୁ ପରେ ଶ-ବ ଦା-ହ ପାଇଁ ପରିବାର ର ମହିଳା ମାନଙ୍କୁ ସ୍ମ-ଶା-ନ ଘା-ଟ ଯିବାକୁ ମନା କରାଯାଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ର ରେ ଏହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଏବଂ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ମୃ-ତ୍ୟୁ ପରେ ପରିବାର ରେ ଥିବା ମହିଳା ମାନଙ୍କୁ କଣ ପାଇଁ ସ୍ମ-ଶା-ନ ଘା-ଟ କୁ ଯିବା ପାଇଁ ମନା କାରାଯାଇଥାଏ ।

ବନ୍ଧୁଗଣ ଏହି ସମ୍ବନ୍ଧରେ ପ୍ରାୟତଃ ବ୍ୟକ୍ତି ଙ୍କୁ ଜଣା ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଗରୁଡ଼ ପୁରାଣ ଅନୁସାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ହୃଦୟ ଅଧିକ କମଜୋର ଅଟେ । ଶ-ବ-ଦା-ହ ସମୟରେ ଯଦି କାନ୍ଦିବା ଶବ୍ଦ ଶୁଣାଯାଏ ତେବେ ବ୍ୟକ୍ତି ର ଆତ୍ମା କୁ ଶାନ୍ତି ମିଳି ନଥାଏ ଏବଂ ଶ-ବ- ଦା-ହ ସମୟରେ ମହିଳା ମାନେ ନ କାନ୍ଦିବା ଅସମ୍ଭବ ହୋଇଥାଏ । ଏହି କାରଣରୁ ମହିଳା ମାନଙ୍କୁ ସ୍ମ-ଶା-ନ ଘା-ଟ କୁ ନିଆଯାଇ ନଥାଏ ।

ମହିଳା ମାନେ ଶ-ବ-ଦା-ହ ସମୟରେ ଜ-ଳୁ-ଥି-ବା ଜୁ-ଇ କୁ ଦେଖିବା ଉଚିତ ନୁହେଁ । ଏହା ବ୍ୟତୀତ ଏଭଳି ଅନେକ କିଛି କଥା ସମ୍ବନ୍ଧରେ କୁହାଯାଇଛି ଯାହା ସ୍ମ-ଶା-ନ ଘା-ଟ ରେ ମହିଳା ଓ ଛୁଆ ଙ୍କ ଦେଖିବା ଉଚିତ ନୁହେଁ । ଯେପରି ଶ-ବ-ଦା-ହ ସମୟରେ ମୃ-ତ ଶ-ରୀ-ର ର ମୁ-ଣ୍ଡ କୁ ବାଡ଼ି ରେ ମ-ରା ଯାଇଥାଏ ଯାହା ଦେଖିବା ମହିଳା ମାନଙ୍କ ପାଇଁ ଅସମ୍ଭବ ହୋଇଥାଏ ।

ଏହା ଦ୍ୱାରା ମହିଳା ମାନେ ନିଜର ମା-ନ-ସି-କ ଭା-ର-ସା-ମ୍ୟ ହରାଇଥାନ୍ତି । ଏହା ସହିତ ଶ-ବ- ଦା-ହ ସମୟରେ ଶୁଣାଯିବା ଶବ୍ଦ ଦ୍ବାରା ମଧ୍ୟ ମହିଳା ଏବଂ ଛୁଆ ମାନେ ଡ-ରି ଯାଇଥାନ୍ତି । ଏହି କାରଣରୁ ସ୍ମ-ଶା-ନ ଘା-ଟ କୁ ଯିବା ମହିଳା ମାନଙ୍କ ପାଇଁ ବର୍ଜିତ ଅଟେ ।

ମନୁଷ୍ୟ ର ମୃ-ତ୍ୟୁ ପରେ ପୁରୁଷ ମାନେ ଶ-ବ- ଦା-ହ କରିଥାନ୍ତି ଏବଂ ମହିଳା ମାନେ ଘରେ ରହି ଘରକୁ ଧାର୍ମିକ ରୂପରେ ପବିତ୍ର ଓ ଶୁଦ୍ଧ କରିଥାନ୍ତି । ଘରର ଶୁଦ୍ଧି କ୍ରିୟା ମହିଳା ମାନେ ହିଁ ଭଲ ଭାବରେ କରିଥାନ୍ତି ଏବଂ ପୁରୁଷ ମାନେ ଅ-ଗ୍ନି-ଦା-ହ ର କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଉଭୟ ମହିଳା ଓ ପୁରୁଷ ଙ୍କ ଉପରେ ଭିନ୍ନ ଦାୟିତ୍ବ ରହିଥାଏ । ଏହି କାରଣରୁ ମଧ୍ୟ ମହିଳା ମାନଙ୍କ ପାଇଁ ସ୍ମଶାନ ଘାଟ କୁ ଯିବା ବର୍ଜିତ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *