‘ତାର 2ଟା ଛୁଆ ଥିବା ଜାଣିକି ବି ତା ସହ ଶୋଉଥିଲା ..ଏବେ କହୁଛି କଣ ନା…’ ସ୍ଵାମୀ ଓ 2 ଟି ଛୁଆ ଥାଇ ବି ପରପୁରୁଷ ସହ ସମ୍ପର୍କ ରଖିବା ପଡିଗଲା ମହଙ୍ଗା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ସମୟ ରେ ସୋସିଆଲ ମିଡିଆ ରେ ବହୁତ ଗୁଡିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଯାହା ଆମେ ମାନେ ଏଠାରେ ସବୁ ସମୟ ରେ ଦେଖିବା ପାଇଁ ପାଇଥାନ୍ତି । ତେବେ ବର୍ତମାନ ସମୟ ରେ ଜଣେ ପ୍ରେମିକା ଏମିତି କିଛି ଅଭିଯୋଗ ନେଇ କରି ଆସିଛନ୍ତି ଯାହାକୁ ଆପଣ ମାନେ ଦେଖିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ତେବେ ଏଠାରେ ଏହି ଭିଡ଼ିଓ ରେ ଜଣେ ମହିଳା ଙ୍କୁ ନିର୍ଯ୍ୟାତନା ଦିଆଯାଉ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ବର୍ତ୍ତମାନ ସମୟ ରେ ଏହି ଘଟଣା କୁ ନେଇ ତୀବ୍ର ନିନ୍ଦା ହେଉଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଆପଣ ମାନେ ବହୁତ ସମୟ ରେ ସୋସିଆଲ ମିଡିଆ ରେ ପ୍ରେମ ସଂମ୍ପର୍କ କୁ ନେଇ ବିଭିନ୍ୟ ଘଟଣା ମାନ ଦେଖିବା ପାଇଁ ପାଇଥାନ୍ତି । ତେବେ କେଉଁଠାରେ ପ୍ରେମ ପ୍ରତାରଣା କୁ ନେଇ ଆତ୍ମହତ୍ୟା ହେଉଥିବା ବେଳେ କେଉଁଠାରେ ଆମେ ମାନେ ଦେଖିବା ପାଇଁ ପାଇଥାନ୍ତି କି ପ୍ରେମ ରେ ଧୋକା ଦେଇ ରାତା ରାତି ଫେରାର ହୋଇ ଯାଉଛନ୍ତି ।

ସେମିତି ରେ ବର୍ତ୍ତମାନ ସମୟ ରେ ଜଣେ ପ୍ରେମିକା ନିଜର ପ୍ରେମିକ ନାମରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ଏଠାରେ ପ୍ରେମିକା ଜଣଙ୍କ ବିବାହ କରିବା ପାଇଁ ପ୍ରେମିକ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ତେବେ ପ୍ରେମିକା ଜଣଙ୍କ କହିବା ଅନୁସାରେ ସେ ଆଗରୁ ତାଙ୍କର ସ୍ତ୍ରୀ ରୂପେ ରହି ଆସିଥିଲେ ।

ଭୁବନେଶ୍ବର ରେ ପ୍ରତି ମନ୍ଦିରରେ ତାଙ୍କୁ ସିନ୍ଦୂର ପିନ୍ଧାଇଥିଲେ ବୋଲି କହିଥିଲେ । ଆଉ ସେମାନେ ଦୁହେଁ ଶାରିରୀକ ସମ୍ପର୍କ ରେ ମଧ୍ୟ ରହି ଆସୁଥିଲେ । ତେବେ କିନ୍ତୁ ଦିନେ ସେ ପ୍ରେମିକା ଜଣଙ୍କ ପରିବା କିଣିବା ଯାଇଥିଲେ, ଆଉ ସେଠାରେ ମନ୍ଦିର ସାମ୍ନାରେ ସେହି ପ୍ରେମିକର ଅଟୋ କୁ ଦେଖିଥିଲେ । ଅର୍ଥାତ୍ ପ୍ରେମିକ ଜଣଙ୍କ ଅଟୋ ଚାଳକ । ତାପରେ ପ୍ରେମିକା ଜଣଙ୍କ ମନ୍ଦିର ଭିତରକୁ ଯାଇଥିଲେ ଦେଖିବା ପାଇଁ ।

ଆଉ ସେହି ମନ୍ଦିରରେ ଚାଲିଥିଲା ପ୍ରେମିକର ବିବାହ । ଅର୍ଥାତ୍ ଘର ଲୋକେ ତାଙ୍କର ଅନ୍ୟ ଝିଅ ସହିତ ବିବାହ କରିବା ପାଇଁ ମନ୍ଦିର ରେ ଆୟୋଜିତ ହୋଇଥିଲା । ତେବେ ଏହି ଦୃଶ୍ୟ କୁ ପ୍ରେମିକା ଜଣଙ୍କ ଦେଖିବା ପରେ ତାଙ୍କୁ ସେଠାରୁ ନେଇ ସିଧା ଭୁବନେଶ୍ବର ସ୍ଥିତ ଭରତପୁର ଥାନା କୁ ନେଇ ଯାଇଥିଲେ । ଆଉ ସେଠାରେ ପ୍ରେମିକ ଜଣଙ୍କ ଥାନା ରେ ଥିବା ବେଳେ ପ୍ରେମିକା ଜଣଙ୍କ ହାତରେ ସିନ୍ଦୁର, ଶଙ୍ଖା, ଫୁଲମାଳ ଧରି ବାହାରେ ବସିଛନ୍ତି ।

ଆଉ ତାଙ୍କର ଗୋଟିଏ ଜିଦ୍ ସେ ସେହି ଥାନାରେ ତାଙ୍କୁ ବିବାହ କରିବେ । ଆଉ ଏମିତି କାମ ଅନ୍ୟ ଝିଅ ସହିତ କେବେ ନ କରନ୍ତୁ ବୋଲି ମଧ୍ୟ କହିଥିଲେ ।  ତେବେ ବର୍ତ୍ତମାନ ଆଉ ଜଣେ ମହିଳା ମଧ୍ୟ ସେହି କଥା କହୁଛନ୍ତି ଏବଂ ସେ କହିବା ଅନୁସାରେ ସେ ପୁଅ ଟି ବହୁତ ଥର ତାଙ୍କ କଲୋନୀ କୁ ଆସନ୍ତି ଏବଂ ସେହି ଝିଅ ଘରେ ହିଁ ସେ ରୁହନ୍ତି ତେବେ ସେ ପୁଅ ଏବଂ ଏହି ସ୍ତ୍ରୀ ଲୋକଙ୍କ ପ୍ରେମ ସମ୍ପର୍କ ରହିଛି କିନ୍ତୁ ତାଙ୍କ ବାପା ମାଆ ପୁଅ ର ବାହାଘର ଜବରଦସ୍ତ କରି ଦେଉଛନ୍ତି ।

ତେବେ ସେହି ମହିଳା ଜଣଙ୍କ ମିଡ଼ିଆ ଵାଲା ଙ୍କୁ କହିଛନ୍ତି କି ଏହି ମହିଳା ଜଣଙ୍କର ବାହାଘର ସେହି ପୁଅ ସହ କରେଇ ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *