ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ ! ଯେଉଁଥିରେ କି କେବଳ ୨ ଶରୀରର ନୁହେଁ ବଂର ୨ ଆତ୍ମାର ମଧ୍ୟ ମିଳନ ଘଟିଥାଏ । ତେବେ ବର୍ତ୍ତମାନ ସମୟରେ ବାହାଘରର ସିଜିନ ଚାଲୁ ରହିଥିବାରୁ ବହୁ ପୁଅ ଓ ଝିଅଙ୍କର ବିବାହ ଅନୁଷ୍ଠିତ ହେଉଛି । ତେବେ ଏହି ବାହାଘରକୁ ଅନେକ ପ୍ରକାର ଲୋକ ଅନେକ ପ୍ରକାର ଯାକଜମକରେ କରିବା ସହ କିଛି ନୂଆ ନୂଆ ଘଟଣା ମଧ୍ୟ ବାହାଘରେ ଦେଖିବାକୁ ମିଳୁଛି ।
ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରରେ ଭାଇରାଲ ମଧ୍ୟ ହେଉଥିବାର ନଜର ଆସୁଛି । ତେବେ ଏପରି ବାହାଘରର ଅବସରରେ ଝିଅ ଘର ପରିବାର ପକ୍ଷ ଲୋକ ଝିଅ ଓ ଜ୍ଵାଇଁକୁ ଉପହାର ସ୍ୱରୂପ କିଛି ନା କିଛି ଉପହାର ମଧ୍ୟ ଦେଉଛନ୍ତି । ତେବେ ଜଣେ ଝିଅ ଘର ଲୋକେ ନିଜ ଝିଅକୁ ୩ କୋଟି ଟଙ୍କର ଉପହାର ଦେଇ ଏବେ ଚର୍ଚାକୁ ଆସୁଛନ୍ତି । ଯାହା କି ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି ।
ଯାହାକି ବାହାଘରରେ ଝିଅକୁ ଦିଆଯାଉଥିବା ଉପହାର ମଧ୍ୟରେ ପୁରା ଏକ ରେକର୍ଡ ସୃଷ୍ଟି କରିଛି । ତେବେ ଏପରି ଘଟଣା ରାଜସ୍ଥାନର ଜୟପୁରର ନାଗପୁର ସହରରେ ଭବାନୀ ଦେବୀ ଓ ଭମରା ଲାଲଙ୍କର ଝିଅଙ୍କୁ ଏହି ଦାମୀ ଉପହାର ଦିଆ ବାହାଘର ହୋଇଛି । ତେବେ ନିଜ ଝିଅକୁ ନଗଦ ୮୫ ଲକ୍ଷ ଟଙ୍କାର ଟଙ୍କା ଦେବା ସହ ଅନ୍ୟାନ୍ୟ ଉପହାର ମଧ୍ୟ ଝିଅକୁ ଭେଟି ଦେଇଛନ୍ତି ।
ତେବେ ଝିଅ ପରିବାର ଲୋକେ ଝିଅର ବାହାଘର ମଣ୍ଡପରେ ଏକ ଥାଳିରେ ନଗଦ ୮୫ ଲକ୍ଷ ଟଙ୍କା, ସୁନା, ଜମିବାଡି କାଗଜପତ୍ର ଭଳି ଅନ୍ୟାନ୍ୟ ଉପହାର ଦେଇଥିଲେ । ଯାହାର ଫୋଟୋ ଓ ଭିଡିଓ ଖୁବ ଚର୍ଚାର ବିଷୟ ସୋସିଆଲ ମିଡିଆରେ ପାଲଟିଛି । ତେବେ କାଲି ଏହି ବାହାଘର ବହୁତ ଆଡମ୍ବର ସହକାରେ ଅନୁଷ୍ଟିତ ହୋଇଥିଲା । ବାହାଘର ମଣ୍ଡପକୁ ମଧ୍ୟ ରାଜମହଳ ଭଳି ସଜ୍ଜା ଯିବା ସହ ବିଭା ହେବାକୁ ଯାଇଥିବା କନ୍ୟାକୁ ମଧ୍ୟ ରାଜରାଣୀ ଭଳି ସଜ୍ଜିତ କରଯାଇଥିଲା ।
ତେବେ ନିଜ ଝିଅକୁ ରାଣୀ ଭଳି ସଜେଇ ଓ ହାତରେ ୩ କୋଟି ଟଙ୍କାର ଉପହାର ଦେଇ ବର ସହିତ କନ୍ୟା ପକ୍ଷ ଲୋକେ ବିଭା କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ