ଦିନେ ସେ ମୋ କୋଳରେ ବସି ଖାଉଥିଲା ମ୍ୟାଗି ଖାଉଥିଲା ମୋ ପ୍ରେମିକା, ହେଲେ ସାରିକାରୀ ଚାକିରିଆକୁ ଦେଖିବା ପରେ ସେ ଯେମିତି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ଗାର୍ଲଫ୍ରେଣ୍ଡ ମୋ ମା’ ଙ୍କ କୋଳରେ ବସି ମ୍ୟାଗି ଖାଇକି ଯାଇଥିଲା । ଏତେ ତାକୁ ମୁଁ ଭଲ ପାଉଥିଲି । ହେଲେ ସେ ଚାକିରିଆ ବର ଦେଖି ତାକୁ ବାହା ହୋଇ ଚାଲିଗଲା । ତେବେ ସୋସିଆଲ ମିଡିଆରେ ନିଜର ଭିଡିଓ ଓ ରିଲ୍ସ ପାଇଁ ବହୁ ଫେମସ ଯୂଟ୍ଯୂବର ଓଏ ଭିଲିଆନ ହେଉଛନ୍ତି ଆଶୁତୋଷ ମଲିକ । ସେ ନିଜର ଲଭ ବ୍ରେକଅପ ବିଷୟରେ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲି ନିଜର ମତ ଶେୟାର କରି କହିଥିଲେ ।

ମୋ ଗାର୍ଲଫ୍ରେଣ୍ଡକୁ ମୁଁ ମୋ ଜୀବନ ଠାରୁ ବହୁତ ଅଧିକ ଭଲ ପାଉଥିଲି । ହେଲେ ମୁଁ ତାକୁ ସମୟ ମାଗିଥିଲି । ମୁଁ ମୋ କ୍ଯାରିଅରରେ ସେଟେଲମେଣ୍ଟ ହେଲା ପରେ ଆମଦୁହିଙ୍କର ମାରେଜ ହେବ । ସେଥିପାଇଁ ସେ ଝିଅକୁ ଆମ ଘରକୁ ଆଣି ମୋ ମା, ଙ୍କ ସହ ତା’ ର ଦେଖା ମଧ୍ୟ କରେଇଥିଲି । ହେଲେ ସେ ଚାକିରିଆ ପିଲା ଦେଖି ତା’ ସହ ବାହା ହେଇ ପଳାଇଲା । ତେଣୁ ସେ ତା’ ଲାଇଫରେ ଏବେ ବହୁତ ଭଲ ଖୁସିରେ ଅଛି ।

ସେବେ ଠାରୁ ଏ ଲଭ ଚକର ମୋତେ ଆଉ ଭଲ ଲାଗୁନହିଁ । ଯଦି କୋଉ ଝିଅ ଭଲ ଲାଗିବ । ତାକୁ ଜଣେ ଭଲ ବନ୍ଧୁ କରି ରଖିବ । ଜୀବନ ସାରା ସେ ତମ ସହିତ ଭଲ ବନ୍ଧୁତ୍ଵ ଭୂମିକା ନିଭାଇବ । ହେଲେ ଜଣେ ଝିଅକୁ ଯଦି ପ୍ରେମିକା କରିବ । ତେବେ ଲାଇଫରେ ବହୁତ ପ୍ରକାର ଅସୁବିଧା ଆସିବ । ଶେଷବେଳକୁ ସେଇ ଝିଅ ଭଲ ବର ଭଲ ଘର ଦେଖି ବାହା ହୋଇ ଚାଲିଜୀବ ।

ହେଲେ ଶେଷରେ ପ୍ରକୃତ ଭଲ ପାଇବା ଲୋକ ହିଁ ବହୁତ କଷ୍ଟ ପାଇବ । ତେବେ ସବୁ ଝିଅ ଯଦିଓ ସେମିତି ନୁହନ୍ତି । ହେଲେ କିଛି ଝିଅ ସେହିପରି ଝିଅ ବୋଲି ଆଶୁତୋଷ ମଲିକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଆଶୁତୋଷଙ୍କ କହିବା ଅନୁସାରେ ମୋ ‘ ହିଁ ହେଉଛି ମୋ ପାଇଁ ସବୁକିଛି । ଯଦି ମୋର କେହି କ୍ରଶ ଅଛି ବୋଲି କହିବେ ।

ତେବେ ସିଏ ହେଉଛି ମୋର ମା’ । ତା’ ସହ ମୁଁ ସବୁ କିଛି ଶେୟାର କରେ ସେ ମୋତେ ଜୀବନରେ ଅନ୍ୟ କୋଉ ଝିଅ ପରେ ଧୋକା ଦେବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *