ବିବାହ ସହ ଜଡିଡ କିଛି ଅଜବ ଓ ଲଜ୍ୟା ଜନକ ପରମ୍ପରା, ଯାହାକୁ ଶୁଣିଲେ ଆପଣ ବି ବିଶ୍ଵାସ କରିପାରିବେନି ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ବିବାହ ହିନ୍ଦୁ ଧର୍ମ ରେ ଏକ ପବିତ୍ର ବନ୍ଧନ । ଏଥିରେ ସ୍ୱାମୀ ସ୍ତ୍ରୀ ଉଭୟ ନିଜ ନିଜ ର କର୍ତ୍ତବ୍ୟ କୁ ଭଲ ଭାବରେ ପାଳନ କରିଥାନ୍ତି । କାରଣ ବିବାହ କେବଳ ଦୁଇ ମଣିଷ ଭିତରେ ହୁଏ ନାହିଁ ବରଂ ଦୁଇ ପରିବାର ଭିତରେ ହୁଏ ତେବେ ଏହା ଛଡା ବିବାହ ରେ ମଧ୍ୟ ଅନେକ ପରମ୍ପରା ନୀତି ନିୟମ ରହିଛି ଯାହା ବିବାହ କୁ ଆହୁରି ମଜା ଉତ୍ସାହ ରେ ଭରି ଦିଏ । ତେବେ କିନ୍ତୁ କିଛି କିଛି ସ୍ଥାନରେ ବିବାହ କୁ ନେଇ କିଛି ଏପରି ପରମ୍ପରା ରହିଛି ଯାହାକୁ ଜାଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ଅଜବ ପରମ୍ପରା ବିଷୟରେ ।

୧- ପ୍ରଥମ ରେ ହେଉଛି ଚିନ ରେ କନ୍ୟା ର ପୋଷାକ କାଢ଼ିବା । ଏହି ଦେଶ ରେ ବିବାହ ପରେ ବର ର ସାଙ୍ଗ ମାନେ କନ୍ୟା ର ପୋଷାକ କାଢି ଥାଆନ୍ତି । ତେବେ ତାଙ୍କର ମାନ୍ୟତା ରହିଛି ଯଦି ଏପରି କରିବାକୁ କେହି କନ୍ୟା କହି ଦିଏ ତେବେ ତା ବୈବାହିକ ଜୀଵନ ସୁଖ ମୟ ରହିବ ନାହିଁ । ତେବେ ଏଭଳି ଅଜବ ସେଵଂ ଘୃଣ୍ୟ ପରମ୍ପରା ବନ୍ଦ ହେବା ନିହାତି ଆବଶ୍ୟକ ନଚେତ ଏହି ପରମ୍ପରା ଆଡ଼ରେ କିଛି ବି ଅଘଟଣ ମଧ୍ୟ ହୋଇ ପାରିବ । ତେବେ ଏଭଳି ଘୃ-ଣ୍ୟ ଏବଂ ନି-ନ୍ଦ-ନୀ-ୟ ପରମ୍ପରା କୌଣସି ବିବାହ ରେ ରହିବା ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ଭାରତ । ତେବେ ଭାରତ ର କିଛି ଏଭଳି ସ୍ଥାନ ରହିଛି ଯେଉଁଠି ଆଜି ବି ଅନ୍ଧ ବିଶ୍ୱାସ ଭରି ରହିଛି । ତେବେ ଯଦି କୌଣସି ଝିଅ ର ମା-ଙ୍ଗ-ଳି-କ ଦୋଷ ରହିଥାଏ କିମ୍ବା ଅନ୍ୟ କିଛି ଅସୁବିଧା ଥାଏ ତେବେ ତାର ବିବାହ କୌଣସି ପଶୁ ସହିତ କରାଇ ଦେବେ । ଏହା ଦ୍ୱାରା ସବୁ ଦୋଷ କ-ଟି ଯାଇଯାଏ ବୋଲି କୁହାଯାଏ । ତେବେ ଏହା ପୁଅ ଝିଅ ଉଭୟ ଙ୍କ ଉପରେ ଲାଗୁ ହୋଇଥାଏ । ତେବେ ଆଜି ର ଏହି ନୂତନ ଯୁଗ ଏବଂ ନୂତନ ପିଢ଼ି ରେ ମଧ୍ୟ ଏଭଳି ଅନ୍ଧବିଶ୍ୱାସ ଏବଂ ଅସାମାଜିକ କାର୍ଯ୍ୟ ହୋଇ ଆସୁଛି ।

୩- ତୃତୀୟ ରେ ହେଉଛି କେର୍ଗିସ୍ଥାନ । ସେଠାରେ ଏକ ବଡ଼ ଅଜବ ପରମ୍ପରା ରହିଛି । ଯାହା ହେଉଛି କି ଯଦି କେହି ପୁଅ କୌଣସି ଝିଅ କୁ ଜବରଦସ୍ତ ଉଠାଇ ତାର ରେ-ପ କରିବାରେ ସଫଳ ହୋଇ ଯାଏ ତେବେ ସେହି ପୁଅ କୁ ଝିଅ ର ଯୋଗ୍ୟ ବୋଲି କୁହା ଯିବ । ତେବେ ଏହି ପରମ୍ପରା ର ଆଡ଼ ରେ ଝିଅ ମାନଙ୍କ ସହ ବହୁତ ଖରାପ କାମ ହେଉଛି ।

ତେବେ ଆଜି ବି ଏଭଳି ଲୋକମାନେ ଅଛନ୍ତି ଯେଉଁମାନେ ବିବାହ ନାମ ରେ ଏବଂ ଭଲ ଜୀଵନ ବିତାଇବା ପାଇଁ ଅନ୍ଧ ବିଶ୍ୱାସ ର ସହାରା ନେଇ ଭୁଲ କାର୍ଯ୍ୟ କରି ଆସୁଛନ୍ତି ଏବଂ ତାକୁ ପରମ୍ପରା ର ନାମ ଦେଇ ଦେଉଛନ୍ତି । ତେବେ ଏହି ବିଷୟ ରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *