ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ Ollywood ହୀରୋ Harihar Dash, ଦେଖନ୍ତୁ ବିବାହ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା ଦେଖୁଥିବେ ଏବଂ ନିଜର ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ହେଉ କିମ୍ବା ଧାରାବାହିକ ଆପଣ ମାନେ ଦେଖିବାକୁ ଭୁଲୁ ନଥିବେ । ତେବେ ଆପଣ ମାନେ ଏହା ବି ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡିଆ ର ଯୁଗ ଏବଂ ଲୋକମାନେ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହୁଛନ୍ତି । ତେବେ ଲୋକମାନେ ନିଜ ନିଜର ମନ ପସନ୍ଦ ର କଳାକାର ମାନଙ୍କ ଜୀଵନ ରେ କଣ ଘଟଣା ଘଟୁଛି।

ତାହା ସବୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଜରିଆରେ ଆମେ ସହଜ ରେ ଏବଂ ସୁବିଧା ରେ ଜାଣି ପାରୁଛୁ । ତେବେ ସେମାନଙ୍କ ସହ ମିଶି ମଧ୍ୟ ପାରୁଛୁ । ତେବେ ବର୍ତ୍ତମାନ ସବୁଆଡେ ଚାଲିଛି ବାହାଘର ସିଜିନ ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ବାହାଘର ଉତ୍ସବ ଚାଲୁଛି । ତେବେ କିଛି କଳାକାର ବିବାହ ବନ୍ଧନ ରେ ଆବଦ୍ଧ ହୋଇ ସାରିଛନ୍ତି ଏବଂ ଆଉ କିଛି କଳାକାର ଆଗାମୀ ଦିନ ରେ ବିବାହ କରିବାକୁ ଯାଉଛନ୍ତି ।

ତେବେ ଆପଣ ଅଭିନେତ୍ରୀ ସୋମାଲିନ ଓ ଅନେକ ଅଭିନେତା ଅଭିନେତ୍ରୀ ଙ୍କ ବିବାହ ବିଷୟରେ ଜାଣିଥିବେ ତାହା ଖୁବ ଚର୍ଚ୍ଚା ରେ ରହିଥିଲା । ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଦକ୍ଷ କୋରିଓଗ୍ରାଫର ହରିହର ଦାସ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ତାଙ୍କ ବିଷୟରେ ।

ତେବେ ଆପଣ ମାନେ ମାଷ୍ଟର ହରିହର ଦାସ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ସୁନ୍ଦର କୋରିଓଗ୍ରାଫି ରେ ସମସ୍ତଙ୍କ ମନ କୁ ମୋହି ନେଇଥାନ୍ତି । ତେବେ ସେ ସାର୍ଥକ ଟିଭିରେ ପ୍ରସାରିତ ରିୟାଲିଟି ଶୋ ଡାନ୍ସ ଓଡିଶା ଡାନ୍ସ ରେ ଜଜ ଭାବରେ ମଧ୍ୟ କାମ କରୁଛନ୍ତି । ତେବେ ତାଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ଭଲ ପାଇବା ମଧ୍ୟ ଦିଅନ୍ତି ।


ତେବେ ବର୍ତ୍ତମାନ ମାଷ୍ଟର ହରିହର ଦାସ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ସେ ଗତକାଲି ସୁନ୍ଦରୀ ଡାକ୍ତର ସ୍ଥିଥପ୍ରଜ୍ଞା ଙ୍କୁ ବିବାହ କରିଛନ୍ତି ଯିଏ କି ସେ ଜଣେ ଅଭିନେତ୍ରୀ ଏବଂ ତା ସହ ଫେମିନା ମିସ ଇଣ୍ଡିଆ ର ଫାଇନାଲିଷ୍ଟ ମଧ୍ୟ । ତେବେ ଦୁହିଁଙ୍କ ବାହାଘର ର ଅନେକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି ଯେଉଁଥିରେ ଦୁହେଁ ଡାନ୍ସ କରୁଥିବାର ନଜର ମଧ୍ୟ ଆସୁଛନ୍ତି ।

ଦୁହେଁ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଏବଂ ଦୁହିଁଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଲାଗୁଚି । ତେବେ ଏହି ସବୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ଆପଣ ଙ୍କୁ ଏହି ଯୋଡି କିପରି ଲାଗୁଛି ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *