ଏହି ଭୟଙ୍କର ନାଗ (Cobra) ର ଆକ୍ରମଣ ରୁ ମା’ ଜଣଙ୍କ କେମିତି ନିଜ ପିଲାଙ୍କୁ ବଞ୍ଚେଇଲେ ଦେଖିଲେ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ ସାପ ମାନଙ୍କୁ ବହୁତ ଡରୁ ଛନ୍ତି ହେଲେ ଗୋଟେ ସମୟ ଏପରି ମଧ୍ୟ ଥିଲା ଯେବେ ଲୋକମାନେ ସାପ ଦେଖିଲେ ତାଙ୍କର ପୂଜା କରୁଥିଲେ । ସାଧାରଣତଃ ନାଗ ସାପର ବହୁତ ଧାର୍ମିକ ମାନ୍ୟତା ରହିଛି । ଭଗବାନ ଶିବ ନାଗକୁ ସର୍ବଦା ନିଜ ବେକରେ ଧାରଣ କରନ୍ତି । ସେଥିପାଇଁ ଆଗ କାଳରେ ନାଗ ସାପର ବହୁତ ପୂଜା ଅର୍ଚ୍ଚନା କରାଯାଉଥିଲା । ହେଲେ ବର୍ତ୍ତମାନର ସମୟରେ ଲୋକମାନେ ସାପ ଦେଖିଲେ ତାଙ୍କୁ ମା-ରି ଦେଉଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓର ରହସ୍ୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଗୋଟେ ନାଗ ସାପ ଏକ ମହିଳାଙ୍କ ଘରେ ପସିଯାଇଥିଲା । ସାପଟି ଘର କାନ୍ଥରେ ଲୁଚି ରହିଥିଲା । ଯେତେବେଳେ ମହିଳା ଜଣକଙ୍କୁ ସାପ ବିଷୟରେ ଜଣା ପଡିଥିଲା ସେତେବେଳେ ସେ ନିଜ ଛୁଆ ମାନଙ୍କୁ ଧରି ବାହାରକୁ ଚାଲି ଯାଇଥିଲେ ଓ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ । ମହିଳା ଜଣକ ସଂପୂର୍ଣ୍ଣ ଭାବରେ ଡରି ଯାଇଥିଲେ । ଏହା ପରେ ଏକ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ ।

ସାପ ଧରାଳି ଜଣକ ଘର କାନ୍ଥ ଭିତରୁ ବହୁତ କଷ୍ଟରେ ସେହି ସାପକୁ ବାହାର କରିଥିଲେ । ନାଗ ସାପଟି ବହୁତ ବଡ ଓ ବି-ଷ-ଧ-ର ଥିଲା ବୋଲି ସାପ ଧରାଳି ଜଣକ କହିଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କ ଘର ଆଖ ପାଖରେ କୌଣସି ସାପ ଦେଖନ୍ତି ତା ହେଲେ ଆପଣ ସେହି ସାପକୁ ନମାରି ବନ ବିଭାଗକୁ ତାର ସୂଚନା ଦେବା ଉଚିତ ।

Leave a Reply

Your email address will not be published. Required fields are marked *