Jyoti ଙ୍କୁ ଝୁରୁଛି ଘର, ଏବେ ଜ୍ୟୋତି କେବଳ ସ୍ମୃତିର ଆଲବମରେ ଫଟୋ, ଦେଖନ୍ତୁ ତାଙ୍କର କିଛି Photo ଆଲବମ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ । ଆପଣ ମାନେ ଜ୍ୟୋତିଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କାଲି ଜ୍ୟୋତିଙ୍କ ମୃ-ତ ଶରୀର ତାଙ୍କ ପରିବାର ବାଲାଙ୍କୁ ଦିଆଯାଇଥିଲା । ପୁଅର ମୃ-ତ୍ୟୁ ପରେ ବାପା ମା ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ଜ୍ୟୋତିଙ୍କୁ ଝୁରୁଛି ତାଙ୍କ ଘର ।

ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜ୍ୟୋତିଙ୍କ ପଢା ଟେବୁଲ ଯେଉଁଠି ସେ ପାଠ ପଢନ୍ତି ତାଙ୍କ ବହି ଖାତା, ତାଙ୍କ ଘଣ୍ଟା ଆଦି ସବୁ ଅଛି ହେଲେ ସେ ନାହାନ୍ତି । ତାଙ୍କ ଫଟୋକୁ ଦେଖି ତାଙ୍କ ମା କାନ୍ଦି କାନ୍ଦି ଚେତା ଶୂନ୍ୟ ହୋଇଯାଉଛନ୍ତି ତ ତାଙ୍କ ବାପା କଣ କରିବେ କିଛି ବୁଝି ପାରୁ ନାହାନ୍ତି । ବାପା ମା ଓ ତାଙ୍କ ବୁଢୀ ଜେଜ ମା କାନ୍ଦି କାନ୍ଦି ବହୁତ ଖରାପ ଅବସ୍ଥା ହୋଇଯାଇଛି ।

ବନ୍ଧୁଗଣ ସରକାରଙ୍କ ଏହି ପରିକା ଅବହେଳା ପାଇଁ ଆଜି ଗୋଟେ ପରିବାର ତାଙ୍କର ଗୋଟିଏ ଅଲିଆଳି ପୁଅକୁ ହରେଇ ବସିଛନ୍ତି । ଯଦି ରାସ୍ତା ଓ ନାଳ କମ ଠିକ ଭାବରେ ହୋଇ ଯାଇଥାନ୍ତା ତା ହେଲେ ବୋଧେ ଜ୍ୟୋତି ଆଜି ତାଙ୍କ ପରିବାରଙ୍କ ସହ ଥାଆନ୍ତେ । ଘର ଲୋକଙ୍କୁ ୫ ମିନିଟ କହି ଯାଇଥିଲେ ଜ୍ୟୋତି ହେଲେ ଆଉ ଫେରିଲେ ନାହିଁ । ଅଧିକ ବର୍ଷା ହେତୁ ନାଳରେ ପାଣି ଜମା ହୋଇଯାଇଥିଲେ ଯେଉଁଠି ତାଙ୍କ ଗୋଡ ଖସି ଯାଇଥିଲା ଓ ସେ ଭାସି ଚାଲି ଯାଇଥିଲେ ।

ଜ୍ୟୋତିଙ୍କ ସାହି ପଡିଶା ଲୋକ ମଧ୍ୟ ମ-ର୍ମା-ହ-ତ ଅବସ୍ତାରେ ଅଛନ୍ତି । ଗତ କାଲି ଯେତେବେଳେ ଜ୍ୟୋତିଙ୍କ ମୃ-ତ ଶରୀର ତାଙ୍କ ସାହି ଭିତରକୁ ଅଣା ଯାଇଥିଲା ସେତେବେଳେ ତାଙ୍କ ସାହି ପଡିଶା ଲୋକଙ୍କ ଆଖିରୁ ଲୁହ ଝରୁଥିଲା । ଯେଉଁ ସାହି ଓ ଦାଣ୍ଡରେ ଜ୍ୟୋତି ଖେଳୁଥିଲେ ସେହି ସାହି ଭିତରକୁ କେବେ ଜ୍ୟୋତିଙ୍କ ମୃ-ତ ଶରୀର ଆସିବ ବୋଲି କେହି କଳ୍ପନା କରି ନଥିଲେ ।

ଜ୍ୟୋତିଙ୍କ ପରିବାର ଲୋକ ତାଙ୍କର ଫଟୋ ଦେଖି ବହୁତ କାନ୍ଦୁ ଛନ୍ତି ଓ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ସୋ-ସି-ଆ-ଲ ମି-ଡି-ଆରେ ଜ୍ୟୋତିଙ୍କ ଘରର ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟନା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *