ଭୁଲରେ କେବେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ୩ ଟି ଜିନିଷ, ନହେଲେ ସାରା ଜୀବନ ପସ୍ତେଇବେ

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ସୁନ୍ଦର ଦୁନିଆକୁ ଭଗବାନ ରଚନା କରିଛନ୍ତି । ଭଗବାନ କେବଳ ମଣିଷ କୁ ନୁହେଁ ଏହା ସହିତ ପଶୁ ପକ୍ଷୀ ଓ ଗଛ ଲତା ଭଳି ଅନେକ ଜୀବଜନ୍ତୁଙ୍କୁ ସବୁ ରଚନା କରିଛନ୍ତି । ଭଗବାନ ଯେତେବେଳ ମଣିଷ ତିଆରି କଲେ ସେତେବେଳେ ମଣିଷ କୁ ତିନି ଭାଗ ରେ ବିଭକ୍ତ କରି ଦେଇଥିଲେ । ଯେଉଁଥିରେ ଗୋଟେ ପୁରୁଷ ର ନାମ ଦିଆ ହେଲା, ଦ୍ଵିତୀୟ ଟି ସ୍ତ୍ରୀ ଓ ତୃତୀୟ ଟି କିନ୍ନର ବୋଲି ଦିଆଗଲା । ଏମିତିକି କିନ୍ନର ଆମ ସମାଜର ଏକ ଅଙ୍ଗ ହୋଇଥିଲେ ମଧ୍ୟ ଏବେ ବି ସେମାନଙ୍କୁ ଘୃଣ୍ୟ ନଜରରେ ଦେଖାଯାଏ ।

କିନ୍ନର ମାନେ ନା ପୁରା ଭାବରେ ପୁରୁଷ ନା ପୁରା ଭାବେ ସ୍ତ୍ରୀ ଅଟନ୍ତି । ଏମାନେ ଏହି ପୁରୁଷ ଓ ସ୍ତ୍ରୀ ର ଉଭୟ ମିଶ୍ରଣ ହୋଇଥାନ୍ତି । ବହୁତ କିନ୍ନର ସାଧାରଣ ଲୋକଙ୍କ ପରି ଦେଖା ଯାଆନ୍ତି । କିନ୍ନର ମାନଙ୍କୁ କେହି ଇଜ୍ଜତ୍ ଭରା ନଜରରେ ଦେଖନ୍ତି ନାହିଁ । ଆମେ ମଣିଷ ସମାଜ ଏହାକୁ ଭୁଲି ଯାଉ କି ଭାଗବାନ ସବୁ ମଣିଷଙ୍କ ଭିତରେ ରୁହନ୍ତି କିନ୍ତୁ ଏହା ସତ୍ତ୍ୱେ ଆମେ ସବୁବେଳେ କିନ୍ନରଙ୍କୁ ମାନବିକତା ଦୃଷ୍ଟି କୋଣରୁ ଆଲଗା ବୋଲି ଧରି ନେଇଥାଉ ।

ଯେତେବେଳ କୌଣସି ବ୍ୟକ୍ତିଙ୍କ ଘରେ ପୁଅ କି ଝିଅ ଜନ୍ମ ହୁଏ ସେତେବେଳେ ସେମାନେ ଖୁସିକୁ ମନାଇବା ପାଇଁ ନାଚି ଉଠନ୍ତି । କିନ୍ତୁ ଯଦି କାହା ଘରେ କିନ୍ନର ଜନ୍ମ ନିଏ ତାହାଲେ ତାଙ୍କ ଘରେ ଖୁସି ବଦଳରେ ସେ ଘରେ ଶୋକ ପାଳନ କରିଥାନ୍ତି ଏବଂ ସାମାଜ ନଜର ରୁ ଲୁଚି କରି ତାକୁ ଅନାଥ ଆଶ୍ରମ କିମ୍ବା ବାହାରେ ଛାଡି ଦିଆ ଯାଇଥାଏ । ଏମାନେ ଆମ ସମାଜରେ ରହି ମଧ୍ୟ ଆମ ସମାଜର ଭାଗୀଦାରି ହୋଇପାରନ୍ତି ନାହିଁ ।

ଏମାନଙ୍କୁ ସମସ୍ତଙ୍କ ଦ୍ଵାରା ପ୍ରତାଡିତ ହେବା ପରେ ସେମାନେ ନାଚ ଗୀତ କରି ନିଜକୁ ବଞ୍ଚିବାକୁ ପଡିଥାଏ । ହିନ୍ଦୁ ଧର୍ମ ମାନ୍ୟତା ରହିଛି ଯେ ଗୋଟେ କିନ୍ନର ର ଆଶୀର୍ବାଦ ରେ ବହୁତ ଶକ୍ତି ରହିଛି । କିନ୍ନର ର ଆଶୀର୍ବାଦ ଭଗବାନ ଙ୍କ ପାଖରେ ବହୁତ ଶୀଘ୍ର ପହଞ୍ଚି ଥାଏ ଠିକ୍ ସେହିପରି କିନ୍ନରଙ୍କ ଅଭିଶାପ ଜଣଙ୍କର ଜୀବନ ମଧ୍ୟ ବେକାର କରିଦେଇଥାଏ ।

ଆମେ ଆପଣାଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ କି ଆପଣ କେବେ ବି କିନ୍ନର ମାନଙ୍କୁ ଏହି ସବୁ ଜିନିଷ ଦାନ ସ୍ଵରୁପ ଦେବେ ନାହିଁ । କାହିଁକି ନା ଏହା କରିବା ଦ୍ୱାରା ଆପଣ ଏହାର ପାପର ଭାଗୀଦାରୀ ହେବେ ଯାହାର ଭରଣ ଆପଣଙ୍କୁ ସାରା ଜୀବନ କରିବାକୁ ପଡିପାରେ ।

ବହୁତ ଲୋକ ଗରିବଙ୍କୁ ଦାନ କରିବା ଏକ କର୍ତ୍ତବ୍ୟ ବୋଲି ଧରିଥାନ୍ତି । ଏମିତିକି ତାଙ୍କ ଘରେ ଯାହା ବି କିଛି ପୁରୁଣା ଜିନିଷ ବା ବସ୍ତ୍ର ଥାଏ ସେମାନେ ସେଗୁଡିକ ତାଙ୍କୁ ଦାନ କରିଥାନ୍ତି । କିନ୍ତୁ ଶାସ୍ତ୍ରର କହିବା ଅନୁସାରେ ଆମକୁ କେବେ ବି ପୁରୁଣା କପଡା କୌଣସି କିନ୍ନର କୁ ଦାନ ଦେବା ଉଚିତ ନୂହେଁ । ଏହା କରିବା ବହୁତ ଅଶୁଭ ବୋଲି ଧରାଯାଏ । ଏହା ଦ୍ଵାରା କିନ୍ନର ମାନଙ୍କ ଆତ୍ମସମ୍ମାନକୁ ଗଭୀର ଆଘାତ ଲାଗିଥାଏ ଏବଂ ସେମାନଙ୍କ ଅଭିଶାପ କେବେ ବି ଆମର ପିଛା ଛାଡ଼ି ନଥାଏ । ଯେତେବେଳେ ଆପଣ କିନ୍ନରକୁ କପଡା ଦାନ କରିବାକୁ ଚାହାଁନ୍ତି ତାହେଲେ ସେମାନଙ୍କୁ ସର୍ବଦା ନୂଆ କପଡା ଦାନ କରନ୍ତୁ । ଏହାଦ୍ଵାରା ଆପଣଙ୍କର ରାହୁ ଓ କେତୁ ଗ୍ରହଙ୍କ ଦୋଷ ଦୂର ହୋଇଥାଏ ।

ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଇଛି । କିନ୍ତୁ ଗୋଟେ କିନ୍ନରକୁ ଝାଡୁ ଦାନ କରିବା ଏକ ଅଶୁଭ ଲକ୍ଷଣ ହୋଇଥାଏ । ଏହି ଭଳି କରିବା ଦ୍ୱାରା ଆମ ଘରେ ଆର୍ଥିକ ସଂକଟ ଦେଖା ଦେଇଥାଏ । ଯଦି ଆପଣ ଝାଡୁ ଦାନ କରିବା ପାଇଁ ମନସ୍ଥ କରିଛନ୍ତି ତାହାଲେ ଆପଣ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ଦାନ କରିପାରିବେ ।

ତେଲର ଦାନ କରିବା ଦ୍ଵାରା ଶନିଙ୍କ ଦୋଷ ଦୂର ହୋଇଥାଏ । ଏଥିପାଇଁ କେବେ ବି କିନ୍ନରକୁ ତେଲ ଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ । ଯଦି ଆପଣ ଶନି ଦୋଷରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତାହାଲେ କୌଣସି ଗରିବଙ୍କୁ ଦାନ କରନ୍ତୁ କିମ୍ବା ପାଖରେ ଥିବା ଶନି ମନ୍ଦିରରେ ତେଲ ଦାନ କରନ୍ତୁ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *