‘ଉଲ-ଗଗ୍ନ ହୋଇ ଭିଣେଇକୁ କରୁଥିଲେ ଭିଡିଓ କଲ୍, ଦେଖିଦେଲା ସ୍ଵାମୀ, ଆଉ ତା’ପରେ ଯାହା ହେଲା…’ ମିଳିଲା ସିସିଟିଭି ଫୁଟେଜ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ନବ ବିବାହିତା ବୋହୁ ଚଉଠି ରାତି ପରଦିନ ନିଜ ସ୍ଵାମୀକୁ ଚଖମା ଦେଖାଇ ଛୁ କରିଛି । ତେବେ ବନ୍ଧୁଗଣ ଏନେଇ ଗତ କାଲି ସ୍ଵାମୀ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ ସୂଚନା ଦେଇଥିଲା । ଏବେ ଏହି ଘଟଣାକୁ ନେଇ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ନବ ବିବାହିତା ସ୍ତ୍ରୀ କେମିତି ଘରୁ ବାହାରି ଯାଉଥିଲା ସେହି ଦୃଶ୍ୟ ଏବେ କଏଦ ହୋଇଛି ଏହି ସିସିଟିଭିରେ ।

ବନ୍ଧୁଗଣ ଟିକେ ଦେଖନ୍ତୁ ଏହି ସିସିଟିଭି ଫୁଟେଜ । ବୋହୁ ମନ୍ଦିର ଯିବ ବୋଲି ଶଶୁରଙ୍କ ଠାରୁ ଅନୁମତି ଆଣିଥିଲା । ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରକୁ ପୁଅ ସହ ଯାଇଥିଲା । ପୁଅକୁ ମାଆଡ ମାଆରିଇ ସେଇଠି ଫେରାର । ଆଉ ଏହି ସିସିଟିଭି ଫୁଟେଜ ହେଉଛି ସେହି ସମୟର ଯେତେବେଳେ ନବବଧୂ ଘରୁ ମନ୍ଦିରକୁ ଯାଉଥିଲେ । ତେବେ ରାତିରେ ବୋହୁ ଯାହା ତ କରିଥିଲା କିନ୍ତୁ ସକାଳେ ମନ୍ଦିର ବାହାନାରେ ବୋହୁ ସେଠାରୁ ଚମ୍ପଟ ମାଆରିଇଲା ।

ଘରକୁ ଏକ ସୁନ୍ଦରିଆ ବୋହୁଟିଏ ଆଣିଥିଲେ ହେଲେ ଏହି ସୁନ୍ଦରୀ ବୋହୁ ମୁହଁରେ ଲୁଚି ରହିଥିଲା ସୈଐତାନ ଚାଲାକି । ବୋହୁର ମୁଣ୍ଡ ତଳେ ଖତର୍ନାକ ଚିନ୍ତାଧାରା ଥିଲା । ଭେଣେଇକୁ ନ୍ୟୁୟୁଉଡ୍ ଭିଡିଓ କଲ୍ କରୁଥିଲେ । ବାହାଘର ହେବାର 24 ଘଣ୍ଟା ହୋଇ ନଥିଲା ହେଲେ ରାତିରେ ଭେଣେଇ ସହ ନ୍ୟୁୟୁଉଡ୍ ଭିଡିଓ କଲ୍ କରୁଥିଲେ । ସେହି ଭିଡିଓ କଲ୍ ରେ ବୋହୁ ଅସଂଯଅତ ଅବସ୍ଥାରେ ଥିଲେ।

ଦିନରେ ବାହାଘର ସରିଲା ହେଲେ ରାତିରେ ନ୍ୟୁୟୁଉଡ୍ ଭିଡିଓ କଲ୍ ଚାଲିଲା । ଆଉ ସେହି ସମୟରେ ହଠାତ ସ୍ଵାମୀର ନିଦ ଭାଙ୍ଗି ଗଲା । 7 ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀକୁ ଏଭଳି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଵାମୀ । ଆଉ ସେପଟେ ବୋହୁର ନ୍ୟୁୟୁଉଡ୍ ଶରୀରକୁ ଦେଖି ମଜା ନେଉଥିଲେ ଭେଣେଇ । ଏହି କାଣ୍ଡ ଦେଖି ଆବାକ ହୋଇଯାଇଥିଲା ସ୍ଵାମୀ । ସ୍ତ୍ରୀଙ୍କ ଏପରି ଅବସ୍ଥା ଦେଖି ରାଗିଗଲେ ସ୍ଵାମୀ ଆଉ ପଚାରିଥିଲେ ଏ ସବୁ କଣ ।

ହେଲେ ସେହି ସମୟରେ ସ୍ତ୍ରୀ ନିଜ ଭୁଲ ମାନିଲେ ଆଉ ଭୁଲ ବି ମାଗି ଥିଲେ । ଏ କଥା ଆମେ କହୁନୁ ଏ କଥା ସ୍ଵାମୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ତେବେ ଭେଣେଇ ଏହି ପୁରା କାହାଣୀର ଲେଖକ ଭଳି ଲାଗୁଛନ୍ତି । ଭେଣେଇ ବୋଧେ ଶାଳିକୁ କହିଥିଲେ ବାହା ହେବା ପରେ ସବୁ ଚାଲିବ ଆମ ଭିତରେ ଲୁଚି ଲୁଚି । ହେଲେ ଯେତେବେଳେ ଧରା ପଡିଗଲା ସବୁ କିଛି ସେତେବେଳେ ଯୋଜନା ପ୍ରସ୍ତୁତ ହେଲା । ଘର ଛାଡି କେମିତି ଯିବେ ନବ ବିବାହିତା ଆଉ ମନ୍ଦିର ବାହାନାରେ ଏମିତି ହୋଇଥିଲେ ଫେରାର ।

Leave a Reply

Your email address will not be published. Required fields are marked *