ଝିଅ ମାନଙ୍କୁ ଟେକି ନେଉଛନ୍ତି…ୟୁକ୍ରେନ ରୁ ଭାରତୀୟ ଛାତ୍ରୀ ଜଣଙ୍କ ଯାହା କହିଲେ ଶୁଣିଲେ ଆପଣ ଭୟରେ ଥରିବେ ! ଦେଖନ୍ତୁ Video

ବନ୍ଧୁଗଣ ଗତ ୭ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ଏହି ଯୁଦ୍ଧରେ ୟୁକ୍ରେନର ଜନସାଧାରଣ ମାନେ ବଳି ପଡିଯାଉଛନ୍ତି । କାରଣ କାହା ଉପରେ ମୃତ୍ୟୁର ବୋମା ପଡିବ କେହି ଜାଣି ନାହାନ୍ତି । ତେବେ ଏପରି ସମୟରେ ୟୁକ୍ରେନରେ ଆମ ଭାରତୀୟ ଛାତ୍ର ଛାତ୍ରୀ ମାନେ ଅଛନ୍ତି ଓ ସେମାନଙ୍କୁ ଅଣା ଯାଉଥିବାର କହବର ମଧ୍ୟ ଭାଇରାଲ ହେବାରେ ଲାଗିଛି । ହେଲେ ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଏହି ଭିଡିଓରେ ୟୁକ୍ରେନରେ ଫଶି ଥିବା ଜଣେ ଭାରତୀୟ ଯୁବତୀ କହୁଛନ୍ତି-‘ହେଲୋ ମୋ ନାଁ ହେଉଛି ଗର୍ବା ମିଶ୍ର ମୁ ଉତ୍ତରପ୍ରଦେଶରେ ରୁହେ । ଆମେ କିବ୍ ରେ ସଂପୂର୍ଣ୍ଣ ରୂପେ ଚାରି ଆଡୁ ଫଶି ଯାଇଛୁ । ଏଠାରେ ଆମକୁ କେହି ସହାୟତା କରୁ ନାହାନ୍ତି ଆଉ ମୋତେ ଲାଗୁନି ଆମକୁ କିଏ ହେଲ୍ପ କରିପାରିବ ବୋଲି । ଆମେ ଆମ୍ବାସିକୁ ଫୋନ କରୁଛୁ ହେଲେ ଆମ୍ବାସି ଆମ ଫୋନର ଉତ୍ତର ଦେଉ ନାହିଁ’ ।

ଆଗକୁ ସେ କହୁଛନ୍ତି-‘ଏଠାରେ ଗତ କାଲି କିଛି ଲୋକ ଆସିଥିଲେ ପାଟିତୁଣ୍ଡ କରିଲେ ଓ ଗେଟ ଭାଙ୍ଗିବା ପାଇଁ ଚେଷ୍ଟା କରିଲେ ହେଲେ ଆମେ କିଛି ଜାଣି ନାହୁଁ । ଆମେ ଏବେ ଭାବୁ ଥିଲୁ କେମିତି କଣ କରିକି ଏଠୁ ବାହାରିବା ପାଇଁ ହେଲେ ମୋର ଜଣେ ସାଙ୍ଗ ଏବେ ମୋତେ କହିଲା ଆମ ଭାରତୀୟ ଲୋକ ମାନେ ବସ ଓ କାରରେ ଯାଉଛନ୍ତି’ ।

ଆଗକୁ ଯୁବତୀ କହୁଛନ୍ତି-‘ହେଲେ ରାସ୍ତାରେ ଋଷ ସୈନିକ ମାନେ ସେମାନଙ୍କ ଉପରେ ଫାଇରିଙ୍ଗ କରୁଛନ୍ତି ଓ କେବଳ ଭାରତୀୟ ଯୁବତୀ ମାନଙ୍କୁ ଟେକି ନେଇଯାଉଛନ୍ତି ।କୁହାଯାଉଛି ରୋମନିଆ ସୈନିକ ମାନେ ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି ଓ ତାଙ୍କୁ ମାରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *