ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର 3 ଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ବନ୍ଧୁଗଣ ଭାରତର ସବୁଠାରୁ କଠିନ ସରକାରୀ ଚାକିରି ପରୀକ୍ଷା ହେଉଛି IAS ଏବଂ IPS ପରୀକ୍ଷା । ବିଦ୍ୟାର୍ଥୀ ଏହି ପରୀକ୍ଷାରେ ସଫଳ ହେବା ପାଇଁ ବହୁତ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଏହି ପରୀକ୍ଷାରେ ଉତିର୍ଣ୍ଣ ହୋଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତୀୟ ପ୍ରଶାସନର କିଛି ସୁନ୍ଦର ମହିଳା IAS ଓ IPS ଅଫିସରଙ୍କ ବିଷୟରେ କହିବୁ । ଏହି ମହିଳା ଅଫିସର ମାନେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏହି ମହିଳା IAS ଓ IPS ଅଫିସରଙ୍କ ବିଷୟରେ ।

ମେରିନ ଯୋଶେଫ- ମେରିନ ୨୦୧୧ରେ ନିଜର ପ୍ରଥମ ପ୍ରୟାସରେ ୟୁପିଏସି ପରିକ୍ଷାରେ ସଫଳତା ପାଇଥିଲେ । ସିଭିଲ ସେବା ପରୀକ୍ଷାରେ ଉତିର୍ଣ୍ଣ ହେବା ପରେ ସେ ପୋଲିସରେ ଭର୍ତ୍ତି ହୋଇଥିଲେ । ଯୋଶେଫ ନିଜ ବ୍ୟାଚର ସବୁଠାରୁ କମ ବୟସର ଆଇପିଏସ ଅଫିସର ଅଟନ୍ତି । ୨୦୧୫ରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଏକ ସଂଗଠନରେ ସେ ଭାରତର ପ୍ରତିନିଧି ମଣ୍ଡଳର ନେତୃତ୍ଵ ନେଇଥିଲେ ।

ସ୍ମିତା ସଭରୱାଲ- ମାତ୍ର ୨୩ ବର୍ଷ ବୟସରେ ଆଇ ଏସ ପରୀକ୍ଷାରେ ସଫଳତା ପାଇଥିବା ସ୍ମିତା କମର୍ସ ସବଜେକ୍ଟ ନେଇ ଗ୍ରାଜୁଏସନ କରିଛନ୍ତି । ସ୍ମିତାଙ୍କୁ ଅଲ୍ ଇଣ୍ଡିଆ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନ ମିଳିଥିଲା । ତାଙ୍କର ପ୍ରଥମ ନିଯୁକ୍ତି ଚିତୋର ଜିଲ୍ଲାରେ ସବ କଲେକ୍ଟର ରୂପରେ ମିଳିଥିଲା । ଏହା ପରେ ସେ ବହୁତ ଜିଲ୍ଲାରେ କାମ କରିବା ପରେ ତାଙ୍କୁ କରିମ ନଗର ଜିଲ୍ଲାର ଡିଏମ କରା ଯାଇଥିଲା ।

ଟିନା ଡାବି- ୨୦୧୬ରେ ଟିନା ମାତ୍ର ୨୨ ବର୍ଷ ବୟସରେ ୟୁପିଏସସିର ପ୍ରଥମ ପ୍ରୟାସରେ ଉତିର୍ଣ୍ଣ ହୋଇଯାଇଥିଲେ । ଟିନାଙ୍କ ଜନ୍ମ ଭୋପାଳରେ ହୋଇଥିଲା ହେଲେ ଯେତେବେଳେ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କ ପୁରା ପରିବାର ଦିଲ୍ଲୀରେ ସିଫ୍ଟ ହେଇଗଲା । ଟିନା ୨୦୧୧ରେ ଦିଲ୍ଲୀର ଲେଡିଜ ଶ୍ରୀରାମ କଲେଜରେ ପାଠ ପଢିଥିଲେ । ସେହି କଲେଜରେ ସେ ରାଜନୀତି ବିଜ୍ଞାନରେ ବିଏ କରିଥିଲେ ।

ବି ଚନ୍ଦ୍ରକଳା- ବି ଚନ୍ଦ୍ରକଳାଙ୍କ ଜନ୍ମ ୨୭ ସେପ୍ଟେମ୍ବର ୧୯୭୯ରେ ଆନ୍ଧ୍ର ପ୍ରଦେଶରେ ହୋଇଥିଲା । ୨୦୦୮ ବ୍ୟାଚର ଇଉପିଏସସି ପରୀକ୍ଷାରେ ଚନ୍ଦ୍ରକଳାଙ୍କର ଅଲ୍ ଇଣ୍ଡିଆ ରାଙ୍କିଙ୍ଗ ୪୦୯ ଥିଲା । ଚନ୍ଦ୍ରକଳା ହାଇଦ୍ରାବାଦର କୋଟି ମହିଳା ବିଦ୍ୟାଳୟରେ ବିଏମଏ ଗ୍ରାଜୁଏସନ କରିଥିଲେ ।

ଶ୍ରୀଷ୍ଠୀ ଦେଶମୁକ- ୟୁପିଏସସି ୨୦୧୯ ପରୀକ୍ଷାରେ ଭୋପାଳର ଶ୍ରୀଷ୍ଠୀ ଅଲ୍ ଇଣ୍ଡିଆ ରାଙ୍କ ୧ ରେ ଆସିଥିଲେ । ଏମିତି ବହୁତ କମ ଦେଖିବାକୁ ମିଳିଥାଏ ଯେ, ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳତା ମିଳିବାର । ଶ୍ରୀଷ୍ଠୀ ରାଜୀବ ଗାନ୍ଧୀ ବିଶ୍ଵ ବିଦ୍ୟାଳୟରେ ନିଜ ପାଠ ପଢା କମ୍ପ୍ଲିଟ କରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *