ଭାରତର Top 8 ଭାରତୀୟ ଖେଳାଳୀ ଯାହାଙ୍କ ଅପାଖରେ ଉଚ୍ଚ ସରକାରୀ ପଦବୀ, ଦେଖନ୍ତୁ କାହା ପାଖରେ ଅଛି କେଉଁ ଚାକିରି ?

ବନ୍ଧୁଗଣ ଆପଣ ମାନେ ଭାରତୀୟ ଖେଳାଳି ମାନଙ୍କୁ ଫିଲ୍ଡ ଉପରେ ଖେଳୁଥିବାର ନିଶ୍ଚୟ ଦେଖିଥିବେ । ସେମାନେ ନିଜର ଭଲ ପ୍ରଦର୍ଶନ ଦ୍ଵାରା ଦର୍ଶକ ମାନେ ବହୁତ ପ୍ରଶଂସା କରିଥାନ୍ତି । ଏମିତି କିଛି ଖେଳାଳି ଅଛନ୍ତି ଯେଉଁ ମାନେ ନିଜର ବେଷ୍ଟ ପର୍ଫୋମାଂସ ଦ୍ଵାରା ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଖେଳାଳି ମାନେ କେଉ ଠାରେ ଚାକିରି କରିଛନ୍ତି ବା କେଉଁ କାମ କରନ୍ତି ? ତେବେ କେଉଁ ଖେଳାଳି କଣ କାମ କରନ୍ତି ଆସନ୍ତୁ ଜାଣିବା ବିସ୍ତାର ଭାବେ । 

୧- ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଏମ ଏସ ଧୋନୀ । ଧୋନୀ ୨୦୧୧ରେ ଭାରତ ପାଇଁ ୱାର୍ଲ୍ସ କପ ଜିତିଥିଲେ ।

ସେଥିପାଇଁ ତାଙ୍କୁ ଭାରତୀୟ ଆର୍ମୀ ତରଫରୁ ଲେଟିନାଲ କର୍ଣ୍ଣର ର ପଦବି ଦିଆଯାଇଥିଲା । ସେ ହେଉଛନ୍ତି ଦ ଇଣ୍ଡିଆନ୍ସ ଲିମିଟେଡର ଭାଇସ ପ୍ରେସିଡେନ୍ଟ । ୨- ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ସେ ଯେଉଁଠି କାମ କରନ୍ତି ସେଠାରେ ଧୋନୀ ବି କାମ କରନ୍ତି ।

ସେଠାରେ ଧୋନୀ ଉପର ପୋଷ୍ଟରେ ଥିବା ବେଳେ ତଳ ପୋଷ୍ଟରେ ଅଛନ୍ତି ଦିନସେହ । କାର୍ତ୍ତିକ ହେଉଛନ୍ତି ଦ ଇଣ୍ଡିଆନ୍ସ ଲିମିଟେଡର ମ୍ୟାନେଜର ।

୩- ଆମ ଲିଷ୍ଟର ତୃତୀୟରେ ଅଛନ୍ତି ରୋହିତ ଶର୍ମା । ସେ ଏ ଯାଏଁ କୌଣସି ଚାକିରି ରେ ଆସୋସିଏଟ ନାହାନ୍ତି । କିନ୍ତୁ ସେ ହେଉଛନ୍ତି ଆରଡି ଦାସର ବ୍ରାଣ୍ଡ ଆମ୍ବାସଡର । ସେଠାରେ ସେ ବହୁତ ମୋଟା ରକମର ଟଙ୍କା ଇନକମ କରୁଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥରେ ଅଛନ୍ତି ଭାରତର ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ । ସେ ଏ ଯାଏଁ କୌଣସି ଚାକିରି କରି ନାହାନ୍ତି । ସେ ତାଙ୍କର ସ୍ତ୍ରୀଙ୍କ ଡେକୋରେଟ ବ୍ୟବସାୟ ସମ୍ଭାଳିବାରେ ସାହାଜ୍ଯ କରୁଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ବିରାଟ କୋହଲି । ସେ ବ୍ୟବସାୟ କରିବା ସହ ବହୁତ ସାରା ବ୍ରାଣ୍ଡ ରେ ବ୍ରାଣ୍ଡ ଆମ୍ବାସଡର ଥିବା ବେଳେ ଆଡଭର୍ଟଟାଇଜ ରେ ବହୁତ ସାରା ଇନକମ କରୁଛନ୍ତି । 

୬- ଆମ ଲିଷ୍ଟରେ ଷଷ୍ଠରେ ଅଛନ୍ତି ଭୁବନେଶ୍ଵର କୁମାର ଓ ଜସପ୍ରିତ ବମହ୍ରା ଗୋଟିଏ ବ୍ରାଣ୍ଡରେ କାମ କରୁଛନ୍ତି । ସେହି ବ୍ରାଣ୍ଡଟି ହେଉଛି ଆରସିସି । ଆଉ ଏହି କମ୍ପାନୀ ଭାରତର ସବୁ ପ୍ରକାରର କ୍ରିକେଟ କିଟ ବନାଉଥିବାର ନଜର ଆସୁଛି । ଏହି କମ୍ପାନୀରେ ଦୁଇ ବୋଲର ଙ୍କୁ ବଡ ପଦରେ ନିଯୁକ୍ତି ଦିଆଯାଇଛି ।

୭- ଆମ ଲିଷ୍ଟର ସପ୍ତମରେ ଅଛନ୍ତି ସ୍ପିନର ବୋଲର କୁଳଦୀପ ୟାଦବ । ତାଙ୍କ ବାପା ଜଣେ ଇଟା ଭାଟ୍ଟୀର ମାଲିକ ଅଟନ୍ତି । ବର୍ତ୍ତମାନ ସେ ଇଟା ଭାଟ୍ଟୀ ର ବ୍ୟବସାୟକୁ ବଢାଇବାରେ ଲାଗିଛନ୍ତି ।

୮- ଆମ ଲିଷ୍ଟର ଅଷ୍ଟମରେ ଅଛନ୍ତି କେ ଏଲ ରାହୁଲ । ସେ ଆରବିଆଇ ର ଆସିଷ୍ଟାନ୍ଟ ମ୍ୟାନେଜର ଅଟନ୍ତି । ତାଙ୍କ ସହ ଉମେଶ ଯାଦବ ମଧ୍ୟ ବ୍ଯାଙ୍କ ରେ ମ୍ୟାନେଜର ଭାବେ କାର୍ଯ୍ୟରତ ଅଟନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।   

Leave a Reply

Your email address will not be published. Required fields are marked *