ଆମର ଭାରତର ଅନୋଖା ୮ ଜଣ ବାବାମାନଙ୍କ କଳା କାରନାମାର ଛୋଟ ଝଲକ, ଥରେ ନିଶ୍ଚୟ ଦେଖନ୍ତୁ

ଭାରତରେ ଏମିତି ବହୁତ ବାବା ଅଛନ୍ତି, ଯେଉଁମାନେ ଲମ୍ବା ଦାଢି, ବଡ ବଡ ଚୁଟି, ହଳଦିଆ ବସ୍ତ୍ର, ବେକରେ କିଛି ମାଲା ଓ ଦେଖେଇ ହେବା ପାଇଁ ଭଗବାନଙ୍କ ଜପ, ତପସ୍ୟା କରୁଥିବା କିଛି କଥିତ ରୂପୀ ବାବାଙ୍କ ଖରାପ କାର୍ଯ୍ୟ ସବୁ ସମାଜକୁ ଆହୁରି ବି ଖରାପ କରୁଛି । ଧର୍ମର ପାଳନ କରୁଥିବା କିଛି ଲୋକମାନଙ୍କ କହିବା ଅଟେ କି କିଛି ଖରାପ ବାବାଙ୍କ କାରଣରୁ ଲୋକମାନେ ଭଲ ବାବାଙ୍କ ପାଖକୁ ବି ଯିବାକୁ ଭୟ କରୁଛନ୍ତି । ଏହି ବାବାମାନେ ଧର୍ମର ବସ୍ତ୍ର ପିନ୍ଧି ଭକ୍ତ ଓ ମହିଳାମାନଙ୍କୁ ମୂର୍ଖ କରୁଥିଲେ । ତାଙ୍କର ଯୌନ ଶୋଷଣ କରୁଥିଲେ । ଏହା ସହିତ ସେମାନଙ୍କୁ ଠକୁ ଥିଲେ । ଏମିତି ହିଁ କିଛି ବାବାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରାମ ରହୀମ

ସାଧ୍ୱୀ ଶୋଷଣ ମାମଲାରେ ପାଖପାଖି ୧୫ ବର୍ଷ ପର୍ଯ୍ୟନ୍ତ ଲମ୍ବା ସମୟ ଓ ୨୦୦ରୁ ଅଧିକ ଶୁଣାଣୀ ପରେ ଶେଷରେ ନିଷ୍ପତି ଆସିଗଲା ଓ ରାମ ରହୀମଙ୍କୁ ଜେଲ ହେଲା । ମାମଲାକୁ ଲମ୍ବା ଚାଲୁଥିବା ଦେଖି ଶେଷରେ ସିବିଆଇର ବିଶେଷ ଅଦାଲତ ଯେଉଁ ଭଳି ଭାବରେ ସବୁଦିନ ମାମଲାର ଶୁଣାଣୀ ଆରମ୍ଭ କରିଲେ, ସେଥିରୁ ଜଣା ପଡିଗଲା କି ଏହି ମାମଲା ବର୍ତ୍ତମାନ ଆଉ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ ।

ଆଶାରାମ ବାପୁ

୭୬ ବର୍ଷୀୟ ଧଳା ଦାଢି ରଖୁଥିବା ଆଶାରାମ ବାପୁ ପବିତ୍ରତାର ପ୍ରଚାର କରୁଥିଲେ । ୨୦୧୩ରେ ଏକ କିଶୋର ଭକ୍ତ ତାଙ୍କୁ ବାଳତ୍କାରର ଆରୋପରେ ଗିରଫ୍ତାର କରିଥିଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ଅନ୍ୟ ଏକ ମହିଳା ବି ତାଙ୍କ ଉପରେ ବାଲତ୍କାରର ଆରୋପ ଲଗାଇ ଥିଲା ।

ନାରାୟଣ ସାଇ

ଆସାରାମର ପୁଅ ନାରାୟଣ ସାଇ ୨୦୦୨ ଓ ୨୦୦୫ ମଧ୍ୟରେ ନିଜର ପିତାଙ୍କ ସୁରତ ସ୍ଥିତ ଏକ ମହିଳା ଶିଷ୍ୟ ସହିତ କଥିତ ରୂପରେ ବଳତ୍କାର କରିବାର ଆରୋପରେ ଜେଲରେ ଅଛି । ନାରାୟଣ ସାଇ ଉପରେ ଏହା ବି ଆରୋପ ଲାଗିଥିଲା କି ସେ ଅନ୍ୟ ୮ ଜଣ ଝିଅମାନଙ୍କ ସହିତ ବି ଶାରୀରିକ ସମ୍ବନ୍ଧ ରଖିଥିଲା ।

ସନ୍ତୋଷ ମାଧବନ ଉର୍ଫ ସ୍ଵାମୀ ଅମୃତ ଚୈତନ୍ୟ

୨୦୦୯ରେ କେରଲର ଅଦାଲତ ସନ୍ତୋଷ ମାଧବନକୁ ୩ ଜଣ ଝିଅଙ୍କ ସହିତ ବଳତ୍କାର କରିବା ଆରୋପରେ ଜେଲ ଦଣ୍ଡ ଶୁଣାଇଛନ୍ତି । ତାଙ୍କୁ ୧୬ ବର୍ଷର ଜେଲ ଦଣ୍ଡ ଓ ୨,୧୦,୦୦୦ ଟଙ୍କାର ଜୋରିମାନା ଦେବା ପାଇଁ କୁହା ଯାଇଥିଲା । ସନ୍ତୋଷ ମାଧବନ ଉପରେ ଦୁବାଇର ଏକ ଭାରତୀୟ ମହିଳାକୁ ଧୋଖା ଦେବାର ବି ଆରୋପ ଲାଗିଛି ।

ଗଙ୍ଗାନନ୍ଦ ଥୀର୍ଥପଥ

କୋଲ୍ଲମର ଏକ ଆଶ୍ରମରେ ଗଙ୍ଗାନନ୍ଦ ଥୀର୍ଥପଥ ପୂଜାର ଆୟୋଜନ କରିବାର ବାହାନରେ ୫ ବର୍ଷ ପର୍ଯ୍ୟନ୍ତ ଏକ ଛାତ୍ରର ଯୌନ ଶୋଷଣ କରୁଥିଲେ । ଗଙ୍ଗାନନ୍ଦ ଥୀର୍ଥପଥ କଥିତ ରୂପରେ ତିରୁବନଂତପୁରମରେ ନିଜର ଘରକୁ ଯାଇଥିବା ସମୟରେ ୫ ବର୍ଷ ପର୍ଯ୍ୟନ୍ତ ସେହି ମହିଳାର ଶୋଷଣ କରିଥିଲେ ।

ସ୍ଵାମୀ ପ୍ରେମାନନ୍ଦ

ପ୍ରେମାନନ୍ଦ ଶ୍ରୀଲଙ୍କା ଛାଡି ୧୯୮୪ ମସିହାରେ ଭାରତର ଚାଲି ଆସିଲା । ଏହା ପରେ ସେ ତିରୂଚିରାପଲ୍ଲୀରେ ନିଜର ଏକ ଆଶ୍ରମ ସ୍ଥାପିତ କରିଲା । କିନ୍ତୁ ୧୯୯୪ରେ ଆଶ୍ରମର ଏକ ଯବାନ ଝିଅ ସ୍ଵାମୀ ପ୍ରେମାନନ୍ଦ ଉପରେ ଆରୋପ ଲଗାଇଲା କି ପ୍ରେମାନନ୍ଦ ତାଙ୍କ ସହିତ ବଳତ୍କାର କରିଛନ୍ତି ଓ ତାଙ୍କୁ ଗର୍ଭବତୀ କରିଛନ୍ତି । ଏହା ଛଡା ଅଗଷ୍ଟ ୧୯୯୭ରେ ପ୍ରେମାନନ୍ଦ ଓ ତାହାର ୬ ଜଣ ସହଯୋଗୀମାନଙ୍କ ଉପରେ ୧୩ ଜଣ ନାବାଳିକ ଝିଅଙ୍କ ସହିତ ବାଳିକାର କରିବାର ଆରୋପ ବି ଲାଗିଥିଲା ।

ମେହନ୍ଦି କାସିମ

୨୦୧୬ରେ ମୁମ୍ବାଇର ଏକ ଅଦାଲତ ୪୩ ବର୍ଷୀୟ ମେହନ୍ଦି କାସିମକୁ ସାତ ଜଣ ଝିଅମାନଙ୍କ ସହିତ ବଳତ୍କାର କରିବା ଆରୋପରେ ଜେଲ ଦଣ୍ଡ ଶୁଣାଇଛନ୍ତି ।

ସନ୍ତ ରାମପାଳ

ହିସାରର ସତଲୋକ ଆଶ୍ରମରେ ୫ ଜଣ ମହିଳାମାନଙ୍କ ଶବ ଓ ଗୋଟିଏ ୧୮ ମାସର ଶିଶୁ ମିଳିବା ପରେ ହରିୟାଣା ପୋଲିସ ସନ୍ତ ରାମପାଳକୁ ଗିରଫ୍ତାର କରିଥିଲା । ଏହି ବାବାମାନଙ୍କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *