NCB ର 9 ମ ପ୍ରଶ୍ନରେ ଭାଙ୍ଗି ପଡିଲେ Deepika, କରିଲେ ଏହି ଭୟଙ୍କର ଖୁଲାସା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ଖୁଲାସା ସାମ୍ନାକୁ ଆସିଛି । ରିୟା ଗିରଫ ହେବା ପରେ ବର୍ତ୍ତମାନ ସିବିଆଇ ଓ ଏନସିବି ଟିମ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପରେ ଟାର୍ଗେଟ କରିଛନ୍ତି । ଏଥିପାଇଁ ଦୀପିକାଙ୍କ ସହ ଲଗାତାର ଏନସିବି ଟିମ ପଚରା ଉଚରା କରିଛି । ଏହି ଇଣ୍ଟର୍ବ୍ୟୁରେ ବହୁତ ବଡ ବଡ ରହସ୍ୟ ସାମ୍ନାକୁ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଦୀପିକାଙ୍କର ଏହି ଇଣ୍ଟରଭ୍ୟୁ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଦିପିକାଙ୍କୁ NCB କଣ ସବୁ ପ୍ରଶ୍ନ ପଚାରି ଥିଲେ ?

ଏନସିବି ଟିମ ପ୍ରଥମେ ଦୀପିକାଙ୍କୁ ପଚାରିଥିଲେ, ତମେ ସୁଶାନ୍ତଙ୍କୁ କାହିଁକି ହତ୍ୟା କରିଲ ?

ଏହି ପ୍ରଶ୍ନର ଉତ୍ତର ଦୀପିକା ଦେଇପାରିଲେ ନାହିଁ ।

ଏନସିବି- ସୁଶାନ୍ତଙ୍କ ହତ୍ୟାରେ କେଉଁମାନେ ସବୁ ସାମିଲ ଅଛନ୍ତି ?

ଦୀପିକା- ବହୁତ ଚିନ୍ତା କରିବା ପରେ କହିଲେ, ମୋତେ ଲାଗୁଛି ଛୋଟେ ଠାକରେ ଓ ଖାନ ଗ୍ୟାଙ୍କ ଏହି କେସରେ ସାମିଲ ଅଛନ୍ତି ।

ଏନସିବି- କଣ ବଲିଉଡରେ କାମ କରିବା ପାଇଁ ଆପଣ କୌଣସି ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ସହ ରାତି କଟେଇଥିଲ ?

ଦୀପିକା- ଏହା ଶୁଣି ଦୀପିକା ବହୁତ କ୍ରୋଧରେ ଆସି ରିଆକ୍ଟ କରିଥିଲେ ଓ ମନା କରିଥିଲେ ।

ଏହାପରେ ସେଠାରେ ଥିବା ମହିଳା ପୋଲିସ ଅଧିକାରୀ ମାନେ କହିଥିଲେ, ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାର କଣ ଆବଶ୍ୟକତା ଅଛି ବଲିଉଡରେ ଏହା ସବୁ ଚାଲିଛି ଏବଂ ଏହି କଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାବତ କହିଛନ୍ତି ।

ଏନସିବି- ତମେ ଏତେ ଡିପ୍ରେସନର ଡ୍ରାମା କାହିଁକି କରିଲ, କେଉଁଠି ଆସୁଛି ତମ ଉପରକୁ ଏତେ ଡିପ୍ରେସନ ?

ଦୀପିକା- ସେହି ସମୟରେ ଦୀପିକା କ୍ରୋଧରେ ଆସିଯାଇଥିଲେ ଓ ନିଜକୁ ନିୟନ୍ତ୍ରଣ କରି କହିଲେ, ରଣବିର କପୁରଙ୍କ ସହ ବ୍ରେକଅପ୍ ହେବା ପରେ ମୁଁ ଡିପ୍ରେସନରେ ଆସିଯାଇଥିଲି ।

ଏନସିବି- ଆପଣ ମିଛ କହୁଛନ୍ତି, କାରଣ ରଣବିରଙ୍କ ସହ ଆପଣଙ୍କର ବ୍ରେକଅପ୍ ହେବାର ବହୁତ ବର୍ଷ ହୋଇସାରିଛି ?

ଦୀପିକା- ସାର, କାମ ପାଇଁ ମଧ୍ୟ ଡିପ୍ରେସନରେ ରୁହେ ମୁଁ ଓ ବେଳେବେଳେ ରଣବିର ମତେ ରାତିରେ ଶୋଇବାକୁ ଦିଅନ୍ତି ନାହିଁ । ସେଥିପାଇଁ ମଧ୍ୟ ମୁଁ ଡିପ୍ରେସନରେ ରୁହେ ।

ଏନସିବି- ତମେ ଡ୍ରଗ୍ସ କାହିଁକି ନେଉଛ ଏବଂ କେବେ ଠୁ ଡ୍ରଗ୍ସର ଶିକାର ହୋଇଛ ?

ଦୀପିକା- ସାର ମୁଁ ଡ୍ରଗ୍ସ ସେବନ କରେ ନାହିଁ । ମୁ ଆଜି ପର୍ଯ୍ୟନ୍ତ କେବେ ହେଲେ ଡ୍ରଗ୍ସ ନେଇ ନାହିଁ ।

ଏନସିବି- ଆଛା ତାହାଲେ ତୁମର ଯେଉଁ ସବୁ ୱାଟସପ୍ ଚାଟ ରହିଛି ଯେଉଁଥିରେ ତମେ ଡ୍ରଗ୍ସ ବିଷୟରେ ଏତେ ସବୁ କଥା କହିଛ ତାହା ବିଷୟରେ ତମେ କଣ କହିବ ?

ଦୀପିକା- ଯଦି ମୋ ଫୋନରେ ଆପଣଙ୍କୁ କୌଣସି ଚାଟ ମିଳିଛି ତା ହେଲେ କଣ ପ୍ରମାଣ ଅଛି ଯେ ମୁଁ ଡ୍ରଗ୍ସ ନେଉଥିବି ।


ଏହାପରେ ସିବିଆଇ ଦୀପିକାଙ୍କ ସହ ପଚରା ଉଚରା କରି ନିଜ ଜାଲରେ ଫସେଇ ଦେଇଛନ୍ତି । ବର୍ତ୍ତମାନ ଦୀପିକା ଏନସିବିର ବହୁତ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି । ଏନସିବିଙ୍କ ଟାର୍ଗେଟରେ ବର୍ତ୍ତମାନ ଦୀପିକା ଫସିଯାଇଛନ୍ତି । ଆଶା ଅଛି ଯେ ଦୀପିକାଙ୍କର କଳା କାରନାମାର ପରଦାଫାସ ବହୁତ ଶୀଘ୍ର ହୋଇଯିବ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *