ଭଣ୍ଡ ବାବାଙ୍କ ଭୟଙ୍କର କାରନାମା ! ନିଜକୁ ଭଗବାନ ବନେଇ ଦେହ ଭଲ କରିଦେବ କହି ନୂଆ ବୋହୁ ସହ ଯାହା କଲେ ନା…ଶୁଣିଲେ ମୁଣ୍ଡ ଗରମ ହେଇଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଦେହ ସୁସ୍ଥ କରିଦେବା ବାହାନରେ ନବବିବାହିତା ଯୁବତୀଙ୍କୁ ବାବା କରିଛନ୍ତି ଦୁଉଷ୍କଅର୍ମ । ଦୁଉଷ୍କଅର୍ମ କରିଲେ ଏବଂ କହିଲେ ଯେ ତୋ ମୋ ଭିତରେ ଯେଉଁ ସମ୍ପର୍କ ଥିଲା ସେହି ସମ୍ପର୍କ ଥିଲା ଭଗବାନଙ୍କ ସହିତ ଏହିଭଳି ଭାବିଦେବୁ । ଆଉ ଏହିକଥାକୁ ବାହାରେ କହିବୁନି କହିଲେ ସୁଫଳ ମିଳିବ ନାହିଁ । କିନ୍ତୁ ମହିଳା ଜଣକ ତାଙ୍କ ସ୍ଵାମୀଙ୍କୁ ବାବାଙ୍କର ଏହିସବୁ ଆଚରଣ ସମ୍ବନ୍ଧରେ କହିଥିଲେ ।

କେମିତି ଦେହ ସୁସ୍ଥ କରିଦେବା ବାହାନାରେ ତାଙ୍କ ସହିତ ଦୁଉଷ୍କଅର୍ମ କରିଛନ୍ତି ବାବା ।  ଆଉ ତା’ ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଏହି ଘଟଣାଟି ଘଟିଛି ବରଗଡ ଜିଲ୍ଲା ଭଟେଲି ଥାନା ଅନ୍ତର୍ଗତ କଲାଝୁରି ଗ୍ରାମରେ । କଲାଝୁରି ଗ୍ରାମର ବିଜୟ କୁମାର ନାୟକ ଯେ କି କମଙ୍ଗା ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବାବେଳେ କମଙ୍ଗା ଗ୍ରାମର ଇଷ୍ଟଦେବୀ କମଙ୍ଗେଇର ବରୁଆ ଭାବରେ ପରିଚିତ ରହିଛନ୍ତି ।

ଅନେକ ଲୋକଙ୍କୁ ଗୁଣୀଗାରେଡି କରି ଭଲ କରୁଥିବା ସ୍ଥାନୀୟ ଲୋକେ ବିଶ୍ଵାସ କରିଛନ୍ତି । ମାତ୍ର ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ନିଜକୁ ବରୁଆ ବୁଲାଉଥିବା ଏହି ଭଣ୍ଡ ବ୍ୟକ୍ତି ନିଜର ଶାରୀରିକ ତୃଷ୍ଣା ମେଣ୍ଟାଇବା ପାଇଁ ବିବାହିତା ମହିଳାଙ୍କୁ ବ-ଳା-ତ୍କା-ର କରୁଛନ୍ତି । ଏହାକୁ ନେଇ ବର୍ତ୍ତମାନ ଭଟେଲି ଥାନାରେ ଅଭିଯୋଗ ହୋଇଛି ।

ମାତ୍ର ବରୁଆ କହିଛନ୍ତି ଯେ ମତେ ବ୍ଲେମ କରିବା ନିମନ୍ତେ ଏମାନଙ୍କ ଷଡଯନ୍ତ୍ର ଚାଲିଛି । ସୂଚନା ଅନୁଯାୟୀ ଯୁବକ ଜଣକ ନିଜ ପ୍ରେମିକାକୁ ପ୍ରେମ ବିବାହ କରିଥିଲେ । ଏହାପରେ ଦୀର୍ଘ ୬ ମାସ ଧରି ସ୍ତ୍ରୀ ର ଦେହ ଆସୁସ୍ଥ ଥିଲା । ନିକଟସ୍ଥ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଶେଷରେ ଭଣ୍ଡ ବିଜୟ କୁମାର ତଥା ବରୁଆଙ୍କ ହାବୁଡରେ ପଡିଯାଇଥିଲେ ।

ବିଶ୍ଵାସ କରି ସେଠାକୁ ଯାଇଥିଲେ ଦେହ ଭଲ କରିବା ନିମନ୍ତେ । ଏହାପରେ ବାବା ମହିଳାଙ୍କୁ ତାଙ୍କ ଦେହ ଭଲ କରିଦେବା ବାହାନାରେ ଘର ଭିତରକୁ ଡ଼ାକିଥିଲେ । ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିବା ବାହାନରେ ଭ୍ରମିତ କରିଥିଲେ । ଏବଂ ଶେଷରେ ତାଙ୍କୁ ଦୁଉଷ୍କଅର୍ମ କରିଥିଲେ । ଏହି ସମ୍ପର୍କ ଭଗବାନନକଲ ସହିତ ଥିଲା ବୋଲି ଏହିକଥା କହିବା ସହିତ ଏହି ସମ୍ପର୍କ ବିଷୟରେ ପ୍ରକାଶ କରିଲେ କୌଣସି ସୁଫଳ ମିଳିବ ନାହିଁ ବୋଲି କହିଥିଲେ ।

ତେବେ ସବୁଠାରୁ ବଡ କଥା ଏହି ଭଣ୍ଡ ବାବା ଯେ କେତେଜଣଙ୍କୁ ଏହିଭଳି ଶାରୀରିକ ମାନସିକ ଶୋଓଷଣ କରିଥିବେ ତାହା ବର୍ତମାନ ପ୍ରଶ୍ନବାଚୀ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *