ପୁରା ଚୁର୍…ଭାଇ ତୁମର ଅଲଗା ଦୋଷ ଅଛି କି ? ସମସ୍ତଙ୍କ ସାମ୍ନାରେ ଏହି ଭାଇ ଜଣଙ୍କର ଏମିତି ହରକତ ଦେଖିଲେ ହସି ହସି ପେଟ ଦରଜ ହେଇଯିବ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ରାସ୍ତା ଉପରେ ନାଚୁ ଥିବାର ନଜର ଆସୁଛନ୍ତି ।

ଟ୍ରକ ଭିତରେ କିଛି ମହିଳା ନାଚୁ ଛନ୍ତି ଓ ବାହାରେ କିଛି ଲୋକ ଡ୍ୟାନ୍ସ କରୁଛନ୍ତି । ତେବେ ସେହି ଲୋକ ମାନଙ୍କ ମଧ୍ୟରେ ଦୁଇଟି ଜଣ ଲୋକ କିଛି ଅଲଗା ପ୍ରକାରର ଡ୍ୟାନ୍ସ କରୁଛନ୍ତି । ସମସ୍ତଙ୍କ ମଧ୍ୟରୁ ଜଣେ ନୀଳ ରଙ୍ଗର ଡ୍ରେସ ପିନ୍ଧି ଥିବା ଯୁବକ ବହୁତ ଅଜବ ହରକତ କରୁଛନ୍ତି । ଅସଲରେ ଏଠି ନାଲି ପାଣିର ଜଲବା ଦେଖିବାକୁ ମିଳିଛି । ନୀଳ ରଙ୍ଗର ଡ୍ରେସ ପିନ୍ଧି ଥିବା ବ୍ୟକ୍ତି ଜଣକ ଟିକେ ଅଧିକ ନାଲି ପାଣି ସେବନ କରିଦେଇଛନ୍ତି ।

ଟ୍ରକ ଉପରେ ନାଚୁ ଥିବା ମହିଳା ମାନଙ୍କୁ ଦେଖି ଏହି ବ୍ୟକ୍ତି ଜଣକ ନିଜକୁ ଆଉ କଣ୍ଟ୍ରୋଲ କରି ପାରି ନାହାନ୍ତି ଯାହାଫଳରେ ସେ ନିଜ ପାଖ ବ୍ୟକ୍ତିକୁ କିସ୍ କରୁଥିବାର ନଜର ଆସୁଛନ୍ତି । ମଦ ନିଶାରେ ସେ ଝିଅ ପୁଅ ଚିହ୍ନି ପାରୁ ନାହାନ୍ତି । ସେଠାରେ ଥିବା ଅନେକ ବ୍ୟକ୍ତି ତାଙ୍କୁ ସମ୍ଭାଳୁ ଛନ୍ତି ହେଲେ ସେ କାହିଁକି ବୁଝିବେ ସେ ନିଜ ମସ୍ତିରେ ବୁଡି ରହିଛନ୍ତି ।

ବନ୍ଧୁଗଣ ଏଠାରେ ଡୋଲ ପୂର୍ଣ୍ଣିମା ପାଇଁ ମେଲଣ ଚାଲିଛି ଯେଉଁଠି କିଛି ଲୋକ ମଦ ନିଶାରେ ଚୁର ଅଛନ୍ତି । ବନ୍ଧୁଗଣ ଏ ହେଉଛି ଯାଜପୁର ମୁନିଶି ମେଲଣ । ତେବେ ଏହି ଭିଡିଓଟି ଏବେ ସବୁ ଆଡେ ଚର୍ଚ୍ଚାରେ ଅଛି ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *