ସରକାର ଏହି ନୂଆ ଆଇନକୁ ଦେଲେ ମଞ୍ଜୁରୀ, ଭଡାଟିଆ ମାନେ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ଗତ ବୁଧୁବାର ଦିନ ପ୍ରଧାନ୍ତ ମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଯାବିନେଟ ମିଟିଙ୍ଗ ରଖିଥିଲେ । ଏହି ମିଟିଙ୍ଗରେ ଭଡାଟିଆ ମାନଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଏହି ମିଟିଙ୍ଗରେ ଭଡାର ଆଇନର ମଞ୍ଜୁରୀ ଦିଆଯାଇଛି ।

ଏହି ଆଇନର ମଞ୍ଜୁରୀ ମିଳିବା ଦ୍ଵାରା ଉଭୟ ଭଡାଟିଆ ଓ ଘର ମାଲିକ ମାନଙ୍କୁ ଫାଇଦା ମିଳିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଫାଇଦା ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଆଇନର ମଞ୍ଜୁରୀ ମିଳିବା ପରେ ଭଡାଟିଆ ମାନେ ଘରକୁ କବଜା କରିପାରିବେ ନାହିଁ ଓ ଘର ମାଲିକ ମାନେ ଭ-ଡାଟିଆ ମାନଙ୍କୁ ହଇ-ରା-ଣ କରିପାରିବେ ନାହିଁ ।

କୁହାଯାଉଛି ଏହି ଆଇନ ଲାଗୁ ହେବା ପରେ ରେଣ୍ଟ କୋର୍ଟସ ଓ ରେଣ୍ଟ ଟ୍ରିବ୍ୟୁନଲ୍ସ ବନାଯିବ ଯେଉଁଠି ଭଡା ସହ ଜଡିତ ସମସ୍ତ ମାମଲାର ସମାଧାନ ହେବ । ଯଦି ଭଡାଟିଆ ଓ ଘର ମାଲିକଙ୍କ ମଧ୍ୟରେ କିଛି ବି-ବା-ଦ ହୁଏ ତା ହେଲେ ସେମାନଙ୍କୁ ନିଜ ବି-ବା-ଦର ସମାଧାନ କରେଇବା ପାଇଁ ଆଇନ ଗତ ଅଧିକାର ଦିଆଯିବ । ଏହି ଅଧିକାର ଦ୍ଵାରା ଭଡାଟିଆ ଓ ଘର ମାଲିକଙ୍କ ମଧ୍ୟରେ ହୋଇଥିବା ବି-ବା-ଦ-ର ସମଧାନ ବହୁତ ଶୀଘ୍ର ହୋଇଯିବ । ବର୍ତ୍ତମାନ ଆସନ୍ତୁ ବିସ୍ତାରରେ ଜାଣିବା ଏହି ନିୟମ ଗୁଡିକ ବିଷୟରେ ।

୧. Model Tenancy Act ଦ୍ଵାରା ଘର ସହ ଜଡିତ କିଛି କାମ ବା ଘର ପାଇଁ କିଛି ନିଷ୍ପତ୍ତି ନେବା ପୂର୍ବରୁ ଘର ମାଲିକ ୨୪ ଘଣ୍ଟା ପୂର୍ବରୁ ଏକ ଲିଖିତ ନୋଟିସ ଭଡାଟିଆଙ୍କୁ ଦେବାକୁ ପଡିବ ।

୨. ଭଡାଟିଆକୁ ସେତେବେଳେ କେବଳ ଘରୁ ବାହାର କରାଯାଇପାରିବ ଯେତେବେଳ ପର୍ଯ୍ୟନ୍ତ ସେ ଲଗାତାର ୨ ମାସର ଦରମା ଦେଇନଥିବ ।


୩. କମର୍ଷୀୟାଲ ପ୍ରପୋର୍ଟି ପାଇଁ ଅଧିକରୁ ଅଧିକ ୬ ମାସର ସିକୋରେଟି ଡିପୋଜିଟ ନିଆଯାଇପାରିବ ।

୪. ଯଦି ରେଣ୍ଟ ଆଗ୍ରିମେଣ୍ଟ ପୂରଣ ହେବା ପରେ ମଧ୍ୟ ଭଡାଟିଆ ଘର ବା ଦୋକାନ ଛାଡୁ ନଥିବ ତା ହେଲେ ଘର ମାଲିକ ୪ ଗୁଣ ଅଧିକ ମାସିକ ଭଡା ସେହି ଭଡାଟିଆ ଠାରୁ ନେଇପାରିବ । ନିୟମ ଅନୁସାରେ ସ୍ତିର ହୋଇଥିବା ସମୟ ସୀମା ମଧ୍ୟରେ ଯଦି ଭଡାଟିଆ ଘର ନ ଛାଡିବ ତା ହେଲେ ଘର ମାଲିକ ସେହି ଭଡାଟିଆ ଠାରୁ ଦୁଇ ଗୁଣ ଅଧିକ ଅଧିକ ମାସିକ ଭଡା ମାଗିପାରିବ ।

୫. ଘରର ଯତ୍ନ ନେବାର ଦାଇତ୍ଵ ଉଭୟ ଘର ମାଲିକ ଓ ଭଡାଟିଆଙ୍କ ଉପରେ ରହିବ । ଯଦି ଘର ମାଲିକ ଢାଞ୍ଚାର କିଛି ସୁଧାର କରିବ ତା ହେଲେ ତାକୁ ରେନୋବେଶନ କାମ ଶେଷ ହେବାର ଏକ ମାସ ପରେ ଭଡା ବଢାଇବା ପରେ ଅନୁମତି ମିଳିବ । ଘର ମାଲିକ ଭଡାଟିଆଙ୍କ ଜରୁରୀ କାଳୀନ ସପ୍ଲାଏ ଗୁଡିକୁ ରୋକିପାରିବେ ନାହିଁ ।

୬. ରାଜ୍ୟ ସରକାର ମାନେ ନିଜ ଇଛାରେ ରାଜ୍ୟରେ ଏହି ନିୟମ ଲାଗୁ କରେଇପାରିବେ ।

୭. ଘର ଖାଲି କରିବା ପୂର୍ବରୁ ଘର ମାଲିକକୁ ପ୍ରଥମେ ଏକ ନୋଟିସ ଦେବାକୁ ପଡିବ । ଏହି ନିୟମ ଆଧାରରେ ଉଭୟ ଭଡାଟିଆ ଓ ଘର ମାଲିକ ଲାଭରେ ରହିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଳିଏକ କାରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *