ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମେ ଛୋଟ ବେଳେ ବହୁତ ପଡ଼ିଥାଉ ଯାହାଦ୍ୱାରା ଆମର ଖଣ୍ଡିଆ ମଧ୍ୟ ହୋଇଯାଇଥାଏ । କିନ୍ତୁ କିଛି ଦିନ ପରେ ସେହି ଖଣ୍ଡିଆ ଆପେ ଆପେ ଠିକ ହୋଇ ଯାଇଥାଏ ଏବଂ ସେହି ସ୍ଥାନ ରେ କିଛି କଷ୍ଟ ମଧ୍ୟ ହୋଇନଥାଏ । ତାହାଲେ ଆମ ଖଣ୍ଡିଆ ଯଦି ଆପେ ଆପେ ଭଲ ହେଇ ଯାଉଛି ତେବେ ମଧୁମେହ କଣ ପାଇଁ ଠିକ ହୋଇପାରିବ ନାହିଁ । ଆମ ଭିତରେ ସେତିକି ଶକ୍ତି ଅଛି କିନ୍ତୁ ଆମେ ତାହାକୁ ଜାଣି ପାରିନଥାଉ ।
ଆମେ ଯାହା ସବୁ ଖାଇଥାଉ ତାହା ହିଁ ଆମର ଶରୀର ହୋଇଥାଏ । ଆମେ ଯଦି ପିଜା ଖାଉ ତେବେ ଆମେ ପିଜା ଯଦି ଆମେ ଫଳ ଖାଉ ତେବେ ଆମ ଶରୀର ଫଳ ହୋଇଥାଏ । ତେବେ ଆମେ ସବୁବେଳେ ଭୁଲ ଜିନିଷ ଖାଇବାକୁ ଚାହିଁଥାଉ । ଭଲ ଜିନିଷ ଥିଲେ ମଧ୍ୟ ଆମେ ଏମିତି ଜିନିଷ ଖାଉ ଯାହା ଆମ ଶରୀର ପାଇଁ ଭଲ ହୋଇନଥାଏ ।
ଆମର ରୋଗ ସବୁ କୁ ଆମ ରୋଗପ୍ରତିଷେଧକ ଶକ୍ତି ଭଲ କରିଥାଏ । ଯାହାକୁ ଆମେ ଇମ୍ୟୁନିଟି କହିଥାଉ । ତେବେ ଆମେ ପ୍ରାକୃତିକ ଜିନିଷ ସ୍ୱାସ୍ଥ୍ୟକର ଜିନିଷ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ଶକ୍ତି ବଢ଼ିଥାଏ ।
ତେଣୁ ଆପଣ ଯଦି ପ୍ରତିଦିନ ସ୍ୱାସ୍ଥ୍ୟ କର ଜିନିଷ ଖାଇ ପାରିନାହାନ୍ତି ତେବେ ପ୍ରତିଦିନ ପଚାଶ ପ୍ରତିଶତ ଜିନିଷ କଞ୍ଚା ଖାଇବାକୁ ଚେଷ୍ଟା କରନ୍ତୁ । ଗୋଲମରିଚ ଏବଂ ଲଙ୍କା ଆପଣଙ୍କ ର ବହୁତ ପ୍ରକାର ଉପକାର କରିଥାଏ । ଆମେ ଏହାର ଉପକାର ଜାଣିପାରିନଥାଉ କିନ୍ତୁ ଆୟୁର୍ବେଦ ରେ ଏହାର ବ୍ୟବହାର ବହୁତ ରହିଛି । ପୂର୍ବ କାଳରେ ଗୋଲମରିଚ ଏବଂ କଞ୍ଚା ଲଙ୍କା ର ବ୍ୟବହାର ବହୁତ ଭାବରେ ହେଉଥିଲା ।ଏହା ଆପଣଙ୍କ ର କବଜ କୁ ଦୂର କରିଥାଏ । ତେଣୁ ଗୋଲମରିଚ ନିଶ୍ଚିତ ଭାବରେ ଖାଆନ୍ତୁ ।
ଯଦି ଆପଣଙ୍କୁ ଆପଣଙ୍କ ଆଖିର ଉଜ୍ଜଳତା ବଢାଇବାର ଅଛି ତେବେ ବିଲାତି ସହ ଗୋଲମରିଚ ଗୁଣ୍ଡ କୁ ମିଶାଇ ପ୍ରତିଦିନ ଖାଆନ୍ତୁ ଏହାଦ୍ବାରା ଆପଣଙ୍କ ର ଆଖିର ଉଜ୍ଜଳତା ବଢ଼ିଥାଏ । ଏହାଛଡା ଗୋଲମରିଚ ଆପଣଙ୍କ ମଧୁମେହ ରୋଗ କୁ ମଧ୍ୟ ଦୂର କରିଥାଏ । ଆପଣ ଭାବୁଥିବେ ମିଠା ଖାଇବା ଦ୍ବାରା ମଧୁମେହ ବଢ଼ିଥାଏ କିନ୍ତୁ ଏହା ଭୁଲ । ରାସାୟନିକ ମିଠା ଆପଣଙ୍କ ପାଇଁ ଖରାପ ହୋଇଥାଏ କିନ୍ତୁ ପ୍ରାକୃତିକ ନୁହେଁ । ଆମ୍ବ ଖାଇଲେ ଆପଣଙ୍କ ର କୌଣସି ଅସୁବିଧା ହୋଇନଥାଏ । ଏହା ବହୁର ଜଲଦି ହଜମ ହୋଇଯାଇଥାଏ ଏବଂ କିଛି ଅସୁବିଧା ହୋଇନଥାଏ ।
ଆପଣ ଯଦି ଆପଣଙ୍କ ର ମଧୁମେହ କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଲମରିଚ ଖାଇବା ସହ ଉଷୁମ ପାଣି ମଧ୍ୟ ପିଅନ୍ତୁ ।ଯଦି ଆପଣଙ୍କ ର ଉଚ୍ଚ ରକ୍ତଚାପ ଅଛି ତେବେ ଆପଣ ସକାଳୁ ଉଠିବା ପରେ ଖାଲି ପେଟରେ ଯେତେ ପାଣି ପିଇ ପାରିବେ ଏହାଦ୍ବାରା ଆପଣଙ୍କ ରକ୍ତଚାପ କମିଥାଏ । ଗୋଲମରିଚ ସହିତ ଗାଈ ଘିଅ ର ବ୍ୟବହାର ଯଦି କରିବେ ତେବେ ଏହା ଆପଣଙ୍କ ର ଅନେକ ପ୍ରକାର ଉପକାର କରିଥାଏ ।
ଏହା ଆପଣଙ୍କ ଦାନ୍ତ କୁ ମଧ୍ୟ ମଜବୁତ ରଖିଥାଏ । ରକ୍ତହୀନତା ଏବଂ ରକ୍ତ ଅପରିଷ୍କାର ଆଦି ସମସ୍ୟା ଯଦି ଅଛି ତେବେ ଆପଣ ଗୋଲମରିଚ ର ବ୍ୟବହାର ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ରକ୍ତହୀନତା ସମସ୍ୟା କୁ ରୋକିବା ସହ ଶରୀର ରେ ନୂଆ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ । ତେଣୁ ଗୋଲମରିଚ କୁ ଆପଣ ଖାଇବା ଦ୍ବାରା ଆପଣଙ୍କ ଅନେକ ରୋଗର ସମସ୍ୟା ସବୁ ଠିକ ହୋଇଯାଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ