ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ସଂଘର୍ଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଶୁଣିଲେ ଆପଣଙ୍କ ହୃଦୟ ମର୍ମାହତ ହୋଇଯିବ । ତେବେ ଆସନ୍ତୁ ଜାଣିନେବା ଏହି କାହାଣୀ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହା ଜଣେ ବୁଦ୍ଧ ଦମ୍ପତ୍ତି ଙ୍କ ସଂଘର୍ଷ ର କାହାଣୀ ଅଟେ । ରଞ୍ଜିତ ମହାପାତ୍ର ନାମକ ବ୍ୟକ୍ତି ୮୦ ମସିହାରୁ ହୋଟେଲ କରି ଆସିଛନ୍ତି । ସେତେବେଳେ ମିଲ ଥିଲା ୬ ଟଙ୍କା । ବର୍ତ୍ତମାନ ମାଉସ ଙ୍କ ବୟସ ୫୪ ବର୍ଷ ହେବ । ବର୍ତ୍ତମାନ ମିଲ ଗୋଟା ୬୦ ଟଙ୍କା ଅଟେ ।
ମଟନ ହେଉ କି ଚିକେନ ଏବଂ ମାଛ ହେଉ କିଅବା ଅଣ୍ଡା ସବୁ ଭେରାଇଟି ର ଖାଦ୍ୟ ମିଳିବ । ସାଧା ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ଅନେକ ଭେରାଇଟିର ଖାଦ୍ୟ ରହିଅଛି ଏହି ହୋଟେଲରେ । ହୋଟେଲ ପୂର୍ବରୁ ମଜୁରି ଲାଗୁଥିଲେ ବୋଲି କହିଛନ୍ତି । ତାଙ୍କର ଜାଗା ରହିଥିବାରୁ ସେ ଚିନ୍ତା କରିଲେ ଏଠାରେ କିଛି ବ୍ୟବସାୟ କରିବାକୁ ।
ଏହାପରେ ସେ ଏଠାରେ ଜଳଖିଆ ଦୋକାନ କରିଲେ କ୍ରମଶଃ ଏହାକୁ ବଢାଇ ହୋଟେଲ କରିବାକୁ ଚିନ୍ତା କରିଲେ ଏବଂ ହୋଟେଲ କରିବା ପରେ ତାହା ସଠିକ ଚାଲିଥିଲା କିନ୍ତୁ କିଛି ବର୍ଷ ହେବ ଆଉ ହୋଟେଲ ପୂର୍ବଭଳି ଚାଲିନାହିଁ । ଏବଂ ହୋଟେଲର ଏହି ବୃଦ୍ଧ ଦମ୍ପତ୍ତି ଯିଏ କି ପରସ୍ପର ସାଥ ହୋଇ ହୋଟେଲଟିକୁ ଦୁଖେ ସୁଖେ ଚଲାଉଛନ୍ତି ।
ସେ କାନ୍ଦି କାନ୍ଦି କହିଛନ୍ତି ଯେ ସେମାନେ ଖଟୁଛନ୍ତି ବହୁତ ମାତ୍ର ସେହି ପରିମାଣରେ ତାଙ୍କର ଲାଭ କିଛି ହେଉନାହିଁ । ଆଜିଭଳି ମହଙ୍ଗା ଦିନରେ ଆମିଷ ୬୦ ଟଙ୍କାରେ ମିଳିବା ବହୁତ ବଡ କଥା ଅଟେ । ଏବଂ ମଉସା ଦୀର୍ଘ ବର୍ଷ ହେବ ଏହିଭଳି ହୋଟେଲଟିକୁ ଚଳାଇଆସୁଛନ୍ତି ।
ଏହାକୁ ନେଇ ତାଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କର ଅପରେସନ ହେବାର ଅଛି । ଏବଂ ସେଥି ନିମନ୍ତେ ୫୦ ରୁ ୬୦ ହଜାର ଅର୍ଥ ଦରକାର ହେବ । କିନ୍ତୁ ଏଭଳି ଭାବରେ ବେପାର ହେଉନାହିଁ ଯେ ସେ ନିଜ ସ୍ଵାମୀ ଙ୍କ ଚିକିତ୍ସ୍ୟା କରାଇ ପାରିବେ । ତଥାପି ସୁଖେ ଦୁଖେ ଚେଷ୍ଟା ଚଳାଇଛନ୍ତି ଯେ କିଛି ଅର୍ଥ ମଧ୍ୟରୁ ରଖି ତଥା ସଞ୍ଚଯ କରି ମଉସା ଙ୍କ ଅପରେସନ କରାଇ ପାରିବେ ।
କାରଣ ସେ ବହୁତ କଷ୍ଟ ପାଉଥିବା କଥା କହିଛନ୍ତି । ତେବେ ଆମ୍ଭେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତାଙ୍କ ହୋଟେଲ ପୂର୍ବଭଳି ଲୋକାରଣ୍ୟ ହୋଇ ଚାଲୁ, ଏବଂ ମଉସା ତାଙ୍କ ଅପରେସନ ଯଥା ସମ୍ଭବ କରି ପାରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମର ଜଣାନ୍ତୁ ।