ଜେଲ ଗଲା ଟୁଙ୍ଗୁରୁ ଭୋଳ ! ବର୍ଷା ମାଗୁଛନ୍ତି ନ୍ୟାୟ କହିଲେ ‘Tanguru ଯଦି ମତେ ବାହା ନ ହୁଏ ତାହେଲେ ମୁଁ ତାକୁ…’ ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭାଉଜ ଙ୍କ ପ୍ରେମ କଥା ଦାଣ୍ଡରେ ପଡି ହାଟରେ ଗଡିଲା । ମାତ୍ର ସୂଚନା ଅନୁଯାୟୀ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ବାବଦରେ ବର୍ତ୍ତମାନ ବର୍ଷା ଭାଉଜ କହିଛନ୍ତି ଯେ ଟୁଙ୍ଗୁରୁ ଙ୍କ ସହିତ ତାଙ୍କର କେସ ଆଗରୁ ଚାଲି ଆସିଥିଲା । ବର୍ତ୍ତମାନ ପୋଲିସ ମାନେ ବହୁତ କଷ୍ଟରେ ତାଙ୍କୁ ଖୋଜିକି ଆଣିଛନ୍ତି । ମାତ୍ର ସେ ଧର ଛୁଆଁ ଦେଉନଥିଲେ ତଥା ଲୁଚୁଥିଲେ ।

ଭୁବନେଶ୍ୱରରେ ରହି ବାହାରେ ରହୁଛନ୍ତି ବୋଲି ଟୁଙ୍ଗୁରୁ ଭୋଳ କହୁଥିଲେ । ସବୁ କଥାକୁ ଲୁଚାଇ ରଖୁଥିଲେ । ବର୍ତ୍ତମାନ ପୋଲିସ ମାନେ ବହୁତ କଷ୍ଟରେ ତାଙ୍କୁ ଆଣିଛନ୍ତି ଏବଂ ଆଣି ତାଙ୍କୁ ରଖିଛନ୍ତି ଆଜିକୁ ୪ ଦିନ ହେଲାଣି । ମାତ୍ର କିଛି ସ୍ଟେପ ନେଉନାହାଁନ୍ତି । ବର୍ଷା କହିଛନ୍ତି ଯେ ମୋ ପ୍ରତି ଯେତିକି ଅନ୍ୟାୟ ସେ କରିଛନ୍ତି ଟୁଙ୍ଗୁରୁ ଭୋଳ ତଥା ଯେତିକି ଅତ୍ୟାଚାର କରିଛନ୍ତି ଟୁଙ୍ଗୁରୁ ଭୋଳ, ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ଦରକାର ବର୍ତ୍ତମାନ ପର୍ଯ୍ୟନ୍ତ ସେ କିଛି କେଉଁଠାରୁ ମଧ୍ୟ ନ୍ୟାୟ ପାଇ ନାହାଁନ୍ତି ।

ଦୁଃଖ କଷ୍ଟ ରେ ରାସ୍ତା କଡରେ ଛିଡା ହୋଇଛନ୍ତି । ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘରଟିଏ ମଧ୍ୟ ନାହିଁ ତଥା ରହିବା ପାଇଁ ଜାଗା ମଧ୍ୟ ନାହିଁ, ଖାଇବା ନିମନ୍ତେ ମଧ୍ୟ କିଛି ନାହିଁ, ଏହା ଲାଗି ସମସ୍ତେ ବର୍ଷା ଙ୍କୁ ଛାଡି ପଳାଇଲେ ବୋଲି କହିଛନ୍ତି ବର୍ଷା । ବର୍ତ୍ତମାନ ସେ ଏହା ରହି ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ଟୁଙ୍ଗୁରୁ ଭୋଳ ଙ୍କୁ ବାନ୍ଧି ଆଣିଛନ୍ତି ପୋଲିସ ବାବୁ କିନ୍ତୁ ତାଙ୍କୁ କୋର୍ଟ ଫରୱାର୍ଡ କରିନାହାଁନ୍ତି ।

ଥାନାରେ ଆଣି ୪ ରୁ ୫ ଦିନ ରଖିଛନ୍ତି । ମାତ୍ର ଭିତରେ ଭିତରେ କଣ କଥା ଚାଲିଛି ସେ ସମ୍ବନ୍ଧରେ ବର୍ଷା ଜାଣି ନାହାଁନ୍ତି ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଚାହୁଁଛି ମତେ ଉଚିତ ନ୍ୟାୟ ମିଳୁ ତଥା ତାଙ୍କୁ କୋର୍ଟ ଚାଲାଣ କରି ମୋର ଯେତେ କ୍ଷତି ହୋଇଛି ସମସ୍ତ କ୍ଷତି ପୂରଣ କରନ୍ତୁ । ତାଙ୍କ ଲାଗି ବର୍ଷା ଙ୍କ ପରିବାର ଲୋକେ ତାଙ୍କଠାରୁ ଦୂରେଇ ଗଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ମୋ ଇଜ୍ଜତ ସହିତ ଟୁଙ୍ଗୁରୁ ଭୋଳ ଖେଳିଛନ୍ତି ମତେ ସେ ହିଁ ନ୍ୟାୟ ଦେବେ ଗ୍ରହଣ କରି । ତେବେ ବନ୍ଧୁଗଣ ବର୍ଷା ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ବର୍ତ୍ତମାନ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *