ମୁଁ ଭାଉଜ ଡାକୁଥିଲି ତୁ ମନା କଲୁ, ମୋତେ ପ୍ରେମ କଲୁ ଶେଷରେ ଜେଲ ପଠେଇଦେଲୁ…ଜେଲ ଗଲା ପରେ ବର୍ଷାଙ୍କୁ ଝୁରି ଝୁରି କିଛି ଏମିତି କହୁଛନ୍ତି Tunguru Bhola

ବନ୍ଧୁଗଣ, ସୂଚନା ଅନୁଯାୟୀ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି ବର୍ଷା ଙ୍କୁ । କହିଛନ୍ତି ଯେ ବର୍ଷା ମୋ ଅଟୋରେ ବସି ବୁଲିଲା । ଭାଉଜ ଡାକୁଥିଲି ଭାଉଜ ଡାକିବାକୁ ମନା କରିଲା । ପ୍ରେମ କରୁଛି ବୋଲି କହି ସମ୍ପର୍କ ଆଗକୁ ବଢେଇ ନେଲା । ଗୋଲାପ ଫୁଲ ମଧ୍ୟ ଦେଲେ ଟୁଙ୍ଗୁରୁ । ଘରେ ୨/୨ ଦିନ ଧରି ରହୁଥିଲେ । କିନ୍ତୁ ହଠାତ କଣ ହେଲା ? ସବୁ ଭୁଲିଯାଇ ରେପ କେସ ରେ ଜେଲ କୁ କଣ ପାଇଁ ପଠାଇଦେଲେ ଟୁଙ୍ଗୁରୁ ଙ୍କୁ ବର୍ଷା ବୋଲି ପ୍ରଶ୍ନ କରିଛନ୍ତି ଟୁଙ୍ଗୁରୁ । ଉଭୟଙ୍କ ପ୍ରେମ ସମ୍ବନ୍ଧରେ ସାରା ଦୁନିଆ ଜାଣିଥିଲା ।

ମାତ୍ର ଆଜି ସେ ପ୍ରେମ କରି ପଚତଉଛନ୍ତି ବୋଲି କହିଛନ୍ତି ଟୁଙ୍ଗୁରୁ । ବର୍ଷା କହିଛନ୍ତି ଯେ ଟୁଙ୍ଗୁରୁ ଭୋଳ ହେଉଛନ୍ତି ଜଣେ ଧୋକାବାଜ । ସେ ବର୍ଷାଙ୍କୁ ଧୋକା ଦେଇଛନ୍ତି । ପ୍ରେମ କରିବା ନା ରେ ତାଙ୍କୁ ଧୋକା ଦେଇଛନ୍ତି । କାରଣ ବର୍ଷା ଟୁଙ୍ଗୁରୁ ଭୋଳ ଙ୍କୁ ପ୍ରେମ କରି ଏତେ ପାଗଳୀ ହୋଇଯାଇଥିଲେ ଯେ ନିଜ ସ୍ଵାମୀ ଏବଂ ପିଲାଛୁଆ ଙ୍କୁ ଛାଡି ଦେଇ ଟୁଙ୍ଗୁରୁ ଭୋଳ ପଛରେ ଲାଗିଥିଲେ ।

ଆଉ ଟୁଙ୍ଗୁରୁ ଭୋଳ ଙ୍କ ସହିତ ଶାରୀରିକ ସମ୍ପର୍କ ଠାରୁ ଆରମ୍ଭ କରି ସବୁକିଛି ହୋଇଥିଲା । ମାତ୍ର ଟୁଙ୍ଗୁରୁ ଭୋଳ ସଠିକ ସମୟରେ ପ୍ରେମ କୁ ଖଣ୍ଡନ କରିଥିଲେ । କହିଥିଲେ ଯେ ସେ ବର୍ଷା ଭାଉଜଙ୍କୁ ଭାଉଜ ଭଳି ଦେଖେ । ତାଙ୍କୁ କେବେ ମଧ୍ୟ ମୋହର ପତ୍ନୀ କରିବି ନାହିଁ । ଏହିଭଳି କହି ଟୁଙ୍ଗୁରୁ ଭୋଳ ଈଗନୋର କରିଦେଇଥିଲେ ବର୍ଷା ଙ୍କୁ ।

ମାତ୍ର ବର୍ଷା ଙ୍କ ରାଗ ଚରମ ସୀମାରେ ଟୁଙ୍ଗୁରୁ ଭୋଳ ଏଭଳି କିଭଳି ଧୋକା ଦେଇ ପାରିଲା ? ଗଣ ମାଧ୍ୟମରେ ମଧ୍ୟ ଟୁଙ୍ଗୁରୁ ଭୋଳ କହିଥିଲା ଯେ ମୁଁ ବର୍ଷା ଙ୍କୁ ଭଲ ପାଉନି । କିନ୍ତୁ ବର୍ଷା ଏପଟେ କହୁଥିଲେ ଟୁଙ୍ଗୁରୁ ଭୋଳ ରାତିଦିନ ଦଉଡି ଆସି ଗୋଲାପ ଫୁଲ ଦେଉଥିଲା । ପ୍ରେମ କରି ସମ୍ପର୍କ ରଖୁଥିଲା । ଏତେ ସବୁ ପରେ ମଧ୍ୟ ଟୁଙ୍ଗୁରୁ ଭୋଳ କାହିଁକି ମନା କରିଦେଉଥିଲା ଯେ ସେ ବର୍ଷା ଙ୍କୁ ଭଲ ପାଉନି ବୋଲି ?

ଏହାକୁ ନେଇ ବର୍ଷା ରାଗିକି ଥିଲେ । ଆଉ ସଠିକ ସମୟରେ ରେପ କେସ ଦେଇଦେଇଛନ୍ତି ବର୍ଷା । ଜେଲ ଭିତରେ ବର୍ତ୍ତମାନ ଟୁଙ୍ଗୁରୁ ବସି ବସି ଭାବୁଛନ୍ତି ସେହି ପୁରୁଣା ପ୍ରେମ କାହାଣୀ । ଦେଖିବାକୁ ବାକି ରହିଲା ଯେ ଆଗକୁ କଣ ହେବାକୁ ଯାଉଅଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *