“ବର୍ଷା ଗୋଟେ ବାଜେ ସ୍ତ୍ରୀ ଲୋକ, ତା ନାଁ ଧରିବାକୁ ଖରାପ ଲାଗୁଛି, ସେ 2 ତ ଛୁଆର ମା’ ତଥାପି…’ ଅଟୋ ଚାଳକଙ୍କୁ ସମର୍ଥନ କରି ବର୍ଷାଙ୍କୁ କିଛି ଏମିତି କହିଲେ Lata Mandala…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଟୋବାଲାଙ୍କୁ ସମର୍ଥନ କରିଛନ୍ତି ଯାତ୍ରା ଜଗତର ବିଶିଷ୍ଟ ଅଭିନେତ୍ରୀ ଲତା ମଣ୍ଡଳ । ଲତା ମଣ୍ଡଳଙ୍କୁ ଜଣେ ଭଲ ଯାତ୍ରା ଅଭିନେତ୍ରୀ ଭାବରେ ସମସ୍ତେ ଜାଣନ୍ତି । ଏବଂ ଅନେକ ଜାଣିଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କର ଦ୍ଵିତୀୟ ସ୍ତ୍ରୀ ହିସାବରେ । ତେବେ ଅଟୋ ଡ୍ରାଇଭରଙ୍କୁ ସମର୍ଥନ କରି ସେ କିଛି ଏଭଳି କହିଛନ୍ତି । ଏହା ସହିତ ସେ ସମର୍ଥନ କରିଛନ୍ତି ଅଟୋବାଲାଙ୍କ ନିଷ୍ପତ୍ତିକୁ । କେବଳ ଗୋଟିଏ ଟୁଙ୍ଗୁରୁ ଭୋଳ ପାଇଁ ଅନେକ ଅଟୋଚାଳକ ତାଙ୍କ ରୋଜଗାରରୁ ଆଜିଭଳି ଦିନରେ ବାଧାପ୍ରାପ୍ତ ପାଇଛନ୍ତି ।

ଏବଂ ସେହି ଗୋଟିଏ ଅଟୋ ଚାଳକ ପାଇଁ ଆଜି ଅନେକ ଅଟୋଚାଳକକୁ ସନ୍ଦେହ ଦୃଷ୍ଟିରେ ମଧ୍ୟ ଦେଖୁଛନ୍ତି । ଅପର ପାର୍ଶ୍ଵରେ ବର୍ଷାଙ୍କୁ ସେ ସମାଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ” ଅଟୋ ହଜାର ହଜାର ଲୋକେ ଚଳାଇ ନିଜ ପରିବାରକୁ ପୋସୁଛନ୍ତି । ମାତ୍ର ସମସ୍ତେ କ’ଣ ସେହି ଟୋକା ଭଳି ? ଆଊ ବର୍ଷା ଭଳି ବାଜେ ସ୍ତ୍ରୀ ଲୋକ, ତାଙ୍କ ନାଁ ଧରିବାକୁ ମଧ୍ୟ ଆମ୍ଭକୁ ଖରାପ ଲାଗୁଛି ।

ଗୋଟିଏ ନାରୀ ସବୁ ସହିପାରେ ମାତ୍ର ସେ ନିଜ ଛୁଆକୁ ଛାଡି କୁଆଡେ ଯାଇନଥାଏ । ଏମାନେ ଅତ୍ୟନ୍ତ ଲୋଶ୍ରେଣୀର ଲୋକେ ଏମାନଙ୍କୁ ନେଇ ଏତେ ଚର୍ଚ୍ଚା କରିବା ବନ୍ଧ କରନ୍ତୁ । ସୋ-ସି-ଆ-ଲ ମି-ଡି-ଆଙ୍କୁ ବିନମ୍ର ଅନୁରୋଧ କରି କହିଛନ୍ତି କି ଏ ବିଷୟରେ କଥାକୁ ଆଉ ଆଲୋଚନା କରନ୍ତୁ ନାହିଁ । ତେବେ ୩ ବର୍ଷ ତଳେ ଆପଣ ମାନଙ୍କର ଲତା ମଣ୍ଡଳ କହିଥିବା ସେହି ସଂଳାପ ସମ୍ବନ୍ଧରେ ନିଶ୍ଚିତ ମାନେ ଥିବ । ସେ କହିଥିଲେ ଯାହାକୁ ପ୍ରେମ କରିବ ତାକୁ କେବେ ବାହା ହେବ ନାହିଁ ।

ଏବଂ ଯାହାକୁ ବିବାହ କରିବ ତାକୁ ସାରା ଜୀବନ ସୁଖରେ ରଖିବ । ତେବେ ଏହାଥିଲା ତାଙ୍କର ସେହି ସମୟର ସଂଳାପ ଯାହା ସେତେବେଳେ ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ଟୁଙ୍ଗୁରୁଭୋଳ ଏବଂ ବର୍ଷାଙ୍କ କ୍ଷେତ୍ରରେ ତାଙ୍କର ପ୍ରତିଟି କଥା ବାସ୍ତବିକ ସମାଜର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ।

ଏହା ସହିତ ଜଣେ ମା’ ତଥା ନାରୀ କିଭଳି ଦୁଇ ଦୁଇଟି ଛୁଆଙ୍କୁ ଛାଡି ଚାଲିଯାଇପାରେ ଏହାକୁ ସେ ବିରୋଧ ମଧ୍ୟ କରିଛନ୍ତି । ଏହା ସହିତ ବର୍ଷାଙ୍କ ଉପରକୁ ଆଙ୍ଗୁଠି ଉଠାଇ ପ୍ରଶ୍ନ ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ଉଭୟଙ୍କୁ ନେଇ ତିଆରି କରାଯାଇଥିବା ଗୀତକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *