Interesting Gk Questions- ଗୋଟିଏ ସ୍ତ୍ରୀର 7 ଟି ପିଲା, ସେମାନଙ୍କ ମଧ୍ୟରୁ ଅଧା ଝିଅ ଓ ଅଧା ପୁଅ, ତେବେ କୁହନ୍ତୁ ଏହା କିପରି ସମ୍ଭବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ଭାରତର କେଉଁ ରାଜ୍ୟରେ ଗୋଟିଏ ମଧ୍ୟ ଜିଲ୍ଲା ନାହିଁ ?

ଉତ୍ତର;- ଲକ୍ଷଦ୍ଵିପରେ ।

୨;- ମନ୍ଦିରର ସହର କାହାକୁ କୁହନ୍ତି ?

ଉତ୍ତର;- ବନାରସକୁ ।

୩;- ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଦେଖିବାକୁ ମିଳେ ?

ଉତ୍ତର;- କର୍ଣ୍ଣାଟକରେ ।

୪;- ଭାରତର ସର୍ବ ପ୍ରଥମ ରାଜ୍ୟ କେଉଁଟି ?

ଉତ୍ତର;- ବିହାର ।

୫;- ବଗିଚାର ସହର କାହାକୁ କୁହନ୍ତି ?

ଉତ୍ତର;- ଲକ୍ଷ୍ନୌକୁ ।

୬;- କେଉଁ ରାଜ୍ୟର ମାନେ ବାଦଲର ଘର ଅଟେ ?

ଉତ୍ତର;- ମେଘାଳୟ ।

୭;- ଭାରତର ସେକ୍ସପିୟର କାହାକୁ କୁହାଯାଇଥାଏ ?

ଉତ୍ତର;- କାଳିଦାସଙ୍କୁ ।

୮;- ଭାରତୀୟ ରେଳର ମ୍ୟୁଜିୟମ କେଉଁଠାରେ ଅଛି ?

ଉତ୍ତର;- ନୂଆଦିଲ୍ଲୀ ର ଚାଣକପୁରୀରେ ।

୯;- ଭାରତରେ ସବବୁଠାରୁ କମ ବର୍ଷା କେଉଁଠାରେ ହୋଇଥାଏ ?

ଉତ୍ତର;- ଲେହରେ ।

୧୦;- ଦୁନିଆର ସବୁଠାରୁ ଉଚ୍ଚମିନାର କ’ଣ ଅଟେ ?

ଉତ୍ତର;- ବୁର୍ଜ ଖଲିଫା ।

୧୧;- ଅଢେଇ ଦିନର ଘର କାହାକୁ କୁହାଯାଇଥାଏ ?

ଉତ୍ତର;- ମସଜ୍ଜିତ କୁ ।

୧୨;- ଭାରତର ସବୁଠାରୁ ବଡ ପାଗଳଖାନା କେଉଁଠାରେ ଅଛି ?

ଉତ୍ତର;- ଆଗ୍ରା ।

୧୩;- ସାତ ପାହାଡୀର ନଗର କାହାକୁ କୁହାଯାଇଥାଏ ?

ଉତ୍ତର;- ରୋମ ।

୧୪;- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର;- ବାଂଲାଦେଶ ।

୧୫;- ସବୁଠାରୁ ବିଷଧର ସାପ କେଉଁଟା ?

ଉତ୍ତର;- କିଙ୍ଗ କୋବ୍ରା ।

୧୬;- ଭାରତୀୟ ନୋଟରେ କେତେ ଭାଷା ଅଛି ?

ଉତ୍ତର;- ୧୭ ଭାଷା ।

୧୭;- କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ଚୀନରେ ।

୧୮;- ଦୁନିଆର ସବୁଠାରୁ ପୁରୁଣା ଖେଳ କ’ଣ ?

ଉତ୍ତର;- ପୋଲୋ ।

୧୯;- ଧଳା ହାତୀ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- ଥାଇଲ୍ୟାଣ୍ଡରେ ।

୨୦;- ଭାରତର ବିତ୍ରିୟ ବର୍ଷର ପ୍ରାରମ୍ଭ କେବେ ହୋଇଥାଏ ?

ଉତ୍ତର;- ୧ ଏପ୍ରିଲରେ ।

୨୧;- ଘା’ ଭରିବାରେ କେଉଁ ଭିଟାମିନ ସହାୟକ ହୋଇଥାଏ ?

ଉତ୍ତର ;- ଭିଟାମିନ ସି

୨୨;- କ୍ଷୀରରେ ପାଣିର ମାତ୍ର ମାପିବା ନିମନ୍ତେ କେଉଁ ଜନ୍ତ୍ରର ବ୍ୟବହାର କରାଯାଇଥାଏ ?

ଉତ୍ତର;- ଲେକ୍ଟୋମିଟର ।

୨୩;- ଆଗରେ ପଛରେ ସାଥିରେ ଚାଲିଥାଏ, କିନ୍ତୁ କେବେ ମଧ୍ୟ ହାତରେ ଲାଗିନଥାଏ କୁହ ତାହା କ’ଣ ?

ଉତ୍ତର;- ଛାଇ ।

୨୪;- ଗୋଟିଏ ମହିଳାର ୭ ଟି ଛୁଆ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧା ଝିଅ ଏବଂ ଅଧା ପୁଅ ଅଛନ୍ତି, ତେବେ କୁହ ଏହା କିପରି ସମ୍ଭବ ?

ଉତ୍ତର;- ଏହି ପ୍ରଶ୍ନରେ ସମୁଦାୟରୁ ପଚରା ଗଲା ଏଣୁ ୩ ଜଣ ପୁଅ ୩ ଜଣ ଝିଅ ଆଉ ଜଣେ ତାଙ୍କ ମା’ ସମୁଦାୟ ୭ ଜଣ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *