ବାପ୍ ରେ ଏତେ ଟଙ୍କା ! ମାଟି ଖୋଳୁ ଖୋଳୁ ମିଳିଲା ପୁଳା ପୁଳା 500 ଟଙ୍କିଆ ନୋଟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଟି ଖୋଲୁ ଖୋଲୁ ବାହାରିଲା ପୁଳା ପୁଳା ୫୦୦ ଟଙ୍କିଆ ନୋଟ ! ଏହା ଶୁଣିକି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ମଧ୍ୟ କଥା ନାହିଁ । କାରଣ ଏହା ହେଉଛି ବାଙ୍କି ଜିଲ୍ଲା ତହସିଲଦାରଙ୍କ କ୍ଵାଟରରେ ଘଟିଥିବା ଏପରି କିଛି କଥା ଯାହା ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଅଛୁ । ତେବେ କିଛି ଶ୍ରମିକ ମାନେ ଠିକା ପାଇଁ ତହସିଲଦାରଙ୍କ କାର୍ଯ୍ୟଲୟ ତଥା କ୍ଵାଟରର ଆଖପାଖ ସ୍ଥାନକୁ ସଫା ସୁତରା କରୁଥିଲେ ।

ତେବେ ଏହିପରି ଭାବରେ ଶ୍ରମିକ ମାନେ ତହସିଲଦାରଙ୍କ କ୍ଵାଟରର ପଛ ପଟେ ଥିବା ନଳା ପାଖରେ ସଫା କରୁଥିବା ସମୟରେ ସେ ନୋଟ ଦେଖିବାକୁ ପାଇଥିଲେ । ତେବେ ବେଳେ ବେଳେ କେଉଁଠି ନା କେଉଁଠି ଲୋକଙ୍କର ନୋଟ ମଧ୍ୟ ଗଳିପଡିଥାଏ । ଯାହାକୁ ଅନ୍ୟ କେହି କେବେ ହୁଏତ ନିଶ୍ଚୟ ପାଇଥାଇ ପାରନ୍ତି ।

ହେଲେ ଏଠାରେ କିଛି ଅଲଗା ପ୍ରକାର ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯେଉଁଠାରେ ଗୋଟିଏ କିମ୍ବା ୨ ଟି ନୁହେଁ । ବଂର ଅନେକ  ଓ ନୂଆ ନୂଆ ୫୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଥିଲା ।ସେଥି ମଧ୍ୟରୁ ଅନେକ ନୋଟ ଚିରି ଫଟା ହୋଇ ପଡିଥିଲା । ଅନ୍ୟ କିଛି ଭଲ ନୋଟ ମଧ୍ୟ ସେଥିରେ ରହିଥିଲା ।

ତେବେ ସଫେଇ କାର୍ଯ୍ୟରେ ନିଯୋଜିତ ହୋଇଥିବା ଶ୍ରମିକ ମାନେ ଏପରି ଭାବେ ସଫେଇ କରୁଥିଲେ । ତେବେ ସଫେଇ କରିବା ସମୟରେ ଏତେ ଗୁଡିଏ ଟଙ୍କାର ନୋଟ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାପରେ ସେହି ସବୁ ଟଙ୍କା ଗୁଡିକ ଆଣି ତହସିଲଦାରଙ୍କ କ୍ଵାଟରରେ ଅନ୍ୟଙ୍କୁ ଦେଖାଇଥିଲେ ।

ହେଲେ ଏତେ ସଂଖ୍ୟକ ନୋଟ ମାଟି ତଳକୁ ଆସିଲା କିପରି ତାହା ଅନେକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହାପରେ ଏହି କଥାକୁ ମଧ୍ୟ ତଦନ୍ତର ପରିସର ଭୁକ୍ତ କରାଯାଇ ଏହ ପଛରେ ରହିଥିବା ଅସଲି କଥା ଜାଣିବା ସାଧାରଣ ମତରେ ଯୁକ୍ତିଯୁକ୍ତ ଅଟେ ।

ଯାହା ଦ୍ଵାରା ମାଟି ଖୋଳୁ ଖୋଲି ମହାଦେବ ବାହାରିଲା ଭଳି ମାଟି ଖୋଳୁ ଖୋଳୁ ଟଙ୍କା ବାହାରିବାର ପ୍ରକୃତ ଗୁମର ମଧ୍ୟ ଜଣାପଡିବାର ସମ୍ଭାବନା ବହୁତ ରହିଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେଣେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *